Agnipath
ଚାରିବର୍ଷିଆ ଚାକିରିକୁ ବିରୋଧ କରି ବହୁ ରାଜ୍ୟରେ ନିଯୁକ୍ତି ଆଶାୟୀଙ୍କ ହଙ୍ଗାମା । କେନ୍ଦ୍ର ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ଆଣିବ କି ନୂଆ ଅଗ୍ନିପଥ ସ୍କିମ୍ ? ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ତଳେ ଘୋଷଣା ହୋଇଛି ଅଗ୍ନିପଥ ଯୋଜନା । ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)