କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍ୱେଲ୍ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।