କାଲି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଚାକିରି ପାଇଁ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ ଲିଖିତ ପରୀକ୍ଷା ।
ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଛି।
ଜଣେ ବ୍ୟକ୍ତି ଥରକରେ ୧୦ଟି ନୋଟ୍ ବଦଳ କରିପାରିବେ । ଯଦି ବ୍ୟାଙ୍କ ଖାଲି ଥାଏ ତା’ହେଲେ ଏକାଧିକ ଥର ବଦଳ କରିପାରିବେ ।
ପ୍ରତି ମାସରେ ଘରେ ବସି ଭଲ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? SBI ଆଣିଛି ନୂଆ ଫ୍ରାଞ୍ଚାଇଜ୍। ଏମିତି କରି ପ୍ରତି ମାସରେ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରିପାରିବେ। ଆପଣ କିପରି ଏହାର ଫାଇଦା ନେଇପାରିବେ ଆସନ୍ତୁ ଜାଣିବା।
ଦୁର୍ଗମ ଜିଲ୍ଲାରେ ବର୍ଷକ ଭିତରେ ୨୦ରୁ ୨୫ଟି ନୂଆ ଶାଖା ଖୋଲିବାକୁ SBI ଲକ୍ଷ୍ୟ ରଖିଛି। ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି।
Yono App ଲଗ୍ଇନ୍ କିମ୍ବା ଏଟିଏମ୍ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟମେଣ୍ଟ୍ ସମ୍ପର୍କରେ ତଥ୍ୟ ପାଇପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍(ନେଣଦେଣ)ଆପଣଙ୍କୁ ମିଳିପାରିବ।
ଏଣିକି SBI ଗ୍ରାହକ ଡିଜିଟାଲ୍ ମାଧ୍ୟମରେ ତତ୍କାଳ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବେ। ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆସନ୍ତା ମାସରୁ ଏହି ନିୟମ ଲାଗୁ ହେବ। ଏହି ନେଣଦେଣ YONO ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ/ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ କରିପାରିବେ।
ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଦୁଇ ଦିନ ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ଘରୋଇକରଣ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି।