''ଦୟାକରି ମୋତେ ରାତିରେ ଏଠି ରହିବାକୁ ଦିଅନ୍ତୁ । ନହେଲେ ମୁଁ ଏବେ କୁଆଡେ ଯିବି'', ଇନଫୋସିସରୁ ଛଟେଇ ପରେ ଏମିତି କାନ୍ଦି କାନ୍ଦି ନେହୁରା ହେଲେ ମହିଳା କର୍ମଚାରୀ ।
ଆଇଟି ଜବ୍ ଛାଡ଼ି ଗଧ କ୍ଷୀର ବ୍ୟବସାୟ କରୁଛନ୍ତି ଉଚ୍ଚଶିକ୍ଷିତ । ସଫ୍ଟୱେୟାର କମ୍ପାନୀ ଚାକିରୀ ଛାଡ଼ିଥିବା ଯୁବକଙ୍କ ଅଜବ ପେଶା । ଚାକିରୀ ଛାଡ଼ି ଗଧ କ୍ଷୀର ଫାର୍ମ ହାଉସ କରିଛନ୍ତି କର୍ଣ୍ଣାଟକର ଯୁବକ । ୩୦ ମିଲିଲିଟର କ୍ଷୀରକୁ ବିକୁଛନ୍ତି ୧୫୦ ଟଙ୍କାରେ । ପ୍ୟାକେଟ୍ କରି ବିଭିନ୍ନ ସପିଂ ମଲ୍, ଦୋକାନ ଓ ସୁପରମାର୍କେଟକୁ ଦେଉଛନ୍ତି ।