• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Baby Kejriwal,
ଦିଲ୍ଲୀ ହେଉ କି ପଂଜାବ : ଆମ୍ ଆଦମୀ ପାର୍ଟି ଯେଉଁଠି, ‘କୁନି କେଜ୍ରିୱାଲ’ ସେଇଠି

ଦିଲ୍ଲୀ ହେଉ କି ପଂଜାବ। ଯେଉଁଠି ଆମ୍ ଆଦମୀ ପାର୍ଟି ଜିତେ, ସେଠି ସାମ୍ନାକୁ ଆସନ୍ତି କେଜ୍ରିୱାଲ । ଏବେ ସାରା ଦେଶରେ ଏହି ‘କୁନି କେଜ୍ରିୱାଲ’ ଚର୍ଚ୍ଚା। ଜାଣନ୍ତୁ କିଏ ଏହି କେଜ୍ରିୱାଲ। କାହିଁକି ତାଙ୍କର ଏହି ଲୁକ୍...

Narendra Modi
ଋଷରେ ବିଷମ ହେଲାଣି ସ୍ଥିତି ! ପଶ୍ଚିମରେ ଯୁଦ୍ଧ ଦେଖି ମୋଦି କଲେ ସୁରକ୍ଷା ସମୀକ୍ଷା ବୈଠକ

ପଶ୍ଚିମରେ ଦେଖାଦେଇଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

accident
ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା : ୬ ମାସର ଶିଶୁକନ୍ୟା ସମେତ ୫ ମୃତ

ହାଇଦ୍ରାବାଦରୁ ଜାଙ୍ଗାରେଡିଗୁଡେମକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏକ ପୋଲ ସହିତ ଧକ୍କା ହୋଇଥିଲା କାର୍ ।

Gold price
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ପୁଣି ବଢିଲା ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୫୮୦ ଟଙ୍କା ରହିଥିବା ଜଣାଯାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

UP Election Result
ଅଖିଲେଶଙ୍କ ବିଜୟ ନେଇ ସର୍ତ୍ତ ଲଗାଇଥିଲେ ପଡ଼ୋଶୀ : ସପାର ପରାଜୟ ପରେ ଦେବାକୁ ପଡ଼ିଲା ବାଇକ୍‌

ସପା ସମର୍ଥକ ଅବଧେଶ କୁଶୱା ନିର୍ବାଚନୀ ମାହୋଲ ଭିତରେ ଆଲୋଚନା ଭିତରେ ହଠାତ୍ ଦିନେ ପଡୋଶୀ ଅଞ୍ଚଳରେ ରହୁଥିବା ବିଜେପି ସମର୍ଥକଙ୍କ ସହ ଏକ ସର୍ତ୍ତ ଲଗାଇଥିଲେ ।

special story
ରକ୍ତରେ ଜୁଡୁବୁଡ଼ୁ ହୋଇ ପଡ଼ିଥିଲା ପ୍ରେମିକ : ଜୀବନ ବଞ୍ଚାଇବା ପାଇଁ ରାତି ଅଧରେ ଘରୁ ବାହାରିଗଲେ ଯୁବତୀ

ମଧ୍ୟପ୍ରଦେଶର ଦମୋହରେ ଜଣେ ଯୁବତୀ ପରିବାର ସଦସ୍ୟଙ୍କୁ ନଜଣାଇ ରାତି ଅଧରେ ନିଜ ପ୍ରେମିକକୁ ବଞ୍ଚାଇବା ପାଇଁ ଘରୁ ପଳାଇ ଯାଇଥିବା ପରି ଘଟଣା ସାମ୍ନାକୁ ଆସିଛି । ପ୍ରାୟ ତିନି ଦିନ ପୂର୍ବରୁ ଏପରି ଘଟଣା ଘଟିଛି ।

 Priyanka, Rahul, Sonia Gandhi
ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ CWC ବୈଠକ : ଇସ୍ତଫା ଦେଇପାରନ୍ତି ସୋନିଆ ଓ ପ୍ରିୟଙ୍କା

ଆଜି କଂଗ୍ରେସର ଆଗାମୀ ଭବିଷ୍ୟତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

EPFO
କମିଲା ଇପିଏଫ୍ ସୁଧ ହାର

୨୦୨୦-୨୧ରେ ଇପିଏଫ ସୁଧହାର ୮ ଦଶମିକ ୫ ପ୍ରତିଶତ ରହିଥିଲା।

Sonia Gandhi and Rahul Gandhi
ଦଳୀୟ ପଦରୁ ଇସ୍ତଫା ଅଫର କରିପାରନ୍ତି ସୋନିଆ ଗାନ୍ଧି

ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ୟୁପିରେ ନିର୍ବାଚନ ଲଢିଥିଲା କଂଗ୍ରେସ।

massive-fire-breaks-out
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ : ନିଆଁର ଆଁରେ ଜଳିଗଲେ ୭ ଜଣ

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

gold rate today
ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୫୮୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

PM narendra modi meets his mother heeraben modi in gandhinagar
ମାଆଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ସେହି ଦୃଶ୍ୟ...

ମାଆଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଭାରତୀୟ ଜନତା ପାର୍ଟିର ଦମ୍‌ଦାର ବିଜୟର ପରେ ଏବେ ଏହି ଭାବପ୍ରବଣ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଆଙ୍କୁ ଭେଟିବା ସହ ତାଙ୍କ ଆଶିଷ ଭିକ୍ଷା କରିଛନ୍ତି ।ଅନ୍ୟପକ୍ଷେ, ଗତକାଲି ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ ଆୟୋଜିତ ହୋଇଥିଲା, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

Jammu-Kashmir Encounter
ଆତଙ୍କବାଦୀ ବିରୋଧୀ ଅଭିଯାନକୁ ବଡ଼ ସଫଳତା, ୪ ଆତଙ୍କୀ ନିପାତ

ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନକାଉଣ୍ଟର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ପୁଲୱାମାରେ ଗୁଳିବିନିମୟରେ ୨ଜଣ ଜୈସ ଏ ମହମ୍ମଦର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ଗାନ୍ଦରୱାଲାରେ ଲସ୍କରର ଜଣେ ଆତଙ୍କବାଦୀ, ଓ ହନ୍ଦୱାଡାରେ ମଧ୍ୟ ଲସ୍କରର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ନାଗିରକ ଥିବା ସୂଚନା ମିଳିଛି ।

Modi meet his mother
ମା’ଙ୍କ ସହ ଭୋଜନ କରି ଆଶୀର୍ବାଦ ନେଲେ ମୋଦି

ପ୍ରଧାନମନ୍ତ୍ରୀ ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଏହି ଅବସରରେ ଗୁଜରାଟ ଗସ୍ତ ବେଳେ ମାଆଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Missile Misfire
ଭୁଲରେ ଫାୟାର ହୋଇଗଲା, ଭାରତରୁ ଯାଇ ପାକିସ୍ତାନରେ ପଡିଲା..

ହରିୟାଣାର ଶିର୍ସାରୁ ଭୁଲ୍‌ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ ।

PM Modi roadshow in Ahmedabad
ଗୁଜୁରାଟ ବିଜୟ ପାଇଁ ବିଜେପିର ରୋଡ୍ ମ୍ୟାପ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜୁରାଟ ଗସ୍ତରେ। ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିଙ୍କ ଏକ ସମାବେଶକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଏହା ବାପୁଙ୍କ ଦେଶ, ଏହା ହେଉଛି ସର୍ଦ୍ଦାର ପଟେଲଙ୍କ ଦେଶ।

Indian army helicopter crashes in jammu and kashmir
ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଜଣେ ପାଏଲଟ ମୃତ, ଜଣେ ଗୁରୁତର

ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ ବରଫପାତ ହେଉଥିବା ଜମ୍ମୁ ଓ କାଶ୍ମୀରର ଗୁରେଜ ସେକ୍ଟରର ବରାଉମ୍ ଅଂଚଳରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

 Army Helicopter Crash
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

Indian Railways
ଖୁସି ଖବର: ଏଣିକି ପୂର୍ବଭଳି ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ କମ୍ବଳ, ଚଦର

ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍‌ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍‌ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।

gold rate today
ପୁଣି ବଢିଲା ସୁନା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୪୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୮୮୦ ଟଙ୍କା ରହିଛି। ଆଜି ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୬୯,୪୦୦ ଟଙ୍କା ରହିଛି।

Punjab Election Results 2022
ସୁପର ଶୋ’ ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀଙ୍କ ଗଡ଼

ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ସୁପର ଶୋ’ ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ସବୁ ବିରୋଧୀଙ୍କ ଗଡ଼। ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ-ଅକାଳୀ ପାଳି ରାଜ୍‌କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆପ୍‌।

PM Modi & Yogi Adityanath
ୟୁପିରେ ମୋଦି-ଯୋଗୀଙ୍କ ହାୱାରେ ବିରୋଧୀ ଚିତ୍‌ପଟାଙ୍ଗ, ଉଡ଼ିଲା ବିଜେପିର ବିଜୟ ବାନା

ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।

Reasons For AAP’s Victory In Punjab
ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌

ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌। ଚିତ୍‌ପଟାଙ୍ଗ୍‌ ମାରିଲେ ବିରୋଧୀ...

Bhagwant Mann From Comedy King To Punjab CM
କମେଡ଼ି କିଙ୍ଗ୍‌ ଥିଲେ, ଏବେ ମୁଖ୍ୟମନ୍ତ୍ରୀ ହେବେ !

ଦିନେ କମେଡ଼ି କିଙ୍ଗ୍‌ ଥିଲେ ଏବେ ପଂଜାବର ମୁଖ୍ୟମନ୍ତ୍ରୀ ହେବେ। ପରଦା ପଥରେ ରହି ଅଭିନୟ କରୁଥିଲେ ଏବେ ପଂଜାବର ମଙ୍ଗ ଧରି ଲୋକଙ୍କ ଦୁଃଖ ଶୁଣିବେ

Special Story | Mobile Repair Shop Owner Defeated Punjab CM Channi
ପଂଜାବର ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ହରାଇଲେ ମୋବାଇଲ ରିପ୍ୟାରିଂ ଦୋକାନୀ

ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇଦେଲେ ମୋବାଇଲ ଦୋକାନୀ। ଚନ୍ନିଙ୍କ ଚକ ଜାମ୍‌ କରି ଯାଦୁ ଦେଖାଇଲେ ଲାଭ୍‌... ହଜାରେ ନୁହେଁ କି ଦୁଇ ହଜାର ନୁହେଁ ୩୭ ହଜାରରୁ ଅଧିକ ଭୋଟ୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ହରାଇଲେ ଲାଭ୍‌