ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି
ଭୟଙ୍କର ସ୍ଥିତି...ବୁଡ଼ିଯାଇଛି ବାସଘର...କ୍ଷେତରେ ମାଡ଼ିଯାଇଛି ବନ୍ୟା ପାଣି । ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି ।
ଗୋଦାବରୀରର ପଛୁଆ ପାଣି ମାଲକାନଗିରି ଦେଇ ପ୍ରବାହିତ ସିଲେରୁ ଓ ସାବେରୀ ନଦୀରେ ପ୍ରବେଶ କରିବା ଦ୍ୱାରା ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।