• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 17 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Prangyan Parimita
  • 2 years ago

ଲଗାଣ ବର୍ଷାରେ ଉବୁଟୁବୁ ଆଭ୍ୟନ୍ତରୀଣ ଓଡ଼ିଶା: ସୁଧୁରୁନି ମାଲକାନଗିରି ମୋଟୁ ସ୍ଥିତି

ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି More
  • Chandan Shishu
  • 2 years ago

କାଲିଠୁ ମହଙ୍ଗା ହେବ ଚୁଡ଼ା, ମୁଢି

କେବଳ ସାମଗ୍ରୀ ନୁହେଁ, ସେବା କ୍ଷେତ୍ରରେ ବଢିବ ଜିଏସଟି ବ୍ୟାଙ୍କ ସେବା, ହୋଟେଲ ରହଣୀ ଓ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ବି ଢେର୍ ବଢ଼ିଯିବ। More
  • Chandan Shishu
  • 2 years ago

ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଦେବ ବିଜେଡି

NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।  More
  • Chandan Shishu
  • 2 years ago

ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ବାରଣ କରିବାରୁ ଜୀବନ ହାରିଦେଲେ !

ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି, ଯାହା ସତ ହୋଇଛି More
  • Chandan Shishu
  • 2 years ago

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର

ଆଜି ବିଏମ୍‌ସି ଅଧିକାରୀ ଷ୍ଟୋର୍‌ର ସ୍ଥିତି ପରଖିଥିଲେ। More
  • Prangyan Parimita
  • 2 years ago

ରାଜଧାନୀରେ ଆଉ ଜଣେ ଠକ ରମେଶ ସ୍ୱାଇଁ : ମିଛ କହି ଫସାଇଛନ୍ତି ଏକାଧିକ ମହିଳା

ଅଭିଯୁକ୍ତ ଜଣକ ହେଲେ ରମ୍ଭା ଅଞ୍ଚଳର ସମୀର More
  • Rajalaxmi Sahoo
  • 2 years ago

ନଦୀକୁ ଗାଧୋଇବାକୁ ଯାଇ ପାଣିରେ ଭାସି ଯାଇଥିଲେ, ୨ ଘଣ୍ଟା ପରେ...

ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। More
  • Prangyan Parimita
  • 2 years ago

ଉତ୍କଳ ହସ୍ପିଟାଲ CEO ନିଲମ୍ବିତ : ମହଙ୍ଗା ପଡିଲା ନିଯୁକ୍ତି କ୍ଷେତ୍ରରେ ଅଣ ଓଡ଼ିଆଙ୍କୁ ଅଗ୍ରାଧିକାର

ଉତ୍କଳ ହସ୍ପିଟାଲର ମ୍ୟାନେଜମେଣ୍ଟ ପକ୍ଷରୁ CEOଙ୍କୁ ସସପେଣ୍ଡ କରାଯାଇଛି । More
  • Chandan Shishu
  • 2 years ago

ନଦୀ ମଝିରେ ଫସି ରହିଛନ୍ତି ୨ ପର୍ଯ୍ୟଟକ

ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ବଢୁଛି ଆଶଙ୍କା। More
  • Rajalaxmi Sahoo
  • 2 years ago

Swiggy ବୟକୁ ହତ୍ୟା କରି ଫିଙ୍ଗି ଦେଲେ !

କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସନ୍ଦେହଜନକ ଅବସ୍ଥାରେ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।  More
  • Rajalaxmi Sahoo
  • 2 years ago

ରାଷ୍ଟ୍ରପତି ନିର୍ବାଚନ: ବିଜେଡି ବିଧାୟକଙ୍କୁ ତାଲିମ, କେମିତି ଦେବେ ଭୋଟ୍‌ ?

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି। More
  • Rajalaxmi Sahoo
  • 2 years ago

ପାହାଡ଼ ଧସିଲା, ଗାଁରେ ପଶିଲା...ଲୋକେ ଛାନିଆ

ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି। More
  • Rajalaxmi Sahoo
  • 2 years ago

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ପରେ ପୋଡ଼ିବାକୁ ଉଦ୍ୟମ !

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯିବା ସହ ଦେହର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି।  More
  • Otv Khabar Bureau
  • 2 years ago

NEET 2022: ସାରା ଦେଶରୁ ପରୀକ୍ଷା ଦେବେ ୧୮ ଲକ୍ଷ ଛାତ୍ରଛାତ୍ରୀ

ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା: ନିଟ୍ ପାଇଁ ଓଡିଶାରେ ୨୪ ପରୀକ୍ଷା କେନ୍ଦ୍ର More
  • Chandan Shishu
  • 2 years ago

ଦଉଡ଼ିରେ ଝୁଲି ଝୁଲି ନଈ ପାରିହେଲେ ଗର୍ଭବତୀ

ଅପହଞ୍ଚ ଇଲାକା ପାଇଁ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ More
  • Chandan Shishu
  • 2 years ago

କୂଳ ଲଂଘୁଛି ସମୁଦ୍ର: ଗାଁ ଲୋକଙ୍କୁ ଘାରିଲାଣି ଜୁଆର ମାଡ଼ିଆସିବାର ଭୟ

ନଈ କୂଳରେ ଥିବା ଜଙ୍ଗଲ ଓ ଶହ ଶହ ଏକର ଚାଷଜମିରେ ବି ପାଣି ମାଡ଼ିଯାଇଛି। More
  • Otv Khabar Bureau
  • 2 years ago

ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼: ମିଳୁନି ଚାହିଦା ମୁତାବକ ଟିକା, ବଢ଼ୁଛି ଜନ ଅସନ୍ତୋଷ

ମାଗଣା ପ୍ରିକସନ୍ ଡୋଜ୍ ଘୋଷଣା ପରେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼.... More
  • Prangyan Parimita
  • 2 years ago

ଜାଲରେ ପଡୁଛି ଟନ୍ ଟନ୍ ଇଲିସି : କିଲୋପିଛା ଦେଢରୁ ଦୁଇ ହଜାର ଟଙ୍କା

ହେଲେ ହାତ ଲଗାଇ ପାରୁନି ଗ୍ରାହକ More
  • Prangyan Parimita
  • 2 years ago

ମୋଟୁକୁ ଗୋଦାବରୀର ପଛୁଆ ପାଣି ବିପଦ: ୩୬ ବର୍ଷର ରେକର୍ଡ ଭାଙ୍ଗି ବନ୍ୟାପାଣି ପ୍ରବାହିତ ହେବାରୁ ଜଳପ୍ରଳୟ

ଭୟଙ୍କର ସ୍ଥିତି...ବୁଡ଼ିଯାଇଛି ବାସଘର...କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି । ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି । More