ଜଣଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ୫ ଜୀବନ। ପୋଖରୀରେ ବୁଡ଼ି ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି।
ମୋଦି ସରକାରକୁ ବିଭିନ୍ନ ସମୟରେ କଟାକ୍ଷ କରି ବିବାଦରେ ଫସିଥିବା ଷ୍ଟାଣ୍ଡ୍ ଅପ୍ କମେଡିଆନ୍ କୁନାଲ କାମା ପୁଣି ଏହି ନୂଆ ହରକତ ପାଇଁ ହରଡ଼ ଘଣାରେ ପଡ଼ିଛନ୍ତି
RRB-NTPC ପରୀକ୍ଷାର୍ଥୀଙ୍କ ପାଇଁ ୬୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।
ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସାମ୍ନାରେ ତଜିନ୍ଦର ପାଲ ସିଂ ବଗା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କର୍ଣ୍ଣାଟକରେ ଉଦ୍ଘାଟନ ହେଲା ସମୁଦ୍ରରେ ପ୍ରଥମ ଭାସମାନ ବ୍ରିଜ୍ । ଉଦଘାଟନ ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ବ୍ରିଜ୍ ଉପରୁ ଖସିପଡିଲେ ବିଧାୟକ । ଆଉ ତା ପରେ...
୨୦୨୪ରେ ପ୍ରଥମ ଥର ପାଇଁ ଶୁକ୍ର ଗ୍ରହକୁ ଅର୍ବିଟର୍ ପଠାଇବ ଭାରତ
ଜାମସେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଏସ୍ଭି ରୋଡ ଏଲ୍ଆଇସିର ମୁଖ୍ୟ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ।
ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଆଉ ଲୋକ ଆସିଥିଲେ।
ନିର୍ବନ୍ଧ ସରିଛି। ପ୍ରେମ ବିବାହ କରି ଥାଆନ୍ତେ। ଯେଉଁ ପୁଅକୁ ବାହା ହୋଇଥାଆନ୍ତେ ଦେଖିଲା ବେଳକୁ ତାଙ୍କରି ହାତରେ ହାତକଡ଼ି ପକାଇଲେ ଭାବି ପତ୍ନୀ
ସୌରଭ ଗାଙ୍ଗୁଲିଙ୍କ ଘରେ ଆତିଥ୍ୟ ସମୟରେ ତାଙ୍କ ସହ ଡାଇନିଂ ସେୟାର କରିଛନ୍ତି ଅମିତ ଶାହା । ଗାଙ୍ଗୁଲିଙ୍କ ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥିଲା ।
୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି।
ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି ।
ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।
ଭଉଣୀ ମୁଣ୍ତରୁ ସିନ୍ଦୂର ପୋଛିଦେଲା ଭାଇ । ଘର ବିରୁଦ୍ଧରେ ବାହା ହେବାରୁ ପରିବାର ଲୋକେ ଭିଆଇଲେ ଏଭଳି ବିଭତ୍ସ କାଣ୍ତ ।
ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି।
ଭାରତରେ ସର୍ବାଧିକ କୋଭିଡ୍ ମୃତ୍ୟୁକୁ ନେଇ WHO କରିଥିବା ଦାବିକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି।
ଆପଣ ଓଡ଼ିଶାରେ ଅନେକ ଅଟୋରେ ବସିଥିବେ । ହେଲେ ମହେନ୍ଦ୍ର କୁମାରଙ୍କ ଅଟୋ ଭଳି କେବେ କେଉଁଠି ଦେଖିଛନ୍ତି କି?
ଭାବବିହ୍ୱଳ ଗୀତକୁ ଗାଇଲା କୁନି ପୁଅ । ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭିଡିଓ ।
ବଢିବ ସୁଧ ହାର ଅର୍ଥାତ ଇଏମ୍ଆଇ ବଢିବାକୁ ଯାଉଛି । କାହିଁକି ନା ୦.୪ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ବଢାଇ ପାରନ୍ତି ବ୍ୟାଙ୍କ । ଗତକାଲି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍କୁ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ଋଣ ଉପରେ ସୁଧହାର ବଢିବା ନିଶ୍ଚିତ ହୋଇଯାଇଛି ।
ଋଣ ଉପରେ ଗ୍ରାହକଙ୍କୁ ଗଣିବାକୁ ପଡ଼ିବ ଅଧିକ ସୁଧ । ଗତକାଲି RBI ରେପୋ ରେଟ ୦.୪ ପ୍ରତିଶତ ବା ୪୦ ବେସିସ ପଏଣ୍ଟ ବଢାଇବା ପରେ ସୁଧ ବଢିବା ନିଶ୍ଚିତ ହୋଇଛି ।
ପୁଣି ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଭାରତକୁ ଆତଙ୍କବାଦୀ ପଠାଇବାର ଉଦ୍ୟମ ଜାରି ରଖିଛି । ହରିଆଣାର କର୍ଣ୍ଣଲରୁ ଧରା ପଡ଼ିଛନ୍ତି ୪ ସଂଦିଗ୍ଧ ଖଲିସ୍ତାନୀ ଆତଙ୍କବାଦୀ ।
ଭାରତୀୟ ସୀମା ନିକଟରେ ପାକିସ୍ତାନୀ ସୁଡଙ୍ଗ ଠାବ ହୋଇଛି ।
ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶେଷ ଦିନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ।