ଶେଷରେ ଆଖି ବୁଜିଲେ ବାୟୁସେନା ଅଧିକାରୀ ଗ୍ରୁପ୍ କ୍ୟାପ୍ଟେନ ବରୁଣ ସିଂ ।
Published: Satyendu Shekher Mishra
Last updated: 15 December 2021, 10:30 PM IST
ଆନ୍ନକାପଲ୍ଲୀ ଜିଲ୍ଲାର କୈଳାସପାଟଣା ଗାଁରେ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୪ଟି ଘର ସମ୍ପୂର୍ଣ୍ଣ ଉଡ଼ିଯାଇଛି । ଏମିତିକି ୫ କିଲୋମିଟର ଦୂର ଯାଏଁ ଅଞ୍ଚଳ ଥରିଉଠିଥିଲା । ଅଗ୍ନିଶମ ବାହିନୀ ଓ ପୋଲିସ ନିଆଁକୁ ଆୟତ୍ତ କରିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।