ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।
ଲୋକଙ୍କ ହାତରେ ଧରାପଡ଼ି ଉତ୍ତମ ମଧ୍ୟମ ଖାଇଲେ ଏବଂ ପୋଲିସ ହେପାଜତରେ ଏବେ ଆଇନଜୀବୀ ଜ୍ୱାଇଁ । ତେବେ କେମିତି ଘଟିଲା ଘଟଣା ? କଣ ରହିଥିଲା ଦୃଶ୍ୟପଟ୍ଟ ?
ବିଦେଶୀଙ୍କ ଜାଲରେ ପଡି ଠକି ଗଲେ ଇଂଜିନିୟରିଂ ଛାତ୍ର ଏବଂ ଆଉ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ।
ପ୍ଲାଷ୍ଟିକ ସାମଗ୍ରୀ ନେଇ ଆସୁଥିବା କାଉଡିଆଙ୍କୁ ନେଇ ଅସନ୍ତୋଷ...
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା...
କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ବଢୁଛି ସାଧାରଣ ଲୋକଙ୍କ ଅସନ୍ତୋଷ, ରାଜଧାନୀ ରାସ୍ତାରେ କ୍ଷୀର-ଚୂଡ଼ା ଢାଳି ଦୁଗ୍ଧ ବ୍ୟବସାୟୀ ସଂଘର ପ୍ରତିବାଦ
ମହମ୍ମଦ ମୋକିମଙ୍କ ପଦକ୍ଷେପକୁ ବିଜେପି ଓ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି ।
ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ ଜେରା କରୁଛି ।
NDAର ରାଷ୍ଟ୍ରପତି ପ୍ରାର୍ଥୀ ପରେ ପୁଣି ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ କାହିଁକି ସମର୍ଥନ କଲେ ନବୀନ ? ସିବିଆଇ ଭୟ ନା ଆଉ କିଛି ?
ରାଜ୍ୟରୁ ଦୁଇ ତିନି ଦିନ ଭିତରେ ସରିଯିବ କୋଭିସିଲ୍ଡ ଟିକା...
ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ...
କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁ, ସତ ସାମ୍ନାକୁ ଆସିବ
ପୂର୍ବରୁ ୨୦୨୦ରେ ସଂପୃକ୍ତ ଅଭିଯୁକ୍ତ ସାରୁଅ ଶିଳ୍ପାଞ୍ଚଳରେ ଅନ୍ୟ ଜଣେ ପୂର୍ବତନ ସେନା କର୍ମଚାରୀ ରଘୁନାଥ ପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।
ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଠକେଇ...ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ...
ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାର ଦିଆଯାଇଛି ।
ସାପଟିକୁ ଗାଁଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା ।
ଏ କେମିତିକା ଶିକ୍ଷା ବ୍ୟବସ୍ଥା? ଗୋଟିଏ ଶ୍ରେଣୀ ଗୃହରେ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ପଂଚମ ଶ୍ରେଣୀରେ ପଢାଗଲେ ପ୍ରଥମ ଶ୍ରେଣୀ ଶୁଣୁଛି, ପ୍ରଥମ ପିଲାଙ୍କୁ ପଢାଗଲେ ପଞ୍ଚମ ଶ୍ରେଣୀ ଶୁଣୁଛି। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଶୁଣୁନି...ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ
ସମ୍ବଲପୁର ଏସ୍ପିଙ୍କ ବାସଭବନ ପାଚେରୀ ମଧ୍ୟ ଭାଙ୍ଗିଯାଇଛି।
ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ବାରଣ କରିବାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି।
ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି।
ସ୍କୁଲକୁ ରାସ୍ତା ତ ନାହିଁ, ପିଲାମାନେ ଖେଳିବା ପାଇଁ ପଡ଼ିଆଟିଏ ମଧ୍ୟ ନାହିଁ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସ୍କୁଲରେ ଗୋଟିଏ ଖେଳପଡିଆ ନିର୍ମାଣ ପାଇଁ ଦୁଇଥର ବିଲ୍ ହୋଇଛି ।
ଏଇଟା ସ୍କୁଲ ଗେଟ୍ ନାଁ ଅଳିଆ ଗଦା? ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଚକାଚକ୍ ହେଲା...କିନ୍ତୁ ଗେଟ୍ ସାମ୍ନା ଦେଖିଲେ ଆପଣଙ୍କୁ ଭିତରକୁ ଯିବାକୁ ହେବନି ଇଚ୍ଛା। ଏତେ ମାତ୍ରାରେ ସେଠି ଅଳିଆ ପଡ଼ିଛି ଯେ, ପଚାଗନ୍ଧରେ ସ୍କୁଲରେ ପାଠ ପଢିବା ପ୍ରଭାବିତ ହେଉଛି। ବାରମ୍ବାର ଅନୁରୋଧ ପରେ ବି କେହି ଶୁଣୁନାହାନ୍ତି..
କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଲେ।