• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cabinet

Odisha Apartment Ownership And Management Ordinance gets cabinet nod
ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଆପାର୍ଟମେଣ୍ଟ ମାଲିକାନା ଆଇନ୍

ଆପାର୍ଟମେଣ୍ଟ ମାଲିକାନା ଅଧ୍ୟାଦେଶକୁ ବାସଗୃହ କ୍ରେତାଙ୍କ ବିଜୟ ବୋଲି କହିଛନ୍ତି ରିଅଲ ଇଷ୍ଟେଟ୍ କର୍ମୀ। ସେମାନଙ୍କ ମତରେ, ୪୦ ବର୍ଷ ପରେ ଏବେ ଘରକ୍ରେତା ସେମାନଙ୍କ ବାସ୍ତବ ଅଧିକାର ପାଇବେ।

Despite cabinet decision of OCS exam in Odia language
କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି

ଧୂଆଁବାଣ ସାଜିଲାକି ଓଡ଼ିଆରେ ଓସିଏସ୍ ପରୀକ୍ଷା। କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି ପରେ ଓଡ଼ିଆ ଭାଷାପ୍ରେମୀଙ୍କ ଅସନ୍ତୋଷ। ଅନ୍ୟ ରାଜ୍ୟରେ ହେଉଥିଲେ ବି ଏଠି କାହିଁକି ହେବନି ବୋଲି ପ୍ରଶ୍ନ।

Cabinet clears push to raise marriage age of women from 18 to 21
ଏଣିକି ୨୧ ନହେଲେ ବାହା ହେବେନି ଝିଅ

ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।