ଏପରି ଏକ ବିବାହ, ଯେଉଁଠି ଖୁବ୍ ଧୁମଧାମରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ କନ୍ୟାଦାନ ପରମ୍ପରା ହୋଇନି ।
ସମାଜରେ ସମାନତା ଆଣିବା ଲକ୍ଷ୍ୟରେ ବିନା କନ୍ୟାଦାନରେ ଶାଶୂଘର ଯାଇଛନ୍ତି ମହିଳା IAS । ଖୁବ୍ ଧୁମଧାମରେ ବିବାହ ହୋଇଥିଲେ ହେଁ ପୁରୁଣା ପ୍ରଥା ପରମ୍ପରା ଅନୁସାରେ କନ୍ୟାଦାନକୁ ସେ ମନା କରିଦେଇଥିଲେ ।