• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Paramveer Singh
ପରମବୀର ସିଂହଙ୍କୁ ଆଶ୍ୱସ୍ତି, ତାଙ୍କ ଦେହରେ ହାତ ମାରିପାରିବନି ମହାରାଷ୍ଟ୍ର ପୋଲିସ

ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ ।

ଘନଉଛି ୟୁକ୍ରେନ ବିବାଦ; ପୁତିନଙ୍କ ନୂଆ ଷ୍ଟ୍ରାଟେଜି
ଘନଉଛି ୟୁକ୍ରେନ ବିବାଦ; ପୁତିନଙ୍କ ନୂଆ ଷ୍ଟ୍ରାଟେଜି

ବଢିବାରେ ଲାଗିଛି ୟୁକ୍ରେନ୍‌ ବିବାଦ। ଆମେରିକା ଓ ଏହାର ସହଯୋଗୀଙ୍କୁ ଚେକ୍‌ମେଟ୍ ଦେବା ଲାଗି ଋଷ୍ ରାଷ୍ଟ୍ରପତିଙ୍କ ନୂଆ ଷ୍ଟ୍ରାଟେଜି ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ପୁତିନ ଏଥିସହିତ ଏହି ଅଞ୍ଚଳକୁ ସେନା ପଠାଇଛନ୍ତି।

Afghanistan Weat
ପୁଣି ଆଫ୍‌ଗାନିସ୍ତାନକୁ ସହଯୋଗ କଲା ଭାରତ, ପାକିସ୍ତାନ ଦେଇ ପହଞ୍ଚିଲା ଗହମ

ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।

himachal-pradesh
ବାଣ କାରଖାନାରେ ବିସ୍ଫୋରଣ : ୭ ମୃତ, ୧୦ ଗୁରୁତର

ହିମାଚଳ ପ୍ରଦେଶର ଉନ୍ନା ଜିଲ୍ଲାରେ ଏକ ବଡ ବିସ୍ଫୋରଣର ଖବର ଆସିଛି । ଉନ୍ନା ଜିଲ୍ଲାର ତାହଲିୱାଲ ସ୍ଥିତ କାରଖାନାରେ ଏହି ବିସ୍ଫୋରଣରେ ଘଟିଛି ।

accident
ବିବାହ ଉତ୍ସବରୁ ଫେରିବା ସମୟରେ ଖାଇକୁ ଖସିଲା ବସ୍ : ଚାଲିଗଲା ୧୪ ଜଣଙ୍କ ଜୀବନ

ବାହାଘରରୁ ଫେରୁଥିବା ବେଳେ ଖାଇକୁ ଖସି ପଡ଼ିଲା ବସ୍‌, ୧୪ ଜଣଙ୍କ ଜୀବନ ଗଲା ।

Gurmeet Ram Rahim
ରାମ ରହିମଙ୍କୁ Z + ସିକ୍ୟରିଟି : ଖଲିସ୍ତାନୀ ଆଡ଼ୁ ବିପଦ ଥିବାରୁ ସୁରକ୍ଷା ବୃଦ୍ଧି କଲେ ହରିୟାଣା ସରକାର

ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ରାମ ରହିମ ୨୧ ଦିନିଆ furloughରେ ଅଛନ୍ତି । ନିର୍ବାଚନ ପୂର୍ବରୁ ମିଳିଥିବା furlough ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇ ହରିୟାଣା ସରକାରଙ୍କୁ ଘେରି ରହିଥିଲେ ।

special story
ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ! ଗୀତ ଗାଇ, ଗୋଲାପ ଫୁଲ ଦେଇ ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ

ପ୍ରିୟ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଗୀତ ଗାଇ ଭାବୁକପୂର୍ଣ୍ଣ ବିଦାୟ ଦେଲେ ଛାତ୍ରଛାତ୍ରୀ । ଗୁରୁଶିଷ୍ୟ ପରମ୍ପରାର ମଧୁର ଚିତ୍ର ଯିଏ ଦେଖୁଛି, ତା ଆଖିକୁ ଲୁହ ଆସିଯାଉଛି ।

India's Most-Wanted Dawood Ibrahim Using Bitcoin Trading To Fly Under Radar
ବିଟ କଏନରେ ଖେଳି ବିଦେଶରେ ସଂପତ୍ତି କିଣୁଛି ଅଣ୍ଡରୱାର୍ଲଡ ଡନ ଦାଉଦ୍‌ ଇବ୍ରାହିମ

କଳା ଆୟରୁ ହେଉଛି କଳା ସାମ୍ରାଜ୍ୟର ବିସ୍ତାର। ବିଭିନ୍ନ ସ୍ଥାନରେ ନିବେଶ ସହ ବିଦେଶରେ କିଣୁଛି ସଂପତ୍ତି। ବିଶେଷ କରି ୱାଲେଟ୍‌ ଜରିଆରେ କଳା ଟଙ୍କାକୁ ଏପଟ ସେପଟ କରୁଛି ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧୀ ଦାଉଦ୍‌ ଇବ୍ରାହିମ। ଆରବ ଦେଶରେ ଟ୍ରାଞ୍ଜାକସନ କରି ରିଅଲ ଇଷ୍ଟେଟ୍‌ ପ୍ରପର୍ଟି କିଣୁଥିବା ନଜରକୁ ଆସିଛି...

President Ramnath Kovind
ଶତ୍ରୁ ମୁକାବିଲା ଲାଗି କେତେ ପ୍ରସ୍ତୁତ ନୌସେନା? ଅନୁଧ୍ୟାନ କଲେ ରାଷ୍ଟ୍ରପତି

ନୌସେନା ଏୟାର୍ ଆର୍ମ ପକ୍ଷରୁ ବି ଚିତାକର୍ଷକ ଫ୍ଲାଏ ପାଷ୍ଟ୍ ଆୟୋଜନ କରାଯାଇଥିଲା।

Lalu Prasad Yada again become Convict
‘ସତ୍ୟ ଯାହାର ଶକ୍ତି ଓ ଜନତା ଯାହାର ସାଥୀ, କାରାଗାର କିଭଳି ତାଙ୍କ ମନୋବଳ ଭାଙ୍ଗିବ’

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ପ୍ରସାଦ ଯାଦବ। ଚାରା ଦୁର୍ନୀତି ଅଭିଯୋଗର ପଞ୍ଚମ ମାମଲାରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ମିଳିଛି। ୫ ବର୍ଷର ଜେଲ ଓ ୬୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟ।

jawan
ବିବାହର ପାଞ୍ଚ ଦିନ ପୂର୍ବରୁ ଉଠିଲା ଯବାନଙ୍କ କୋକେଇ : ସ୍ୱପ୍ନରେ ବିଭୋର ଥିବାବେଳେ ଭାବିପତ୍ନୀକୁ ଛାଡ଼ି ଚାଲିଗଲେ ବିଜୟ

ବିବାହ ଫେବୃଆରୀ ୨୪ରେ ହେବାକୁ ଥିବାବେଳେ ଫେବୃଆରୀ ୩ରୁ ଛୁଟିରେ ଥିଲେ ବିଜୟ । ଫେବୃଆରୀ ୧୭ରେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ ।

Lalu Prasad Yadav
ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଡୋରଣ୍ଡା ଟ୍ରେଜେରୀ ସହ ଜଡିତ ଚାରା ଘୋଟାଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ପାଞ୍ଚ ବର୍ଷ ଦଣ୍ଡାଦେଶ ଦିଆଯାଇଛି । ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଏହି ରାୟ ଶୁଣାଇଛଡ଼୍ତି । ତାଙ୍କ ଉପରେ ୬୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦିଆଯାଇଛି।

girl-wearing-a-sari-showed
ଶାଢ଼ୀ ପିନ୍ଧି ବଡି ଦେଖାଇଲେ ମହିଳା, ସୁପ୍ରିତିଙ୍କ ସାମ୍ନାରେ ପିଲାମାନେ ବି ଫିକା

ସୁପ୍ରିତି ଆଚାର୍ଜୀ ନାମକ ଜଣେ ମହିଳା ଅଦ୍ଭୁତ ଶରୀର ତିଆରି କରିଛନ୍ତି । ତାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି

Minister Mekapati Goutham Reddy Dies
ପରଲୋକରେ ଆନ୍ଧ୍ରର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀ

ଆନ୍ଧ୍ର ପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କ ପରଲୋକ ହୋଇଛି। ହୃଦ୍‌ଘାତ ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ବୟସ ହୋଇଥିଲା।

assam
ରେଜା ଟଙ୍କା ନେଇ ସୋରୁମ୍‌ ପହଞ୍ଚିଲେ ଯୁବକ : ଗାଡ଼ି ବିକିବେ କ’ଣ, ଗଣି ଗଣି ଥକିଗଲେ କର୍ମଚାରୀ

ହିରକ ଦାସ ନାମକ ଜଣେ ୟୁଟ୍ୟୁବର୍ ତାଙ୍କ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ଆସାମର ବାରପେଟାର ସୁଜୁକି ଡିଲରସିପ୍‌କୁ ଜଣେ ବ୍ୟକ୍ତି ସ୍କୁଟର କିଣିବା ପାଇଁ ପହଞ୍ଚିଥିଲେ

Hijab row
‘ବୁର୍ଖା କିମ୍ବା ହିଜାବ ପିନ୍ଧନି ’! ମା’, ଝିଅକୁ ଧମକ ଦେଉଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ

ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ବୁର୍ଖା-ହିଜାବ ନ ପିନ୍ଧିବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଏବେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ।

Woman Constable Dead Body Found
ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ, ବିବାହିତା ଥାଇ ମଧ୍ୟ ଅନ୍ୟ ଜଣଙ୍କ ସହ ରିଲେସନଶିପ୍‌ରେ ଥିଲେ...

ନାଳରୁ ମିଳିଲା ମହିଳା କନଷ୍ଟେବଲଙ୍କ ମୃତଦେହ। ଜଣେ ମହିଳା କନଷ୍ଟେବଲଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ନାଳରୁ ମିଳିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

144-in-shivamogga
ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପରେ ଉତ୍ତେଜନା : ୧୪୪ ଧାରା ଲାଗୁ, ସ୍କୁଲ ଓ କଲେଜ ବନ୍ଦ

ରବିବାର ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି

modi
କର୍ମୀଙ୍କ ପାଦ ଛୁଇଁଲେ ମୋଦି : ଭାଇରାଲ୍ ହେଲା ଭିଡିଓ

ମୋଦି ଏକ ଜନସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।

Russia vs Ukraine
ରୁଷ-ୟୁକ୍ରେନ୍ ଯୁଦ୍ଧ ଆଶଙ୍କା ଯେତିକି ବଢୁଛି, ସୁନା ସେତିକି ମହଙ୍ଗା ହେଉଛି

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ୫୦ ହଜାର ଟପିଛି । ଯାହାକି ବର୍ଷକ ଭିତରେ ସବୁଠାରୁ ଅଧିକ । ରାଜ୍ୟରେ ଗତ ୧୫ ଦିନରେ ୧୦ ଗ୍ରାମ ପିଛା ୨ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା ।

 smuggling gold
ଚୁଟି ଭିତରେ ଥିଲା ୪୫ ଲକ୍ଷ ଟଙ୍କାର ସୁନା

ଘଟଣାରେ ୮୮୪ ଗ୍ରାମ୍‌ରୁ ଅଧିକ ଓଜନର ସୁନା ଜବତ ହୋଇଛି।

MARRIAGE
ବେଦୀରେ ପ୍ରେମିକା ମଥାରେ ରକ୍ତର ସିନ୍ଦୁର ଲଗାଇଲା ପ୍ରେମିକ : ଆବାକାବା ହୋଇ ଦେଖୁଥିଲା ବର

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରତାପଗଡ ଜିଲ୍ଲାର ଉଦୟପୁର ଅଞ୍ଚଳର ଏକ ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

high court
ରାତିରେ ପର ପୁରୁଷ ସହ କଥା ହେଉଥିଲା ମହିଳା : ସ୍ୱାମୀଙ୍କ ଅଭିଯୋଗ ପରେ ଛାଡ଼ପତ୍ର ମଞ୍ଜୁର କଲେ ହାଇକୋର୍ଟ

ହାଇକୋର୍ଟଙ୍କ ରାୟ ଅନୁସାରେ ସ୍ତ୍ରୀ ଓ ତୃତୀୟ ବ୍ୟକ୍ତିଙ୍କ ମଧ୍ୟରେ ଫୋନ୍‌ କଲ୍ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଏଥି ସହିତ ଉଭୟଙ୍କ ମଧ୍ୟରେ ଚାଲିଥିବା ବ ବୈବାହିକ ମତଭେଦକୁ ଦୃଷ୍ଟିରେ ରଖି ପତ୍ନୀ ତାଙ୍କ ଆଚରଣରେ ଅଧିକ ଯତ୍ନବାନ ହେବା ଉଚିତ

photoshoot
କାଦୁଅରେ ଫଟୋସୁଟ୍‌ : ମହଙ୍ଗା ପଡ଼ିଲା କିଛି ଭିନ୍ନ କରିବାର ଲକ୍ଷ୍ୟ, ଖସିପଡ଼ିଲେ ବରକନ୍ୟା

ବର ଏବଂ କନ୍ୟା ଫଟୋଗ୍ରାଫି ପାଇଁ ପୋଜ୍ ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ସେମାନେ ଯେଉଁ ସ୍ଥାନକୁ ଫଟୋଗ୍ରାଫି ବାଛିଛନ୍ତି, ସାଧାରଣ ସ୍ଥାନ ଠାରୁ ତାହା ଖୁବ୍ ଭିନ୍ନ ।

UP Third Phase Election
ବିବାହ ପରେ ଭୋଟ୍‌ ଦେଲେ ବରକନ୍ୟା : ମତଦାନ କରିବାକୁ ଲୋକଙ୍କୁ କଲେ ଅପିଲ୍

ଶାଶୂଘରକୁ ଯିବା ପୂର୍ବରୁ ଜଣେ ସଚେତନ ନାଗରିକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ନବବିବାହିତା ।