• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Supreme Court
ଏମିତି ଝିଅଙ୍କର ବାପାଙ୍କୁ ପଇସା ମାଗିବାର ହକ୍ ନାହିଁ : ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ସନ୍ତାନ ବାପାଙ୍କୁ ମାଗିପାରିବେନି ପଇସା ।

Akhilesh Yadav's Carcade
ଅଖିଳେଶଙ୍କ ଗାଡ଼ି ଆଗକୁ ଆସିଲା ଷଣ୍ଢ, ଭିଡିଓ ସେୟାର କରି ଲେଖିଲେ ଏଭଳି କଥା..

ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ..

gold rate today
କମିଲା ସୁନାର ଦର, ଜାଣନ୍ତୁ ଆପଣଙ୍କ ସହରର କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୦୦ ଟଙ୍କା କମି ୪୭,୩୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୩୦ ଟଙ୍କା କମି ୫୧,୬୦୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧୧୦୦ ଟଙ୍କା କମି ୬୭,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Coronavirus In China
ଚୀନରେ ବେକାବୁ କରୋନା; ଆସିପାରେ ଆଉ ଏକ ଲହର, ଆଲର୍ଟରେ ଭାରତ

ଯଦିଓ ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି, ହେଲେ ଚୀନରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଚୀନରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ଆଲର୍ଟ ହୋଇଛନ୍ତି।

40 kashmir pandit killed by Bitta Kereta
୪୦ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲା

୪୦ କାଶ୍ମୀର ପଣ୍ଡିତଙ୍କୁ ହାଣିଥିଲା। ୧୬ ବର୍ଷ ଜେଲରେ ବି ରହିଲା...ପରେ ବେଲ୍‌ରେ ଆସି ଫୁଲମାଳ ପକାଇ କାଶ୍ମୀରରେ ବୁଲୁଛି। ମିଡ଼ିଆକୁ କହୁଛି କେତେ ଜଣଙ୍କୁ ହାଣିଥିଲି ମୋର ମନେ ପଡୁନି, ବୋଧହୁଏ ୩୦ ରୁ ୪୦ ଜଣଙ୍କୁ ହାଣିଥିଲି...ଦେଖନ୍ତୁ ବିଟ୍ଟା କରେଟାର କଳା କାହାଣୀ....

akhilesh
ଅଖିଳେଶଙ୍କ ଗାଡ଼ି ଆଗକୁ ଆସିଲା ଷଣ୍ଢ, ଭିଡିଓ ସେୟାର କରି ଲେଖିଲେ ଏଭଳି କଥା

ୟୁପି ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ବାହାରକୁ ବାହିରିଥିଲେ ଅଖିଳେଶ ଯାଦବ। ଗାଡି ଯାଉଥିବା ବେଳେ ହଠାତ୍ ପଶି ଆସିଲା ଷଣ୍ଢ। ଚିଇଁକି ଉଠିଲେ ଅଖିଳେଶ। ଆଉ ସୋସିଆଲ ମିଡିଆରେ ଲେଖିଲେ

Bhagwant Mann Sworn In As CM Of Punjab
ଆଜିଠୁ ପଞ୍ଜାବରେ ଆରମ୍ଭ ହେଲା ‘ଆପ୍‌’ ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଆଜି ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବରେ ୧୧୭ ବିଧାନସଭା ଆସନରୁ ଆମ୍‌ ଆଦମୀ ପାର୍ଟି(ଆପ୍‌) ଏକାକୀ ୯୨ ଆସନ ଜିତି ଥିଲା।

Navjot Singh Sidhu
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍‌ କରି କହିଛନ୍ତି।

land-dispute-4-killed
ଜମି ବିବାଦକୁ ନେଇ ଖୁନୀ ସଂଘର୍ଷ : ୪ ଜଣ ମୃତ, ୬ ଜଣ ଆହତ

ଜବରଦଖଲକାରୀଙ୍କୁ ବିରୋଧ କରିବାକୁ ଚାଲିଗଲା ଜୀବନ । ଗୋଟିଏ ପରିବାରର ୪ ଜଣ ଜୀବନ ହାରିଲେ ।

Bike Theft
ସାବଧାନ ! ମାତିଛନ୍ତି ବାଇକ୍‌ ଚୋର, ଗୋଟିଏ ଗୋଇଠାରେ ଭାଙ୍ଗି ଦେଉଛନ୍ତି ଗାଡ଼ି ହ୍ୟାଣ୍ଡେଲ

ଚୋରଟି ମାତ୍ର ୩୦ ସେକେଣ୍ଡେର ଭାଙ୍ଗି ଦେଉଛନ୍ତି ଗାଡ଼ିର ଲକ୍‌ । ତେବେ ତାଙ୍କୁ ଗାଡ଼ି ଷ୍ଟାଟ୍‌ କରିବାକୁ ଆଉ କେତେ ସମୟ ଲାଗିବ ? ଥରେ ଚିନ୍ତା କରନ୍ତୁ ।

Hijab
ହିଜାବ ସପକ୍ଷବାଦୀଙ୍କୁ ବଡ଼ ଝଟକା

ହିଜାବ ସପକ୍ଷବାଦୀଙ୍କୁ ଶକ୍ତ ଧକ୍କା । ହିଜାବ ବ୍ୟାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ପିନ୍ଧା ଯିବ କେବଳ ୟୁନିଫର୍ମ । ଚଳିବ ନାହିଁ କୌଣସି ଧାର୍ମିକ ପୋଷାକ ।

Supreme Court, Justice Sanjiv Khanna, Justice Bela M Trived
ଘରଭଡ଼ା ଦେଇନପାରିବା ଦଣ୍ଡନୀୟ ଅପରାଧ ନୁହେଁ : ସୁପ୍ରିମକୋର୍ଟଙ୍କ ରାୟ

ଘରଭଡ଼ା ଦେଇନପାରିବା ବା ଦେବାରେ ଅସଫଳ ହେବା ଦଣ୍ଡନୀୟ ଅପରାଧ ନୁହେଁ । ଏଥିରେ ଭାରତୀୟ ପିଙ୍ଗଳ କୋଡ ବା ଆଇପିସିରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା ନାହିଁ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

Hijab
ହିଜାବ ପିନ୍ଧିବା ମୌଳିକ ଅଧିକାର ନୁହେଁ, ଶିକ୍ଷାନୁଷ୍ଠାନରେ କେବଳ ୟୁନିଫର୍ମ ପିନ୍ଧାଯିବ କହିଲେ ହାଇକୋର୍ଟ

ଶିକ୍ଷାନୁଷ୍ଠାନରେ ପିନ୍ଧା ଯିବ କେବଳ ୟୁନିଫର୍ମ । ଚଳିବ ନାହିଁ କୌଣସି ଧାର୍ମିକ ପୋଷାକ । ହିଜାବ ବ୍ୟାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ପରେ କର୍ଣ୍ଣାଟକ ହାଇକୋର୍ଟ ଏହା କହିଛନ୍ତି ।

Rajnath Singh
"ଆମ ଅସ୍ତ୍ରଶସ୍ତ୍ର ଅତ୍ୟନ୍ତ ସୁରକ୍ଷିତ ଓ ଭରସାଯୋଗ୍ୟ"

ମିଜାଇଲ୍ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଯାଞ୍ଚ ପରେ କାହିଁକି ଏଭଳି ଘଟଣା ଘଟିଲା, ତାହାର ସଠିକ୍ କାରଣ ଜଣାପଡ଼ିବ ।

gold necklace
ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୮, ୦୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୩୪୦ ଟଙ୍କା କମି ୫୨,୪୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୯, ୦୦୦ ଟଙ୍କା କମି ୭୦,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

Rajnath Singh Addresses Rajya Sabha
ଭାରତର ମିଜାଇଲ୍ ନିକ୍ଷେପ ଭୁଲବଶତଃ ହୋଇଥିଲା: ରାଜନାଥ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଗରୁ ତ୍ରୁଟି ସ୍ୱୀକାର କରାଯାଇଥିଲା।

hijab
ସ୍କୁଲ, କଲେଜରେ ହିଜାବକୁ ଅନୁମତି ନାହିଁ : ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ।

kabaddi-player
ଅନ୍ତର୍ଜାତୀୟ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରି ହତ୍ୟା : କାରରେ ଆସି ଗୁଳି କରି ଫେରାର ମାରିଲେ ଦୁର୍ବୃତ୍ତ

ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ କିଛି ଦୁର୍ବୃତ୍ତ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଛନ୍ତି।

Special Story
ବାହାଘର ପୂର୍ବରୁ ନିଆରା ଫଟୋ ସୁଟ୍ : ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ବିବାହ ପୂର୍ବରୁ ଏମିତି ହେଲେ କଥା ସରିଲା। ଏ କଥା ବାହାଘର ବେଳର ନୁହେଁ। ବିବାହ ପୂର୍ବରୁ ଦେଖିବାକୁ ମିଳିଲା କିଛି ଏମିତି ଦୃଶ୍ୟ। ଯେଉଁ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ...

Special Story
ମୁହଁ ଘୋଡ଼ାଇ ବସିଥିଲେ ୪ ମହିଳା : ଚେହେରା ନଦେଖି ଛୁଇଁକି ମାଆକୁ ଜାଣିଦେଲା କୁନି ପୁଅ

ଗୋଟିଏ ଧାଡିରେ ବସିଥିଲେ ୪ ମହିଳା। କାହାର ମୁହଁ ଦିଶୁନଥିଲା। ହେଲେ ମୁହଁ ନ ଦେଖିଲେ ବି ନିଜ ମାଆ କିଏ ଜାଣି ଦେଲା ଏହି ପିଲାଟି। ଦେଖନ୍ତୁ ସେହି ଚମତ୍କାର ଭିଡିଓ...

BJP meeting on UP govt formation yogi government
ଯୋଗୀ କ୍ୟାବିନେଟ୍‌ରେ କିଏ କିଏ ରହିବେ, ୧୯-୨୦ ଗୁରୁତ୍ୱପୂର୍ଣ୍ଣ ବୈଠକ!

ୟୁପିରେ ସରକାର ଗଠନକୁ ନେଇ ଲକ୍ନୌାହରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ଚାଲିଛି। ଯୋଗୀ କ୍ୟାବିନେଟ୍‌ରେ କେଉଁ ଚେହେରାକୁ ଅନ୍ତର୍ଭୁକ୍ତ କରାଯିବ, ତାହା କେବଳ ବିଜେପି ହାଇକମାଣ୍ଡଙ୍କ ସହ ସାକ୍ଷାତ ପରେ ନିଷ୍ପତ୍ତି ନିଆଯିବ।

Bank Holidays List
ଏଇ ସପ୍ତାହରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ ! ତା’ପୂର୍ବରୁ ସାରି ନିଅନ୍ତୁ କାମ, ନଚେତ୍...

ଏଇ ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତା’ହେଲେ ତୁରନ୍ତ ଏହାକୁ ସାରି ଦିଅନ୍ତୁ। ନଚେତ୍‌ ଏଥିପାଇଁ ଆପଣ ହୁଏତ ସମସ୍ୟାରେ ପଡ଼ିପାରନ୍ତି।

The measles vaccine will be given to children
୧୨ରୁ ୧୪ ବର୍ଷ ପିଲାଙ୍କୁ ଟିକା

ମାର୍ଚ୍ଚ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ପ୍ରିକସନ ଡୋଜ୍ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭିୟ ସୂଚନା ଦେଇଛନ୍ତି ।

gold price today
ପୁଣି ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮,୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨,୪୬୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Actress Rupa Dutta arrested for stealing purses
ଅଭିନେତ୍ରୀଙ୍କ ଡର୍ଟି କାରନାମା: ଭିଡ଼ ଭିତରେ ପର୍ସ ଚୋରି କରି ଧରାପଡ଼ିଲେ, ଯାଞ୍ଚ ପରେ ମିଳିଲା...

ପୁସ୍ତକ ମେଳାରେ ପକେଟ୍‌ମାର୍‌ କରୁଥିଲେ ଅଭିନେତ୍ରୀ। କୋଲକାତା ପୋଲିସ୍‌ ଏହି ବଙ୍ଗୀୟ ସୁନ୍ଦରୀଙ୍କୁ ଧରିବା ପରେ ତାଙ୍କ ନିକଟରୁ ନଗଦ ୭୫ ହଜାର ଟଙ୍କା ଓ ଅନେକ ଗୁଡ଼ିଏ ପର୍ସ ମିଳିଛି।