ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ବିନା କନ୍ୟାଦାନରେ ଶାଶୂଘର ଯାଇଛନ୍ତି ମହିଳା IAS । ଖୁବ୍ ଧୁମଧାମରେ ବିବାହ ହୋଇଥିଲେ ହେଁ ପୁରୁଣା ପ୍ରଥା ପରମ୍ପରା ଅନୁସାରେ କନ୍ୟାଦାନକୁ ସେ ମନା କରିଦେଇଥିଲେ ।