ବାଃ ବାଃରେ ଆମ ଶିକ୍ଷା ବ୍ୟବସ୍ଥା । ଏଇଠି ଶିକ୍ଷକ ନାହାନ୍ତି , ନିଜକୁ ନିଜେ ପାଠ ପଢାଉଛନ୍ତି ପିଲା । ଟେବୁଲ ପାଖରେ ଛିଡା ହୋଇଛି କୁନି ଝିଅ,ପିଲାଙ୍କୁ ଡକାଉଛି B For Ball । ୨୧୦ ପିଲାଙ୍କୁ ଜଣେ ମାତ୍ର ଶିକ୍ଷୟିତ୍ରୀ ଥିବାରୁ ଗୋଟିଏ ଶ୍ରେଣୀରେ ପାଠ ପଢାଗଲେ ଅନ୍ୟ ଶ୍ରେଣୀର ପିଲା ବସୁଛନ୍ତି । ଅଭିଯୋଗ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ ।
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । କଲେଜରେ ଦିଆଯିବ କରୋନା ଟିକା ।
ରାଜ୍ୟରେ ପୁଣି ମାତିଲା ମହାମାରୀ... ୮ ଶହ ଟପିଗଲା ଦୈନିକ ସଂକ୍ରମଣ, ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, କାଲିଠୁ ୧୮ରୁ ୫୯ ବର୍ଷ ବର୍ଗଙ୍କ ପାଇଁ ଆରମ୍ଭ ହେବ ମାଗଣା ପ୍ରିକସନ୍ ଡୋଜ୍...
ସୋନପୁର ଏସପି କହିଲେ, ଡ୍ରାଇଭରର ଡିଏଲ୍ ନ ଥିଲା
ରାଜ୍ୟରେ ଘାଏଁ ଘାଏଁ ବଢ଼ୁଛି କରୋନା ମିଟର । ରାଜ୍ୟରେ ଆଜି ୮ଶହ ପାର କଲା ଦୈନିକ କୋଭିଡ୍ ପଜିଟିଭ୍ ସଂଖ୍ୟା....
ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି।
ବର୍ଷେ ହେଲା କୁଆଡ଼େ ଚାଲିଗଲା, ମୁଁ ଦେଖିବାକୁ ପାଉନି
୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ୩ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ରହିଛି
ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି।ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ।
ଆଜି ସକାଳୁ ସକାଳୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍ଷ୍ଟାଣ୍ଡ।
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଜଗତସିଂହପୁର ଏସ୍ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।
ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା।
ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ଲାଗି ରହିବ। ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ବ୍ୟବସ୍ଥାର ଉଦାସୀନତା ପଛରେ ଏହାହିଁ ପ୍ରକୃତ କାରଣ କି ? ରାତିରେ ପଥର ଚୋରି ହେଉଥିବା ସମସ୍ତେ ଜାଣୁଥିଲେ ବି, ଏହାକୁ ରୋକିବାକୁ କାହିଁକି ସାହସ କରୁନି ପ୍ରଶାସନ ?
ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।
ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।
ଜୁଲାଇ ୧୫ ତାରିଖରୁ ୭୫ଦିନ ଚାଲିବ ବୁଷ୍ଟର ଡୋଜ୍ ଅଭିଯାନ । ରଥଯାତ୍ରା ପରେ ସାଢ଼େ ୭ଶହ ମୁହାଁ ଦୈନିକ ସଂକ୍ରମଣ ।
୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ
ଗତବର୍ଷ ଠାରୁ ୨୧.୭୮ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ।
ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।
ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍ଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବିଧାନସଭା ହୁଲ୍ସ୍ତୁଲ୍ ହୋଇଛି। ଆଜି ଗୃହରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଥିଲା।
ପାଟି ଠିକ୍ ସେ ଖୋଲି ନଥିଲେବି ପ୍ରଖର ବୁଦ୍ଧି ସମସ୍ତଙ୍କୁ କରୁଛି ଚକିତ।