ବେସ୍ ରେଟ୍ ବୃଦ୍ଧି ଯୋଗୁଁ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର ହାର ବୃଦ୍ଧି ପାଇବ ।