• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

ratna bhandar
ପୁଣି ବିଧାନସଭାରେ ରତ୍ନ ଭଣ୍ଡାର ତାତି, ମନ୍ତ୍ରୀ କହିଲେ ପ୍ରସ୍ତାବ ଆସିଲେ ବିଚାର କରିବା

ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ କରିଥିଲେ ଅପିଲ୍ ।

Patakura
ତାତ୍ସଲ୍ୟ ସହିନପାରି ଆତ୍ମହତ୍ୟା ! ଝିଅର ମୃତଦେହ ରଖି ନ୍ୟାୟ ମାଗୁଛନ୍ତି ବାପା-ମାଆ

ମାଡ଼ ମାରିବା ସହ ମାନସିକ ନିର୍ଯାତନା ଅଭିଯୋଗ । ଅଭିଯୋଗ ପରେ ବି ପୋଲିସ କାଯର୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ।

Admission
ପାସ୍‌ ହାର ସିନା ବଢ଼ିଲା, ହେଲେ ଏବେ ମେଧାବୀଙ୍କୁ ମନପସନ୍ଦର କଲେଜରେ ମିଳିବ ତ ସିଟ୍ ?

ବିଜେବି, ରମାଦେବୀ, ରେଭେନ୍‌ସା ଭଳି ଅଗ୍ରଣୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।

Booster Dose
ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା, ଡାକ୍ତରଙ୍କୁ ତାଲା ପକାଇଦେଲେ

ଅଫଲାଇନ୍‌ରେ ଟିକା ମିଳୁନଥିବା ଅଭିଯୋଗ । ମେଡିକାଲ୍ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ ।

Again Daily Covid-19 Count Breaches 1000 Mark In Odisha
ଓଡ଼ିଶାରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍ ୪୪୧ ରହିଛି। 

Elderly Man Killed In Ganjam
ମାରିକି ମାଟି ତଳେ ପୋତି ଦେଲେ, ଧରାପଡ଼ିବା ପରେ...

ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। 

Heavy Rainfall Alert
୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Godavari
ଲଗାଣ ବର୍ଷାରେ ଜଳମଗ୍ନ ମୋଟୁ, ସାବେରୀ ନଦୀରେ ଗୋଦାବରୀର ପଛୁଆ ପାଣି

ମୋଟୁ ରାସ୍ତାରେ ପାଣି, ତେଲେଙ୍ଗାନା ଓ ଆନ୍ଧ୍ରକୁ ଯାତାୟତ ବନ୍ଦ ।

Elish Fish
ଜାଲରେ ଟନ୍ ଟନ୍ ଇଲିସି, ହେଲେ ଭାଉ ଏତେ ଯେ ହାତ ମାରିହେଉନି

ଇଲିସି କିଲୋ ପିଛା ଦର ୧୫ ଶହରୁ ୨ହଜାର । ଲଗାଣ ବର୍ଷା ଆଉ ପୂବେଇ ପବନ ଯୋଗୁଁ ଟନ୍ ଟନ୍ ଇଲିସି ପଡୁଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 16 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 16 July 2022
Bear Attack
୩ ମଣିଷକୁ ମାରି ନିଜେ ମଲା ଭାଲୁ

ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ

Bus Accident
ଟ୍ୟାଙ୍କରକୁ ଧକ୍କାଦେଇ ଓଲଟିଲା ବସ୍; ୨୯ ଆହତ

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଆହତ ସମସ୍ତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି।

Flood Like Situation
ଫୁଲୁଛି ଗୋଦାବରୀ, ଜଳମଗ୍ନ ହେଉଛି ମୋଟୁ

ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।

Diarrhoea Outbreak
ରାୟଗଡ଼ା କାଶୀପୁରରେ ପୁଣି ଘାରିଲାଣି ଡାଇରିଆ ଡର

ପୁଣି କାଶୀପୁରରେ ଝାଡ଼ାବାନ୍ତି । ଦୁଇ ଦିନରେ ଦୁଇ ଗାଁରୁ ୫ ଜଣଙ୍କ ମୃତ୍ୟୁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । କାଶୀପୁର ଟିକିରି ପଞ୍ଚାୟତର ସଦର ଟିକିରି ଗାଁର ଝଡ଼ିଆ ସାହି ଯେଉଁଠୁ ଆଜି ଗୋଟିଏ ଦିନରେ ଝାଡ଼ାବାନ୍ତି ନେଇଛି ୩ ଜଣଙ୍କ ଜୀବନ ।

Covid19
ଡରାଇଲାଣି ଚତୁର୍ଥ ଲହର, ଆଜି ହଜାରେ ଡେଇଁଲା ଦୈନିକ ସଂକ୍ରମଣ

ରାଜ୍ୟରେ ବେକାବୁ ମହାମାରୀ କୋଭିଡ୍ । ମାରିଛି ଲମ୍ବଡିଆଁ । ହଜାରେ ପାର୍ କରିଛି ଦୈନିକ ସଂକ୍ରମଣ । ମାତ୍ର ୧୦ ଦିନ ଭିତରେ ଦୈନିକ ସଂକ୍ରମଣ ଟପିଗଲାଣି ୩ ଗୁଣାରୁ ଅଧିକ ।

Police Wrongly Arrested An Old Man
ଜଣଙ୍କ ନାଁରେ ୱାରେଣ୍ଟ, ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍‌; ଶେଷରେ ପରିସ୍ଥିତି ହେଲା ଏମିତି...

ଜଣଙ୍କ ନାଁରେ ୱାରେଣ୍ଟ , ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍‌। ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଭାବେ ପୋଲିସ୍ ଘରୁ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

Sonepur Accident : Husband of IIC alleges ‘extra-marital affair’ between driver & Cop
‘ମୋ ସ୍ତ୍ରୀ ପୋଲିସ ବାଲା, ହେଲେ କ୍ରିମିନାଲ୍ ପାଖରେ ରହୁଛି’

ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ସ୍ୱାମୀ ସୁରେଶ ବାଗ୍ ସ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଜୟ ଜଣେ ଅପରାଧି, ତା ସହ କେମିତି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସ୍ୱାମୀ ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। 

Martial Dispute
ପୁଅ ସ୍କୁଲ ଯିବା ପରେ ଫ୍ୟାନ୍‌ରେ ଝୁଲିପଡ଼ିଲେ ସ୍ୱାମୀ ସ୍ତ୍ରୀ

କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ରାଜଧାନୀରେ ରହୁଥିବା ଏ ଦମ୍ପତି ?

Body Of Woman With Slit Throat Found Inside House In Cuttack
‘ମୁଁ ଡ୍ୟୁଟିକୁ ଯାଇଥିଲି, ଆସିଲା ବେଳକୁ ମୋ ସ୍ତ୍ରୀ ଆଉ ନାହିଁ’

ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ଣରେ କଟକରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। 

School Students Stuck
ବର୍ଷା ପାଣିରେ ଘରକୁ ଫେରିପାରିଲେନି ସ୍କୁଲପିଲା, ଗ୍ୟାରେଜ୍‌ରେ ବିତିଲା ରାତି

ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍‌ରେ ଫସିରହିଗଲେ ସ୍କୁଲ୍ ପିଲା ।

Elephant Chases
ବିଲରେ ଚାଷୀକୁ ଖେଦିଲା ଦନ୍ତା, ପଡ଼ିଉଠି ଦୌଡ଼ିଲେ ଚାଷୀ

ଦନ୍ତାକୁ ଗୋଡାଉଥିଲେ ଚାଷୀ, ହାଠାତ୍‌ ଖେଦି ଆସିଲା ଦନ୍ତା । ବାସ୍‌ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିଲେ ଚାଷୀ, ପଛରେ ଗୋଡାଉଥିଲା ହାତୀ । ଉପସ୍ଥିତ ବୁଦ୍ଧି ପାଇଁ ଜୀବନ ସିନା ବଞ୍ଚିଗଲା।

Attack On Tarang Sarua Studio's Chief Security Officer
ତରଙ୍ଗ ସାରୁଅ ଷ୍ଟୁଡିଓରେ ଆକ୍ରମଣ, ସିକ୍ୟୁରିଟି ଅଫିସର ଆହତ

ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ହଲିମ୍‌ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି।

Utkal University
ଟପ୍ ୧୦୦ରେ ନାହିଁ ରାଜ୍ୟ ସରକାରଙ୍କ କୌଣସି କଲେଜ, ୮୮ରେ ଉତ୍କଳ ବିଶ୍ୱବିଦ୍ୟାଳୟ

କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର ।