• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mehul-Mallya-Nirab
୧୮ ହଜାର କୋଟି ଫେରାଇଛନ୍ତି ମେହୁଲ-ମାଲ୍ୟା-ନୀରବ

କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।

Nawab Malik Arrest
ୱାଙ୍ଖଡେକୁ ଟାର୍ଗେଟ କରୁଥିଲେ, ଏବେ ନିଜେ ଫସିଲେ

ଅଣ୍ଡରୱାଲ୍ଡଙ୍କ ସହ ବେଆଇନ୍‌ ଜମି କିଣାବିକା ମାମଲାରେ ନୱାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଆଜି ଗିରଫ କରିଛି।

ପୋଲିଂ ଅଫିସର ରୀନା ଦ୍ୱିବେଦୀ
ଭାଇରାଲ ପୋଲିଂ ଅଧିକାରୀଙ୍କ ପ୍ରକୃତ ପରିଚୟ କଣ?

ଅନେକ ଗଣମାଧ୍ୟମରେ ପ୍ରସାରିତ ହେବାପରେ ତାଙ୍କ ସୁନ୍ଦରତାକୁ ଅନେକ ଦର୍ଶକ ପସନ୍ଦ କରିଥିଲେ।

Petrol And Diesel Price May Hike
ତେଲ ଦରରେ ଲାଗିବ ନିଆଁ ! ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ରୀନା ଦିୱେଦି
ନୂଆ ଲୁକ୍‌ରେ ଆସିଲେ ସେଦିନର ପୋଲିଂ ଅଧିକାରୀ

ଉତ୍ତରପ୍ରଦେଶ ନିର୍ବାଚନ ବେଳେ ହଳଦିଆ ଶାଢ଼ି ପିନ୍ଧିଥିବା ପୋଲିଂ ଅଧିକାରୀଙ୍କ କଥା ଆପଣଙ୍କୁ ମନେ ଥିବ। ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା ସେହି ହଳିଦିଆ ଶାଢ଼ି ପିନ୍ଧିଥିବା ମହିଳା ଅଧିକାରୀଙ୍କ ଫଟୋ। ଏବେ ପୁଣି ଥରେ ସେହି ଅଧିକାରୀ ଚର୍ଚ୍ଚାକୁ ଆସିଛନ୍ତି।

Ambani Sons Marriage
ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ

ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ। ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଗତ ବର୍ଷ ଅନମୋଲ ଓ କୃଷାଙ୍କ ଏନ୍‌ଗେଜ୍‌ମେଣ୍ଟ ସରିଥିବା ବେଳେ ଗତକାଲି ବିବାହ ସମ୍ପନ୍ନ ହୋଇଛି। ବିବାହ ବେଳର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

epfo
ଇପିଏଫଓ ଆଣିବାକୁ ଯାଉଛି ନୂଆ ପେନସନ୍‌ ସ୍କିମ୍... ଜାଣନ୍ତୁ କେଉଁ କର୍ମଚାରୀ ହେବେ ଉପକୃତ?

ଆପଣ ୧୫ ହଜାରରୁ ଅଧିକ ଟଙ୍କା ଦରମା ପାଉଛନ୍ତି। ଯଦି ହଁ, ତାହେଲେ ଆପଣଙ୍କ ପାଇଁ ଆସୁଛି ଏହି ଖୁସି ଖବର। ଆଉ କେଇଟା ଦିନ ଭିତରେ ଇପିଏଫଓ ଆଣୁଛୁ ନୂଆ ପେନସନ୍‌ ସ୍କିମ୍। ୧୫ ହଜାରରୁ ଅଧିକ ଦରମା ପାଉଥିବା ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ...

Unrest In Karnataka
ଥମୁନି କର୍ଣ୍ଣାଟକ ଅଶାନ୍ତି : ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟା ପରେ ତୀବ୍ର ଉତ୍ତେଜନା

ହିଜାବ ଝଡ଼ ପରେ ଏବେ ବଜରଙ୍ଗ ଦଳ କର୍ମୀଙ୍କୁ ହତ୍ୟାକୁ ନେଇ କର୍ଣ୍ଣାଟକରେ ବଢ଼ୁଛି ଟେନସନ୍ । ଶିବମୋଗାରେ ଉତ୍ତେଜନା ପରେ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା । ଶୂନଶାନ୍ ରାସ୍ତାଘାଟ ।

Anil Ambani's Son Marriage
ଅମ୍ବାନୀଙ୍କ ଘରେ ବାଜିଲା ଶାହାନାଇ: ଯୁବ ଉଦ୍ୟୋଗୀଙ୍କ ହାତ ଧରିଲେ ଅନୀଲଙ୍କ ବଡ଼ ପୁଅ

ଅନୀଲ ଅମ୍ବାନୀଙ୍କ ବଡ଼ ପୁଅ ଅନମୋଲ ଅମ୍ବାନୀଙ୍କ ବିବାହ ଯୁବ ଉଦ୍ୟୋଗୀ କୃଶା ଶାହଙ୍କ ସହ ହୋଇଛି। ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ବାସଭବନରେ ୨ ଦିନ ଧରି ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ ହୋଇଥିଲା।

reena dwivedi
ନୂଆ ଲୁକ୍‌ରେ ଆସିଲେ ସେଦିନର ହଳଦିଆ ଶାଢୀ ପିନ୍ଧିଥିବା ପୋଲିଂ ଅଧିକାରୀ

ନିଜ ଷ୍ଟାଇଲ୍ ଓ ହଳଦିଆ ଶାଢ଼ୀଙ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ।

242 Indians Return Home From Ukraine
ୟୁକ୍ରେନରେ ବିଗିଡ଼ୁଛି ସ୍ଥିତି: ଦେଶ ଛାଡ଼ୁଛନ୍ତି ପ୍ରବାସୀ, ସ୍ୱଦେଶ ଫେରିଲେ ୨୪୨ ଭାରତୀୟ

ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍‌ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। 

Paramveer Singh
ପରମବୀର ସିଂହଙ୍କୁ ଆଶ୍ୱସ୍ତି, ତାଙ୍କ ଦେହରେ ହାତ ମାରିପାରିବନି ମହାରାଷ୍ଟ୍ର ପୋଲିସ

ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ ।

ଘନଉଛି ୟୁକ୍ରେନ ବିବାଦ; ପୁତିନଙ୍କ ନୂଆ ଷ୍ଟ୍ରାଟେଜି
ଘନଉଛି ୟୁକ୍ରେନ ବିବାଦ; ପୁତିନଙ୍କ ନୂଆ ଷ୍ଟ୍ରାଟେଜି

ବଢିବାରେ ଲାଗିଛି ୟୁକ୍ରେନ୍‌ ବିବାଦ। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତିଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି।

Afghanistan Weat
ପୁଣି ଆଫ୍‌ଗାନିସ୍ତାନକୁ ସହଯୋଗ କଲା ଭାରତ, ପାକିସ୍ତାନ ଦେଇ ପହଞ୍ଚିଲା ଗହମ

ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।

himachal-pradesh
ବାଣ କାରଖାନାରେ ବିସ୍ଫୋରଣ : ୭ ମୃତ, ୧୦ ଗୁରୁତର

ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଏକ ବଡ ବିସ୍ଫୋରଣର ଖବର ଆସିଛି । ଉନ୍ନା ଜିଲ୍ଲାର ତାହଲିୱାଲ ସ୍ଥିତ କାରଖାନାରେ ଏହି ବିସ୍ଫୋରଣରେ ଘଟିଛି ।

accident
ବିବାହ ଉତ୍ସବରୁ ଫେରିବା ସମୟରେ ଖାଇକୁ ଖସିଲା ବସ୍ : ଚାଲିଗଲା ୧୪ ଜଣଙ୍କ ଜୀବନ

ବାହାଘରରୁ ଫେରୁଥିବା ବେଳେ ଖାଇକୁ ଖସି ପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା ।

Gurmeet Ram Rahim
ରାମ ରହିମଙ୍କୁ Z + ସିକ୍ୟରିଟି : ଖଲିସ୍ତାନୀ ଆଡ଼ୁ ବିପଦ ଥିବାରୁ ସୁରକ୍ଷା ବୃଦ୍ଧି କଲେ ହରିୟାଣା ସରକାର

ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ furloughରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା furlough ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ ।

special story
ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ! ଗୀତ ଗାଇ, ଗୋଲାପ ଫୁଲ ଦେଇ ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ

ପ୍ରିୟ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଭାବୁକପୂର୍ଣ୍ଣ ବିଦାୟ ଦେଲେ ଛାତ୍ରଛାତ୍ରୀ । ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ଯିଏ ଦେଖୁଛି, ତା ଆଖିକୁ ଲୁହ ଆସିଯାଉଛି ।

India's Most-Wanted Dawood Ibrahim Using Bitcoin Trading To Fly Under Radar
ବିଟ କଏନରେ ଖେଳି ବିଦେଶରେ ସଂପତ୍ତି କିଣୁଛି ଅଣ୍ଡରୱାର୍ଲଡ ଡନ ଦାଉଦ୍‌ ଇବ୍ରାହିମ

କଳା ଆୟରୁ ହେଉଛି କଳା ସାମ୍ରାଜ୍ୟର ବିସ୍ତାର। ବିଭିନ୍ନ ସ୍ଥାନରେ ନିବେଶ ସହ ବିଦେଶରେ କିଣୁଛି ସଂପତ୍ତି। ବିଶେଷ କରି ୱାଲେଟ୍‌ ଜରିଆରେ କଳା ଟଙ୍କାକୁ ଏପଟ ସେପଟ କରୁଛି ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ୍‌ ଇବ୍ରାହିମ। ଆରବ ଦେଶରେ ଟ୍ରାଞ୍ଜାକସନ କରି ରିଅଲ ଇଷ୍ଟେଟ୍‌ ପ୍ରପର୍ଟି କିଣୁଥିବା ନଜରକୁ ଆସିଛି...

President Ramnath Kovind
ଶତ୍ରୁ ମୁକାବିଲା ଲାଗି କେତେ ପ୍ରସ୍ତୁତ ନୌସେନା? ଅନୁଧ୍ୟାନ କଲେ ରାଷ୍ଟ୍ରପତି

ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା।

Lalu Prasad Yada again become Convict
‘ସତ୍ୟ ଯାହାର ଶକ୍ତି ଓ ଜନତା ଯାହାର ସାଥୀ, କାରାଗାର କିଭଳି ତାଙ୍କ ମନୋବଳ ଭାଙ୍ଗିବ’

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ପ୍ରସାଦ ଯାଦବ। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ମିଳିଛି। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ।

jawan
ବିବାହର ପାଞ୍ଚ ଦିନ ପୂର୍ବରୁ ଉଠିଲା ଯବାନଙ୍କ କୋକେଇ : ସ୍ୱପ୍ନରେ ବିଭୋର ଥିବାବେଳେ ଭାବିପତ୍ନୀକୁ ଛାଡ଼ି ଚାଲିଗଲେ ବିଜୟ

ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ।

Lalu Prasad Yadav
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛଡ଼୍ତି । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।

girl-wearing-a-sari-showed
ଶାଢ଼ୀ ପିନ୍ଧି ବଡି ଦେଖାଇଲେ ମହିଳା, ସୁପ୍ରିତିଙ୍କ ସାମ୍ନାରେ ପିଲାମାନେ ବି ଫିକା

ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି

Minister Mekapati Goutham Reddy Dies
ପରଲୋକରେ ଆନ୍ଧ୍ରର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀ

ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ହୋଇଛି। ହୃଦ୍‌ଘାତ ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।