• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

PM Modi
ମୋଦିଙ୍କ ଭାବମୂର୍ତ୍ତୀ ଆଗରେ ମାଟି କାମୁଡ଼ି ଥିଲେ ବିରୋଧୀ

୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍‌ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।

Election Results 2022
ୟୁପିରେ ବିଜେପି-ସପା ମଧ୍ୟରେ କଡ଼ା ଟକ୍କର, ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗରେ

ଟ୍ରେଣ୍ଡ୍‌ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ଦେଖିବାକୁ ମିଳିଛି।

ୟୁପି ନିର୍ବାଚନ ଫଳାଫଳ
ଏକଜିଟ୍‌ ପୋଲ୍ ସତ ହେଲେ ଇତିହାସ ରଚିବେ ଯୋଗୀ

ଏକଜିଟ୍ ପୋଲ୍ ଅନୁସାରେ ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।

Election Results 2022
୫ ରାଜ୍ୟ ନିର୍ବାଚନ ଫଳାଫଳ ଉପରେ ନଜର: କିଏ ଗଢ଼ିବ ସରକାର ? କାହା ସ୍ୱପ୍ନ ହେବ ଚୁର୍‌ମାର୍ ?

ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍‌ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।

Udhampur Blast
ଜମ୍ମୁ କାଶ୍ମୀର ଉଧମପୁରରେ ବିସ୍ଫୋରଣ; ୧୪ ଆହାତ

ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି ।

Goa Vote
ଘୋଡ଼ା ବେପାରକୁ କଂଗ୍ରେସର ଭୟ: ଗୁପ୍ତ କୋଠରୀରେ ବିଧାୟକ

ପୂର୍ବ ଭୁଲକୁ ନଦୋହରାଇବାକୁ ଚେଷ୍ଟା କରୁଛି ଦଳ। 

Pakistan Student Thanked Indian Embassy
ୟୁକ୍ରେନ୍‌ରେ ବିଦେଶୀଙ୍କ ତ୍ରାଣକର୍ତ୍ତା ଭାରତ, ଅନେକଙ୍କୁ ଦେଲାଣି ନୂଆ ଜୀବନ

ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରୁ ସବୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ନିଜ ଦେଶକୁ ଫେରିବା ପରେ ଛାତ୍ରଛାତ୍ରୀମାନେ ବହୁତ ଖୁସି। ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି ।

Indian authorities have rescued citizens of other nations, including Pakistan
ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ

ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ । ଯାହାକୁ ନେଇ ପାକିସ୍ତାନୀ ମହିଳା ଓ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ ଉଦ୍ଧାର ହେଲେଣି ।

Yogi Adityanath
ପାକିସ୍ତାନ ମିଡିଆରେ ଯୋଗୀଙ୍କୁ ନେଇ ଚର୍ଚ୍ଚା: ଆଖି ମୋଦିଙ୍କ ଉପରେ

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି। 

Petrol & Diesel May Hike
ଖୁବ୍‌ଶୀଘ୍ର ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର

ଖୁବ୍‌ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

aircraft landing
ଲ୍ୟାଣ୍ଡିଂ ସମୟରେ ରନୱେରୁ ବାହାରିଗଲା ବିମାନ, ତାପରେ କ’ଣ ହେଲା ଦେଖନ୍ତୁ...

ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ, ଏହି ଭିଡିଓ..

doctor
ବଙ୍କର୍ ଭିତରେ ବାଘ ଓ ଭାରତୀୟ : ଦୁଇ ପୋଷା ଜନ୍ତୁକୁ ଛାଡ଼ି ଭାରତ ଆସିବାକୁ ନାରାଜ ଡାକ୍ତର କୁମାର

୧୫ ବର୍ଷ ତଳେ ଡାକ୍ତରୀ ପଢିବାକୁ ୟୁକ୍ରେନ ଯାଇଥିଲେ କୁମାର । ଏମବିବିଏସ୍ ପାଠ ସାରିବା ପରେ ସେଠାରେ ରହି ଡାକ୍ତର ଭାବେ ଲୋକଙ୍କ ସେବା କରି ଆସୁଛନ୍ତି ।

rescue operation
ଭାରତର ବଡ ରେସ୍କ୍ୟୁ ଅପରେସନ୍‌ : ବିପଦ ବେଳେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ

ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍‌?

Sunflower Oil Price Shoots Up
ଏକା ସାଙ୍ଗରେ ୨୦ ଟଙ୍କା ବଢିବ କି ତୈଳ ଦର?

ଋଷିଆ-ୟୁକ୍ରେନ୍‌ ମହାଯୁଦ୍ଧ : ଏକା ସାଙ୍ଗରେ ୨୦ ଟଙ୍କା ବଢିବ କି ତୈଳ ଦର?…

Rina Diwedi
ଭୋଟ ଦେଲେ ଭାଇରାଲ୍ ଭାଉଜ ରୀନା ଦ୍ୱିବେଦୀ, ଫଟୋ ଉଠାଇବାକୁ ଠେଲାପେଲା

ଅଧିକାଂଶ କୌତୁକ ଛଳରେ କହିଥାନ୍ତି ଯେ ଏଭଳି ନିର୍ବାଚନ ଅଧିକାରୀ ରହିଲେ ସମସ୍ତେ ଭୋଟ ଦେବେ। ତେବେ ଆଜି ଆମେ ଆପଣଙ୍କୁ ଏହି ମହିଳାଙ୍କ ବାବଦରେ ଅନେକ କିଛି କହୁଛୁ।

  • Monday, 07 March 2022
Narendra Modi
ଲୋକଙ୍କ ଦୁଃଖ ଦୂର ସହ ଆର୍ଥିକ ବୋଝକୁ ହାଲୁକା କରୁଛି ଜନ ଔଷଧି ! ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ହିତାଧିକାରୀ

ଜନ ଔଷଧିର ଫାଇଦା, ଜନ ଔଷଧିର ଉପଯୋଗ ସମ୍ପର୍କରେ ଆଜି ସିଧାସଳଖ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Modi Talk with Putin
ମୋଦି-ପୁଟିନ୍‌ ଆଲୋଚନା: ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ସିଧା କଥା ହେବାକୁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦି । ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧବିରତିକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି ।

PM Modi
ମୋଦିଙ୍କ ବଡ଼ ଘୋଷଣା ! ଏଣିକି ସରକାରୀ ଫି’ ଦେଇ ପ୍ରାଇଭେଟ୍‌ ମେଡିକାଲ କଲେଜରେ ପଢ଼ିପାରିବେ ଛାତ୍ରଛାତ୍ରୀ

ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Andhra Pradesh
ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କୁ ବିଧାନସଭାରେ ବିରୋଧ : ଫେରିଯାଅ ସ୍ଲୋଗାନ ଦେଲେ ବିରୋଧୀ ଦଳ

ରାଜ୍ୟପାଳ ଆଜି ନିଜର ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ଟିଡିପି ଦଳର ସଦସ୍ୟମାନେ “ରାଜ୍ୟପାଳ ଫେରିଯାଅ ବୋଲି ସ୍ଲୋଗାନ ଦେବା ସହ ଭାଷଣର କପିକୁ ଚିରିଦେଇଥିଲେ ।

Rescue Operations By India
ଭାରତର ବଡ ରେସ୍କ୍ୟୁ ଅପରେସନ୍‌, ବିପଦ ବେଳେ ବିଦେଶରୁ ଭାରତୀୟଙ୍କୁ ଉଦ୍ଧାର ଅଭିଯାନ

ଆଜିର ଅପରେସନ ଗଙ୍ଗା ଭଳି ଅନେକ ଥର ଭାରତୀୟଙ୍କୁ ବିମାନ ଯୋଗେ ବିଦେଶରୁ ଅଣାଯାଇଛି। ଯେଉଁଥିରେ ସାମିଲ ହୋଇଥିଲା ଏୟାର ଇଣ୍ଡିଆ ସହ ଭାରତୀୟ ବାୟୁ ସେନା। ଆସନ୍ତୁ ଜାଣିବା ଭାରତର ପ୍ରମୁଖ ରେସ୍କ୍ୟୁ ଅପରେସନ୍‌

drone
ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍ : ଗୁଳି ମାରି ଖସାଇଲା ବିଏସ୍‌ଏଫ୍‌, ୫ ପ୍ୟାକେଟ୍‌ ନିଶାଦ୍ରବ୍ୟ ଜବତ

ସୁଧୁରୁନି ପାକିସ୍ତାନ । ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର କରୁଛି ଶତ୍ରୁ ଦେଶ ।

Varanasi
ସେବେକାର ବନାରସ- ଏବେକାର ବାରାଣସୀ, ରୂପ ଓ ପରିପାଟିରେ ଆକାଶ ପାତାଳ ଫରକ

ସେବେକାର ବନାରସ- ଏବେକାର ବାରାଣସୀ, ରୂପ ଓ ପରିପାଟିରେ ଆକାଶ ପାତାଳ ଫରକ । ଉତ୍ତର ପ୍ରଦେଶ ନିର୍ବାଚନ ଖବର ସଂଗ୍ରହ ବେଳେ ବାରାଣସୀରେ କିଛି ଘଂଟା ପାଇଁ ଅଟକି ରହିଥିଲା ଓଟିଭି ଟିମ୍ ।

Varanasi
ଚକ୍‌ଚକ୍ କାଶୀ-ବାରାଣସୀ, ୟୁପି ରାଜନୀତିକୁ କରୁଛି ଜୋରଦାର ପ୍ରଭାବିତ

ପବିତ୍ର କାଶୀ ବା ବାରାଣସୀ ସହରର ସବଠୁ ବଡ଼ ପରିଚୟ ଦେଶର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିର ହିନ୍ଦୁମାନଙ୍କର ।

Jawan Firing
ଶତ୍ରୁ ବଦଳରେ ସାଥୀଙ୍କ ଉପରକୁ ଗୁଳି ଚଳାଇଲା ବିଏସ୍‌ଏଫ୍ ଯବାନ

ଗୁଳିର ଶବ୍ଦ ଶୁଣି ଅନ୍ୟ ଯବାନମାନେ ଦୌଡି ପଳାଇଥିଲେ।