ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ବିନା କନ୍ୟାଦାନରେ ଶାଶୂଘର ଯାଇଛନ୍ତି ମହିଳା IAS । ଖୁବ୍ ଧୁମଧାମରେ ବିବାହ ହୋଇଥିଲେ ହେଁ ପୁରୁଣା ପ୍ରଥା ପରମ୍ପରା ଅନୁସାରେ କନ୍ୟାଦାନକୁ ସେ ମନା କରିଦେଇଥିଲେ ।
ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା । ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା ।
ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ରେ ମଧ୍ୟ ମହିଳାଙ୍କ ପାଇଁ ରହିବ ସିଟ୍ । ପ୍ରତି ବଗିରେ ସିଟ୍ ବା ବର୍ଥ ରିଜର୍ଭ ରହିବା ନେଇ ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ସବୁ ମେଲ୍, ଏକ୍ସପ୍ରେସ, ଦୂରନ୍ତ, ରାଜଧାନୀ ଆଦି ଏକ୍ସପ୍ରେସରେ ରହିବ ସିଟ୍ ।
ପୁଣି ବଢିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ୪୧୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା ହୋଇଛି । ଅନ୍ୟପଟେ ରୁପା ମୂଲ୍ୟ ଆଜି ମଧ୍ୟ କମ୍ ରହିଛି । ରୂପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ିଯାଇଛି । ଯାହାର ପ୍ରଭାବ ଏବେ ମିସ୍ ୱାର୍ଲ୍ଡ ୨୦୨୧ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଉପରେ ପଡିଛି ।
ହୁ ହୁ ହୋଇ ବଢୁଛି ଓମିକ୍ରନ। ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜ ପଞ୍ଝାକୁ ନେଇଛି ସଂକ୍ରମଣ ।କରୋନା ଭାଇରସ୍ର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ିଛି।
ପୁଣି ବଢ଼ିଲା ସୁନା ଦର। MCXରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।
ଦିନକୁ ଦିନ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।
ମହାମାରୀ କରୋନା ପାଇଁ ମିସ୍ ୱାର୍ଲ୍ଡ ୨୦୨୧(Miss World 2021) ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ଆଉ ବାପାମା’ଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର ।
କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ ।
କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍ୱେଲ୍ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।
ସ୍ୱର୍ଣ୍ଣିମ ବିଜୟ ଦିବସକୁ ମନେ ପକାଉଛି ଭାରତ। ବିଜୟର ଗାଥା ସହ ଯୁଦ୍ଧର ସ୍ମୃତିକୁ ମନେରଖିଛନ୍ତି ସେ ସମୟର ଯବାନ।
ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି ।
ବେସ୍ ରେଟ୍ ବୃଦ୍ଧି ଯୋଗୁଁ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର ହାର ବୃଦ୍ଧି ପାଇବ ।
ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଲେ । ହେଲେ ଶୀନା ବୋରା ବଞ୍ଚିଥିବା କହୁଛନ୍ତି ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସିବିଆଇକୁ ଏକ ଚିଠିରେ ଲେଖି କହୁଛନ୍ତି, ଶୀନା ବୋରା ବଞ୍ଚିଛି।
ନକଲି ଭୋଟରଙ୍କୁ ଧରିବା ପାଇଁ ଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ । କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା
ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫରୋମ ଅଫ୍ ବ୍ୟାଙ୍କ ୟୁନିଅନ
ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଦୁଇ ଦିନ ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି।
ଶେଷରେ ଆଖି ବୁଜିଲେ ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂ ।
ନିଜ ଜୀବନ ସହ ଖେଳିଯାଇଥିବା ଏହି ବାହାଦୂର୍ ବାୟୁବୀର, ଆଜି ହାରିଯାଇଛନ୍ତି ଜୀବନ ଯୁଦ୍ଧରେ । ତାମିଲନାଡ଼ୁ ଚପର କୁନ୍ନୁର କ୍ରାସ୍ରେ ଗୁରୁତର ହୋଇ ସପ୍ତାହେ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ, ଚିରଦିନ ପାଇଁ ଆଖି ବୁଜିଛନ୍ତି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂ ।