• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 18 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

କମ୍ପିଲାଣି ଧାମନଗର ପ୍ରଚାର ମୈଦାନ, ତିହିଡ଼ି ବ୍ଲକ୍‌ରେ ସବୁ ଦଳର ନଜର ! କାହିଁକି..?

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଓ ସ୍ୱାଧୀନ ପ୍ରାର୍ଥୀ ରାଜୁଙ୍କ କ୍ୟାମ୍ପେନ୍ ଜୋର୍ । ବିଜେଡି ଓ କଂଗ୍ରେସ ଯୋଦ୍ଧା ବି ମାଗିଲେଣି ଭୋଟ୍ । More
  • Manoranjan Behera
  • 2 years ago

ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା-ଠିକାଦାର-ଅଫିସର୍‌, ଟେର୍‌ ପାଇଲାନି ଗୁଇନ୍ଦା ବିଭାଗ

ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ । ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହେଲେ, ଟଙ୍କା ଗଣିଲେ ।  More
  • Manoranjan Behera
  • 2 years ago

ଶିକ୍ଷାବର୍ଷ ଅଧାରୁ ନୂଆ ସିଲାବସ୍‌; ଦ୍ୱନ୍ଦ୍ୱରେ ଶିକ୍ଷାବିତ ଓ ଅଭିଭାବକ

ଶିକ୍ଷା ବର୍ଷ ଅଧାରୁ ନବମରେ ନୂଆ କୋର୍ସ ସବୁ ଲାଗୁ ହେବ । ଏହାକୁ ପଢ଼ାଇବାକୁ ସମୟ ସାରଣୀ କଣ ରହିବ ? କିଏ ଏହାକୁ ପଢାଇବେ ? ତାହା ବି ଏଯାଏ ସ୍ପଷ୍ଟ କରିନି ବୋର୍ଡ । More
  • Satyendu Shekher Mishra
  • 2 years ago

ଷ୍ଟେସନ୍‌ରେ ଛିଡ଼ା ହୋଇଥିଲା ଟ୍ରେନ୍‌, ଅଚାନକ ଇଞ୍ଜିନ୍‌ରେ ଲାଗିଲା ନିଆଁ ! ଦେଖନ୍ତୁ ଭିଡିଓ..

ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ରେଳ ଅଧିକାରୀ । More
  • Satyendu Shekher Mishra
  • 2 years ago

ଗରିବ ପିଲା କେମିତି ଶିଖିବେ ଇଂରାଜୀ ? ତାର ବାଟ ଖୋଲିଛନ୍ତି ଶ୍ରୀନିବାସ

ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି । More
  • Satyendu Shekher Mishra
  • 2 years ago

ନୂଆ ଷ୍ଟାଇଲ୍‌ରେ କଦଳୀ ଚାଷ ! ଛୋଟ ଗଛ କିନ୍ତୁ ନିର୍ଧୁମ ଫଳ

ପୂର୍ବରୁ ଗାଁ ସ୍ତ୍ରୀ ଲୋକମାନେ ପାଖ ଜଙ୍ଗଲକୁ ଯାଇ ଶାଳପତ୍ର, କେନ୍ଦପତ୍ର, ଜାଳେଣି କାଠ ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ଆଣି ବଜାରରେ ବିକ୍ରି କରୁଥିଲେ । More
  • Satyendu Shekher Mishra
  • 2 years ago

ଖାଲି ଗିରଫ କରିଦେଲେ, ତାପରେ ଆଉ ତଦନ୍ତ ନାହିଁ ! ଖାଲି ଫଟୋ ବାହାରୁଛି..

ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି । More
  • Rajalaxmi Sahoo
  • 2 years ago

ଚାଷୀଙ୍କୁ ଡରିଗଲେ କି ସରକାର ? କଳବଳ ଲଗାଇ ରାଜଧାନୀ ଭିତରକୁ ପୁରାଇ ଦେଲେନି

ଭୁବନେଶ୍ୱରରେ ହେବାକୁ ଥିବା ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ଯୋଗ ଦେବାକୁ ଆସୁଥିବା ଲକ୍ଷାଧିକ ଚାଷୀଙ୍କୁ ପୋଲିସ୍‌ ପ୍ରଶାସନ ଅଟକାଇଛି। କଳବଳ କୌଶଳ ଲଗାଇ ଶହ ଶହ ଚାଷୀଙ୍କୁ ସରକାର ଅଟକାଇଛନ୍ତି। More
  • Rajalaxmi Sahoo
  • 2 years ago

୨୨ ପରେ ବାତ୍ୟା ! ‘ଯେଉଁଠି ଏହା ଅତିକ୍ରମ କରିବ, ସେଇଠି ଅଧିକ ପ୍ରଭାବ ପଡ଼ିବ’

୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ। More
  • Rajalaxmi Sahoo
  • 2 years ago

ଓଡ଼ିଶା ସରକାରଙ୍କ ସମ୍ଭାବ୍ୟ ବାତ୍ୟା ମୁକାବିଲା: କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। More
  • Rajalaxmi Sahoo
  • 2 years ago

ଆସୁଛି ବାତ୍ୟା ! ଏହା ପୂର୍ବରୁ କ'ଣ କରିବା ଉଚିତ୍‌ ଓ କ'ଣ କରିବା ଅନୁଚିତ, ଜାଣନ୍ତୁ...

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତି ରହିବେ ? କ'ଣ ସବୁ କରିବା ଉଚିତ ଓ କ'ଣସବୁ କରିବା ଅନୁଚିତ, ଜାଣନ୍ତୁ... More
  • Prangyan Parimita
  • 2 years ago

ବାତ୍ୟା ଆସୁଛି ! ଟ୍ୱିଟ୍‌ କରି ସୂଚନା ଦେଲା ପାଣିପାଗ ବିଭାଗ

ଆସୁଛି ବାତ୍ୟା । ରାଜ୍ୟରେ ଏବେ ବାତ୍ୟା ସମ୍ଭାବନା ବଢ଼ି ବଢ଼ି ଚାଲିଛି । More
  • Rajalaxmi Sahoo
  • 2 years ago

ମାଟ୍ରିକ୍‌ ପରୀକ୍ଷାରେ ହେଲା ବଡ଼ ସଂସ୍କାର, ଏଣିକି ପାଠ ସହ ଶାଠରେ ବି ମିଳିବ ମାର୍କ

ପାଠ ସହ ଶାଠ ପାଇଁ ବି ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ। ମାଟ୍ରିକ୍‌ ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ପାଠ୍ୟକ୍ରମରେ ଏଭଳି ସଂସ୍କାର ଅଣାଯାଇଛି।  More
  • Rajalaxmi Sahoo
  • 2 years ago

ଧୋକାବାଜ ସ୍ୱାମୀଙ୍କୁ ଧରାଇ ଦେଲା ମୋବାଇଲ୍‌

ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍‌ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ। More
  • Rajalaxmi Sahoo
  • 2 years ago

କର୍କଟ ରୋଗୀଙ୍କ ପାଇଁ ରାମବାଣ ସାଜିପାରେ ଚିଲିକା ମଇଁଷିଙ୍କ କ୍ଷୀର

ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି। More
  • Rajalaxmi Sahoo
  • 2 years ago

ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ, ଛାତ୍ର ନେତା ଚୟନକୁ ନେଇ ରାଜନୀତି...

ସୁବର୍ଣ୍ଣରେଖା ମହାବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିର ୨୬ ଜଣିଆ କମିଟି ଗଠନ କରିବା ପରେ ରାଜନୀତି ତେଜିଛି। ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଥିବା ନେଇ ଦାବି କରୁଥିବା ଛାତ୍ରଛାତ୍ରୀ ଏହାକୁ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। More
  • Rajalaxmi Sahoo
  • 2 years ago

ସାବଧାନ ଗାଡ଼ି ଚାଳକ ! ଆଜିଠୁ ଟ୍ରାଫିକ ଧରପଗଡ଼, ଧରାପଡ଼ିଲେ ଗଣିବେ ଫାଇନ୍‌

ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍‌ ମଧ୍ୟ ସାମିଲ ହେବ।  More
  • Satyendu Shekher Mishra
  • 2 years ago

ପ୍ରସ୍ତୁତ ହୋଇସାରିଲାଣି ନକ୍ସା, ଏଥର ଏୟାରପୋର୍ଟ ଭଳି ଚମକିବ ମାଷ୍ଟର କ୍ୟାଣ୍ଟିନ୍‌ ରେଳ ଷ୍ଟେସନ

ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ । More
  • Satyendu Shekher Mishra
  • 2 years ago

କଟକରେ ତାଲିବାନୀ ଶାସନ ! ୧୫ ଶହ ଟଙ୍କା ପାଇଁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ

ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା । More
  • Satyendu Shekher Mishra
  • 2 years ago

CBSE ରାସ୍ତାରେ ମାଧ୍ୟମିକ ଶିକ୍ଷା ବୋର୍ଡ, ନବମ-ଦଶମ ପିଲାଙ୍କ ପାଇଁ ୪ ନୂଆ ବିଷୟ

ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା । More
  • Chandan Shishu
  • 2 years ago

ଧାମନଗରରେ ଫେଲ୍ ମାରିଲା ବିଜେଡିର 'ମ୍ୟାନେଜ୍' ପ୍ଲାନ୍

ରାଜେନ୍ଦ୍ର ଲଢୁଥିବା ସ୍ପଷ୍ଟ ହୋଇଯିବା ପରେ ଧାମନଗର ଗଣିତ ବଦଳି ଯାଇପାରେ ବୋଲି ବହୁ ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି। More
  • Satyendu Shekher Mishra
  • 2 years ago

ଭଗବାନ କ’ଣ ଏମିତି ନିଷ୍ଠୁର ହୋଇପାରନ୍ତି ! ଦୁନିଆକୁ ଚିହ୍ନିବା ପୂର୍ବରୁ କୁନି ପୁଅକୁ କାହିଁକି ଏତେ କଷ୍ଟ ?

ଦୁନିଆ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ଏମିତି ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଯେ ତାର କଷ୍ଟକୁ ସେ ବୁଝିପାରୁଛି ନା ଅନ୍ୟ କାହାକୁ ବୁଝାଇ ପାରୁଛି ? ଆଉ ସେହି କଷ୍ଟ ଭିତରେ ବି ଖେଳରେ ମାତିଛି ସ୍ୱରୂପ । More