/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657979983.jpg)
Electric Bus Begins Trial Run In Bhubaneswar
ରାଜଧାନୀରେ ଗଡିବ ବହୁ ପ୍ରତିକ୍ଷୀତ ପ୍ରଦୂଷଣ ମୁକ୍ତ ଇଲେକ୍ଟ୍ରିକ୍ ବସ୍ । ଫୁଲ ଫ୍ରେଜରେ ଚାଲିବା ପୂର୍ବରୁ କ୍ରୁଟ ପକ୍ଷରୁ ଟ୍ରାଏଲ ରନ ଆରମ୍ଭ ହୋଇଯାଇଛି । ପ୍ରାଥମିକ ଭାବେ ୧୦ଟି ଇଲ୍ରେିକ ବସ ଏବେ ରାଜଧାନୀର ବିଭିନ୍ନ ରୁଟରେ ଟ୍ରାଏଲ୍ ରନ୍ କରୁଛି ।
Advertisment
ଟ୍ରାଏଲ ରନ ବସ ପାଇଁ ଅସ୍ଥାୟୀ ଭାବେ ପଟିଆ ଠାରେ ଏକ ଚାର୍ଜିଂ ଷ୍ଟେସନ ମଧ୍ୟ କରାଯାଇଛି । ଟ୍ରାଏଲ ରନ୍ ସଫଳ ହେବା ପରେ ୧୦ଟି ବସ ପ୍ରାଥମି ଭାବେ ରାଜଧାନୀରେ ମୋ ବସ ଜରିଆରେ ଚାଲିବ । ପରେ ଆଉ ୫୦ ଟି ଗାଡି ବିଭିନ୍ନ ରୁଟରେ ଚାଲିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଜୁଲାଇ ଶେଷ ସପ୍ତାହ ବେଳକୁ ରାଜଧାନୀରେ ଏହି ଇଲେକ୍ଟ୍ରିକ୍ ବସ ଚାଲିବା ପାଇଁ ଆଶା ରଖିଛି କ୍ରୁଟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)