• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

save soil movement
ମୃତ୍ତିକା ହରାଉଛି ଉତ୍ପାଦନ କ୍ଷମତା,ମାଟିକୁ ପୁନର୍ଜୀବିତ କରିବାକୁ ପଡ଼ିବ : ସଦଗୁରୁ

ମା’ ମାଟି ଉପରେ ପ୍ରଦୂଷଣ ପ୍ରହାର । ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବା ବେଳେ ମୃତ୍ତିକା କ୍ଷୟ ମଧ୍ୟ ହେବାରେ ଲାଗିଛି । ଏବେ ଠାରୁ ସା‍ବଧାନ ନହେଲେ ଆଗାମୀ ସମୟରେ ସ୍ଥିତି ଭୟଙ୍କର ହୋଇପାରେ ।

Commercial LPG Cylinder Price Hiked
ମହଙ୍ଗା ଉପରେ ମହଙ୍ଗା ମାଡ଼: ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ପୁଣି ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦାମ୍‌ (LPG Cylinder Price) ୨୫୦ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି କରିଛନ୍ତି।

pariksha pe charcha 2022
ଚାପମୁକ୍ତ ହୋଇ ପରୀକ୍ଷା ଦିଅ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅନ୍ଇନରୁ ଜ୍ଞାନ ଆହରଣ କରି ଅଫଲାଇନରେ ପ୍ରୟୋଗ କର ଚାପମୁକ୍ତ ହୋଇ ପରୀକ୍ଷା ଦିଅ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 Baba Ramdev became angry
ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗି ନିଆଁ ହୋଇଗଲେ ବାବା ରାମଦେବ... କହିଲେ, ଉତ୍ତର ଦେବାକୁ ମୁଁ..

ଦିନେ କହିଥିଲେ ‘ଜନତାଙ୍କୁ ଏପରି ସରକାର ଦରକାର, ଯିଏ ୪୦ ଟଙ୍କାରେ ପେଟ୍ରୋଲ୍‌ ଓ ୩୦୦ ଟଙ୍କାରେ ରୋଷେୟୀ ଗ୍ୟାସ୍‌ ଯୋଗାଇ ଦେବ’। ଏକଥା ସାମ୍ବାଦିକ ମନେ ପକାଇ ଦେବାରୁ ଚିଇଁକି ଉଠିବେ ବାବା ରାମଦେବ। କହିଲେ...

Income Tax Rule Changes Coming Into Effect From April 1 For Next Financial Year
ଆଜିଠୁ ନୂଆ ଆର୍ଥିକ ବର୍ଷ; ବଦଳୁଛି ଅନେକ ନିୟମ...ଜାଣନ୍ତୁ କଣ ଏହି ନୂଆ ନିୟମ

ଆଜିଠୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ତେବେ ନୂଆ ଆର୍ଥିକ ବର୍ଷରେ ଇପିଏଫ୍‌ ଆରମ୍ଭ କରି କ୍ରିପ୍ଟୋ କରେନ୍ସି, ମେଡିସିନ୍ ଏବଂ ହୋମ୍ଲୋନ୍ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆଜିଠାରୁ ଲାଗୁ ହେବ । ଜାଣନ୍ତୁ କଣ ସବୁ ପରିବର୍ତ୍ତନ ରହିଛି...

Pariksha Pe Charcha
ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବେ ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀ । ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ମୋଦି । ଏହା ପଞ୍ଚମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ହେଉଛି ।

AFSPA
ନାଗାଲାଣ୍ଡ, ମଣିପୁର, ଆସାମରେ ସଙ୍କୁଚିତ ହେବ AFSPA

ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।

Link Aadhaar-PAN
ଆଜି ଆଧାର-ପାନ୍ ଲିଙ୍କ ନକଲେ କାଲିଠାରୁ ୫୦୦ ଟଙ୍କା ଫାଇନ୍‌, ଜୁନ୍ ପରେ ଲିଙ୍କ୍ କଲେ ୧୦୦୦ ଟଙ୍କା ଫାଇନ୍‌

ସିବିଡିଟି କହିଛି ଯେ, ୨୦୨୨ ଏପ୍ରିଲ ୧ରୁ ୨୦୨୨ ଜୁନ୍ ୩୦ ମଧ୍ୟରେ ଯଦି କୌଣସି ବ୍ୟକ୍ତି ନିଜର ଆଧାର ସହିତ ପାନ୍ କୁ ଲିଙ୍କ୍ କରିବେ, ତେବେ ତାଙ୍କୁ ୫୦୦ ଟଙ୍କା ଫାନ୍ ଦେବାକୁ ପଡିବ

Theni boy
ରେକର୍ଡ କଲେ ୧୪ ବର୍ଷୀୟ ନାବାଳକ : ପହଁରି ପହଁରି ଭାରତରୁ ଶ୍ରୀଲଙ୍କା ଗଲେ ଓ ଫେରିଲେ

ଏନ.ଏ ସ୍ନେହନ (NA Snehan) ସମୁଦ୍ରରେ ୫୭ କିଲୋମିଟର ଅତିକ୍ରମ କରିଛନ୍ତି । ୧୯ ଘଣ୍ଟା ୪୫ ମିନିଟ ଏହି ଦୂରତାକୁ ପହଁରି ବିରଳ ରେକର୍ଡ କରିଛନ୍ତି ।

ussian Foreign Minister
ଆଜି ନୂଆଦିଲ୍ଲୀ ଆସୁଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ : ଭାରତ ଉପରେ ଏବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରଙ୍କ ନଜର

ଯୁଦ୍ଧ ଚାଲିଥିବା ବେଳେ ଭାରତ ଗସ୍ତରେ ଆସୁଛନ୍ତି ରୁଷ୍ ବୈଦେଶିକ ମନ୍ତ୍ରୀ ।

gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା କମି ୪୭,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୨୦ ଟଙ୍କା କମି ୫୧,୯୮୦ ଟଙ୍କା ରହିଛି। କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୧୦୦ ଟଙ୍କା କମି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Special Story | How Did A Journalist Turn A Terrorist - OTV Special Report
ଦିନେ ସାମ୍ବାଦିକ ଥିଲେ, ଏବେ ଆତଙ୍କବାଦୀ ହୋଇ ଯବାନଙ୍କ ଗୁଳିରେ ନିହତ ହେଲେ...

ଦିନେ ସାମ୍ବାଦିକ ହୋଇ ଆତଙ୍କୀଙ୍କ ସମ୍ପର୍କରେ ଖବର ପ୍ରସାରଣ କରୁଥିଲେ। ଆଉ ପରେ ନିଜେ ଆତଙ୍କବାଦୀ ହୋଇ ଜାମ୍ମୁରେ ନରସଂହାର କରୁଥିଲେ...ହେଲେ ଏବେ ଯବାନଙ୍କ ସହ ମୁହାଁମୁହିଁ ହେବା ପରେ ଏବେ ପ୍ରାଣ ହରାଇଲେ....ଦେଖନ୍ତୁ ସାମ୍ବାଦିକରୁ କେମିତି ହେଲେ ଆତଙ୍କବାଦୀ ?

Again Petrol, Diesel Prices Hiked
ମହଙ୍ଗା ଉପରେ ମହଙ୍ଗା ମାଡ଼, ଭାରି ବାଧୁଛି ତେଲ ଦର

ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି। ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୯ ଥର ପାଇଁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି। 

Week Off for govt employee
ବଡ଼ ଖବର: ଏଣିକି ସରକାରୀ ଚାକିରିଆଙ୍କୁ ସପ୍ତାହକୁ ମିଳିବ ୨ ଦିନ ଛୁଟି

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର । ଏପ୍ରିଲରୁ ସପ୍ତାହକୁ ୫ ଦିନ କାମ ଶନିବାର ଓ ରବିବାର ଛୁଟି ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର।

Hydrogen Car
ଖୁବଶୀଘ୍ର ରାସ୍ତାରେ ଗଡ଼ିପାରେ ପାଣିରେ ଚାଲୁଥିବା କାର୍

ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍‌କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ ।

Hydrogen Car
ଆକାଶଛୁଆଁ ତୈଳଦର ବେଳେ ଆଗୁଆ ଆଶ୍ୱସ୍ତି; ହାଇଡ୍ରୋଜେନ୍ କାର୍‌ରେ କିଲୋମିଟର ପିଛା ଖର୍ଚ୍ଚ ହେବ ୨ ଟଙ୍କା

ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି।

Bitta Karate
ରିଲ୍ ନୁହେଁ ରିଅଲରେ କୋର୍ଟକୁ ଗଲା 'କାଶ୍ମୀର ଫାଇଲ୍ସ'ର ଜଲ୍ହାଦ୍‌ ବିଟା କରାଟେ ମାମଲା

ଦୀର୍ଘ ୩୧ ବର୍ଷ ପରେ ଶ୍ରୀନଗରର ସେସ କୋର୍ଟ ବିଟା କରାଟେ ମାମଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ୩୧ ବର୍ଷ ତଳେ ବିଟା କରାଟେ ପାଖାପାଖି ୪୨ ଜଣ କାଶ୍ମୀର ପଣ୍ଡିତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ନିଜେ ବିଟା କରାଟେ ଏହି କଥା ବିଭିନ୍ନ ସମୟରେ ଗଣମାଧ୍ୟମରେ ସାକ୍ଷାତକାର ଦେଇ ବୟାନ କରିଛନ୍ତି ।

Hydrogen Car
ପାର୍ଲାମେଣ୍ଟକୁ ହାଇଡ୍ରୋଜେନ ଚାଳିତ କାରରେ ଆସିଲେ ମନ୍ତ୍ରୀ

ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍‌ ଧରି ସଂସଦରେ ପହଞ୍ଚିଛନ୍ତି।

anurag thakur
କେନ୍ଦ୍ରମନ୍ତ୍ରୀଙ୍କ ଜଲଓ୍ୱା ଦେଖିଲା ଦୁନିଆ : ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ ଅନୁରାଗ ଠାକୁର

ଦୁବାଇ ଏକ୍ସପୋରେ କେନ୍ଦ୍ରମନ୍ତ୍ରୀ ମତୁଆଲା ମୁଡ଼ରେ । ମିଡିଆ ସହ କଥାବାର୍ତ୍ତା ସରିବା ପରେ ଧୂମ୍ ମଚାଇଲେ ଅନୁରାଗ ଠାକୁର। ରଣବୀରଙ୍କ ସହ ମହ୍ଲାରୀ ଗୀତରେ ନାଚିଲେ।

Salary Hiked Of Junior Teachers
ବଡ଼ ଖୁସି ଖବର ! ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା

କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି ।

Journalist-Turned-Terrorist Among Two Killed in Encounter in Srinagar's Rainawari: Police
ସାମ୍ବାଦିକତାରୁ ହୋଇଥିଲେ ଆତଙ୍କବାଦୀ; ଏନ୍‌କାଉଣ୍ଟରରେ ଚାଲିଗଲା ପ୍ରାଣ

କାଶ୍ମୀରର ଶ୍ରୀନଗର ଜିଲ୍ଲାର ରାଇନାୱାରୀ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଲଶ୍କର-ଇ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପ୍ରଥମେ ଏକ ସାମ୍ବାଦିକ ଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Woman In Burqa Throws Bomb At Security Camp
କିଏ ଏହି ବୁର୍ଖା ପିନ୍ଧିଥିବା ମହିଳା ? ହଠାତ୍‌ ଆସିଲେ CRPF କ୍ୟାମ୍ପ୍‌ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ

ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ ବୁର୍ଖା ପିନ୍ଧିଥିବା ମହିଳା। ସିଆର୍‌ପିଏଫ୍‌ କ୍ୟାମ୍ପ ଉପରକୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

Tamil Nadu man buys 2.6 lakh dream bike
୩ ବର୍ଷ ଧରି ସଞ୍ଚୟ କରିଥିବା ଟଙ୍କିକିଆ କଏନ୍‌ରେ ବାଇକ୍ କିଣିଲେ ଯୁବକ; ଗଣିବାକୁ ଲାଗିଲା ୧୦ ଘଣ୍ଟା

କଏନ୍‌ ଦେଇ ବାଇକ୍‌ କିଣିଦେଲେ ଯୁବକ । ତେବେ ସେ ସିନା କଏନ୍ ଦେଇଦେଲେ, ହେଲେ କଏନ୍‌ ଗଣି ଗଣି ହାଲିଆ ହୋଇଗଲେ କର୍ମଚାରୀ ।

lockdown love
ଯୁଦ୍ଧ ଭିତରେ ଜିତିଗଲା ପ୍ରେମ : ଦେଶ ଛାଡ଼ି ଭାରତକୁ ଉଡ଼ିଆସିଲେ ୟୁକ୍ରେନୀୟ ଯୁବତୀ, ଭାରତରେ ପଡ଼ିବ ଅନୁଭବ ଓ ଆନ୍ନାଙ୍କ ହାତଗଣ୍ଠି

ଦିଲ୍ଲୀର ଅନୁଭବ ଭସିନ୍ ଏବଂ ୟୁକ୍ରେନର ଆନ୍ନା ହୋରୋଡେଟସ୍କା । ୩୩ ବର୍ଷିୟ ଅନୁଭବ ହାଇକୋର୍ଟରେ ଓକିଲ ଅଛନ୍ତି । ଆନ୍ନା ଏକ ଆଇଟି କମ୍ପାନୀରେ ଚାକିରି କରନ୍ତି

DA Of Central Government Employees Likely To Hike
7th Pay Commission: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

କେନ୍ଦ୍ର ସରକାରୀ କର୍ମଚାରୀ(Central Govt Employees)ଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ କେନ୍ଦ୍ର ସକରାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ଲାଗି ଯୋଜନା କରିଛନ୍ତି।