ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଡିସେମ୍ବର ୪ ରାତିରେ କଣ ଘଟିଥିଲା... କେମିତି ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା...କେମିତି ଧ୍ବଂସ କରିଥିଲା ପାକିସ୍ତାନର କରାଚୀ ବନ୍ଦର। ଓଟିଭିକୁ ନିଜ ଅଙ୍ଗେ ନିଭା ସ୍ମୃତି ବଖାଣିଲେ ଓଡ଼ିଆ ନୌବୀର...
ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିବାକୁ ନେଇ ଉଦବେଗ । ବନ୍ଧ୍ୟାକରଣ ସହ ନିୟନ୍ତ୍ରଣ ପାଇଁ ନିଆଯାଉଛି ବହୁ ପଦକ୍ଷେପ: ମନ୍ତ୍ରୀ ।
ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ ! ଢେଙ୍କାନାଳ ଅଉଖମା ଗାଁର ଘଟଣାକୁ ନେଇ ଉଦବେଗ ।
ଆକାଶ ଛୁଆଁ ପିଆଜ ଦର। ପିଆଜ ଦରରେ ଲାଗୁନି ବ୍ରେକ୍। ଯାହାକୁ ନେଇ ଆଜି ବିଧାନସଭା ସରଗରମ ହୋଇଛି।
ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର।
ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ ।
ବହୁ ଚର୍ଚ୍ଚିତ ମାଣ୍ଡିପଙ୍କା ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ଗୋଟିଏ ମାସ ପୁରିଛି । ପିଡିତ ପରିବାରଙ୍କ ଆଖିରେ ଏବେ ବି ଲୁହ ଶୁଖି ପାରିନି । ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଥିବା ବେଳେ ରାଜ୍ୟରେ ରାଜନୈତିକ ହଟଚମଟ ଲାଗି ରହିଛି ।
ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି ।
ଗ୍ରାମାଂଚଳର ଛାତ୍ରଛାତ୍ରୀମାନେ ଭଲ ଭାବରେ ଶିକ୍ଷାଦାନ କରିବେ । ଏଭଳି ପରିକଳ୍ପନା ନେଇ ସରକାରୀ ବିଦ୍ୟାଳୟରେ ଅନେକ ବ୍ୟବସ୍ଥା କରାଯାଉଛି । ତେବେ ଏହାର ବାସ୍ତବ ରୂପ ପୂରା ଅଲଗା ।
ଛାଡିଦେଲେ ବ୍ୟାଙ୍କ ଚାକିରି। ୬୪ ବର୍ଗଫୁଟ କୋଠରୀରେ ଜୈବ ମାଇକ୍ରୋଗ୍ରୀନ ଚାଷ କରି ସେ ମାସକୁ ରୋଜଗାର କରୁଛନ୍ତି ୫ ଲକ୍ଷରୁ ଅଧିକ। ଆସନ୍ତୁ ଜାଣିବା ଅଜୟ ଗୋପୀନାଥଙ୍କ ସଫଳତାର କାହାଣୀ।
ଓଡ଼ିଶାରେ ସମୁଦାୟ କେତେ ଷଣ୍ଢ ଅଛନ୍ତି, ସେଥିରୁ କେଉଁ ଜିଲ୍ଲାରେ କେତେ ଅଛନ୍ତି, କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଷଣ୍ଢ ଅଛନ୍ତି, ଗତବର୍ଷଠାରୁ ଏ ବର୍ଷ ଷଣ୍ଢଙ୍କ ସଂଖ୍ୟା କମିଛି ନା ବଢ଼ିଛି, ସରକାର ଷଣ୍ଢ ସଂଖ୍ୟା ବଢ଼େଇବାକୁ କଣ ପଦକ୍ଷେପ ନେଉଛନ୍ତି, ପଢ଼ନ୍ତୁ ଏହି ଖବରରୁ।
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି 'ଚିକେନ୍ ଓନିଅନ୍
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଲେ ମହାମହିମ ।
ବଜାରରେ ଆଳୁ ଦର ହୋଇଛି ଅମୂଲ ମୂଲ । ଯୋଉଠି ପଚାରିବେ, ଯେମିତି ମାଗିବେ ସବୁଠି ୪୦ ଉପରେ । ଏହାରି ଭିତରେ ପଶ୍ଚିମବଙ୍ଗରେ ଜାରି ରହିଥିବା ‘ଆଳୁ’ ଧାରଣା ପ୍ରତ୍ୟାହୃତ ହୋଇଛି। ହାଦ୍ବାରା ଓଡ଼ିଶାରେ ଆଳୁକୁ ନେଇ ଲାଗିରହିଥିବା ଛକାପଞ୍ଝା ଦୂର ହୋଇପାରେ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ରେ ଫର୍ମକୁ ଫେରିବେ କି ରୋହିତ ଶର୍ମା? ପୁଣି ଥରେ ଦେଖିବାକୁ ମିଳିବ କି ହିଟ୍ମ୍ୟାନ୍ଙ୍କ ଚମକ?
ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ।
ଅପରାହ୍ଣରେ ପୁରୀ ବ୍ଳୁ ଫ୍ଳାଗ୍ ବିଚରେ ଆୟୋଜିତ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ମାଡାମ୍ ପ୍ରେସିଡେଣ୍ଟ।
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୪ ତାରିଖ ବୁଧବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୧୯ ଗତେ ମକର । ତିଥି- ୩ୟା ଦିବା ୦୧.୧୦ ଗତେ ୪ର୍ଥୀ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍ । ମଲାଇ ଖାଇ ଠିକାଦାର ଛୁ' ।
କାଲି ମାର୍କେଟ୍ରେ ଚାଲିଥିଲା ଧରପଗଡ଼ ତ ଆଜି ସିଧା ଗୋଦାମରେ ରେଡ୍ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗଦିରେ ଅଚାନକ ଯୋଗାଣ ବିଭାଗ ପହଞ୍ଚି ଷ୍ଟକ ଯାଞ୍ଚ କରିଛି ।
ଗୁଣବତ୍ତା ଉପରେ ନଜର ରଖିବା ସହ ଥାର୍ଡ ପାର୍ଟି ଦ୍ବାରା ଅଡିଟ୍ ନିଷ୍ପତ୍ତି । ପ୍ଲଷ୍ଟିକ ବଟଲ ପ୍ୟାକେଜିଂ ପରେ ମିନେରଲ୍ ନଷ୍ଟ ହେଉଥିବା କହିଲେ ଡାକ୍ତର ।