ଗତ ମାସ ୨୭ ତାରିଖରେ ଅନୁଷ୍ଠିତ ଲାଇଭ୍ ଡିବେଟରେ ଟ୍ରମ୍ପଙ୍କ ଠାରୁ ବାଇଡେନ୍ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲେ । ଏହାପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।
ମହମ୍ମଦ ମୋକିମଙ୍କ ପଦକ୍ଷେପକୁ ବିଜେପି ଓ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି ।
ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି।
NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।
ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ। ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍...ଜୁଲାଇ ୧୮ରେ ଭୋଟ୍, ଆସନ୍ତା ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ…