ନକଲି ଭୋଟରଙ୍କୁ ଧରିବା ପାଇଁ ଆଧାର ସହ ଲିଙ୍କ୍ ହେବ ଭୋଟର୍ କାର୍ଡ । କେନ୍ଦ୍ର କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।