ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଜୁନ୍ ୧୧ରେ ମା’ଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇବା ଲାଗି ୱାର୍ଡେନଙ୍କୁ ଫୋନ୍ ମାଗିଥିଲେ। ହେଲେ ୱାର୍ଡେନ ତାଙ୍କୁ ଫୋନ୍ ଦେଇ ନଥିବା ସୂଚନା ମିଳିଛି।
ଆଜି ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ ।
ଲକ୍ଷ୍ନୌରେ ୧୬ ବର୍ଷର ବାଳକ PUBG ପାଇଁ ମା’କୁ ହତ୍ୟା ଘଟଣାରେ ନୂଆମୋଡ଼ ଆସିଛି। ନାବାଳକ ଜଣକ ବିଦେଶୀ ପିସ୍ତଲରେ ମା’କୁ ହତ୍ୟା କରିବା ପରେ ଭିଡିଓ କଲ୍ କରି ବାପାକୁ ଏସମ୍ପର୍କରେ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି।
୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ। ୪୮ ଘଣ୍ଟା ହେଲା ଚାଲିଛି ଅପରେସନ୍। ଏଯାଏ ମିଳିନି ସଫଳତା।
ବୈଠକ ପାଇଁ ଆମନ୍ତ୍ରଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ ଅଛି । ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସକଙ୍କୁ ଦାୟିତ୍ୱ ଦିଆଯାଇଛି।
ସାମାନ୍ୟ ଝଗଡ଼ା ପାଇଁ ବାପା ନେଇଗଲା ପୁଅର ଜୀବନ ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଆଜି ତାଙ୍କୁ ଗଙ୍ଗା ରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଚ୍ୟାଲେଞ୍ଜ ହାରିଗଲେ ନୀତିନ ଗଡ଼କରୀ । ଏବେ ଦେବେ ୧୫,୦୦୦ କୋଟି ଟଙ୍କା...
କେରଳ ଗୋଲ୍ଡ ସ୍ମଗଲିଂ ମାମଲାର ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ଦୟାକରି ମୋତେ ମାରିଦିଅ, ଫଳରେ କାହାଣୀ ଶେଷ ହୋଇଯିବ ବୋଲି ସ୍ୱପ୍ନା କହିଛନ୍ତି।
ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡ଼ିଥିବା ରାହୁଲଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି । ୧୧ ବର୍ଷର ଶିଶୁ ପ୍ରାୟ ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି ।
ଲାଇନ୍ ମ୍ୟାନଙ୍କ ଗାଡ଼ିର ଚାଲାଣ କାଟିବା ମହଙ୍ଗା ପଡ଼ିଲା ।
ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ବାଥରୁମ୍ରୁ ମିଳିଛି। ନ୍ଦେହଜନକ ମୃତ୍ୟୁକୁ ନେଇ ବଞ୍ଜାରା ହିଲ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଛତିଶଗଡ଼ରେ ବୋର୍ୱେଲ୍ରେ ଫସିଥିବା ବାଳକ ଉଦ୍ଧାର ଲାଗି ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଚାଲିଛି।
୮୦ ଫୁଟର ବୋର୍ୱେଲ୍ ଭିତରେ ପଡି ଜୀବନ ସହ ସଂଘର୍ଷ କରୁଛି ୧୦ ବର୍ଷର ବାଳକ। ଚାଲିଛି ରେସ୍କ୍ୟୁ ଅପରେସନ୍।
ଚୌମୁଖୀକୁ ନୂଆ ଜୀବନ ଦେଲେ ବଲିଉଡ଼୍ ଅଭିନେତା ସୋନୁ ସୁଦ୍ ।
ଡିଜିଟାଲ୍ ପେମେଣ୍ଟ କମ୍ପାନୀ ପେଟିଏମ୍(Paytm) ୟୁଜର୍ସଙ୍କୁ ବଡ଼ ଝଟ୍କା ଦେଇଛି। ଯଦି ଆପଣ ପେଟିଏମ୍ ମାଧ୍ୟମରେ କୌଣସି ମୋବାଇଲ୍ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍ଚାର୍ଜ ଦେବାକୁ ପଡ଼ିବ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ଘଟଣା, ଧରାପଡ଼ିଲା ସାର୍ପସୁଟର ହରକମଲ ରାନୁ
ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଚେଷ୍ଟା ଚଳାଇଛି । ପରିସ୍ଥିତିକୁ ଦେଖି କର୍ଫ୍ୟୁ ଜାରି ହୋଇଛି ।
ରାଜସ୍ଥାନରେ ତିନିଟି ଆସନରେ ବାଜି ମାରିଲା କଂଗ୍ରେସ । ବିଜେପି ଖାତାକୁ ଗଲା ଗୋଟିଏ ସିଟ୍ ।
ହ୍ୱାଟ୍ସଆପ୍ ପରେ ଏବେ ଚିନ୍ତା ବଢ଼ାଇଛି ଫେସ୍ବୁକ୍ ହ୍ୟାକ୍ । ସତର୍କ ରୁହନ୍ତୁ ନଚେତ୍ ଆପଣଙ୍କ ଆକାଉଣ୍ଟ ବି ହୋଇଯିବ ଖାଲି..
ଫାୟାରିଂ କଲେ, ଏହାପରେ ନିଜ ଉପରକୁ ନିଜେ ଗୁଳି ଚଳାଇ ଜୀବନ ହାରିଲେ। ବାଂଲାଦେଶ ହାଇକମିଶନ ବାହାରେ ଜଣେ ପୋଲିସ୍ କର୍ମୀ ଶୁଟ୍ଆଉଟ୍ କରିଥିଲେ। ଏହି ସମୟରେ ତାଙ୍କ ବନ୍ଧୁକ ଗୁଳିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।
ଏକଥା ସମସ୍ତଙ୍କୁ ଲୁଚାଇଥିଲେ କିନ୍ତୁ ଅତି ସମ୍ପର୍କୀୟଙ୍କୁ ଜଣାଥିଲେ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇବା ସହ ପୋଲିସ୍କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍ ଲାଇଟ୍ ରେଡ୍ ଥିବା ସତ୍ତ୍ୱେ ବିଧାୟକଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍ କରିଥିଲେ।