BSE ଓ NSE ମଧ୍ୟରେ ଖୁବ୍ ଶୀଘ୍ର ମର୍ଜ ହେବ ବୋଲି ଚର୍ଚ୍ଚା ଏବେ ଜୋର ଧରିଛି ।
ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ, ଆଦିତ୍ୟ-L1 ଆଜି ପୃଥିବୀ ଓ ଚନ୍ଦ୍ରର ଫଠୋ ପଠାଇଛି। ଏହାସହ ସେଲ୍ଫି ମଧ୍ୟ ଉଠାଇଛି।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ଭେଟିବା ପାଇଁ ଶହଶହ ସଂଖ୍ୟାରେ ଭାରତୀୟ ଅନେଇ ବସିଥିଲେ।
ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଦେଶରୁ ଭାରତ ଆସୁଥିବା ମାନ୍ୟଗନ୍ୟ ଅତିଥିଙ୍କ ନୈଶ୍ୟ ଭୋଜନ ପାଇଁ ରୁପାରେ ତିଆରି ବାସନକୁସନ ତିଆରି କରାଯାଇଛି।
ବାଇଡେନ୍ ଭାରତ ଆସୁଥିବା ନେଇ ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ। ଏପଟେ ବାଇଡେନଙ୍କୁ ଆତିଥେୟତା ଦେବା ଅପେକ୍ଷାରେ ହୋଟେଲ୍ ଆଇଟିସି ମୌର୍ଯ୍ୟ।
ବିଜେପି ଦଳୀୟ ଅନୁଷ୍ଠାନରେ ମହିଳାଙ୍କୁ ୩୩% ସଂରକ୍ଷଣ ବ୍ୟବସ୍ଥା । ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ଦାବି କରିଆସୁଛି ବିଜେଡି ।
କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ ।
ତୋରବୁଙ୍ଗ ବାଂଲା ଓ କାନଭି ଅଞ୍ଚଳକୁ ଯିବାକୁ ବାରଣ । କୋକମି ଲୋକଙ୍କୁ ବାଟରେ ଅଟକାଇ ବୁଝାଇଲା ପୋଲିସ ।
ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। କିନ୍ତୁ କ’ଣ ଆଲୋଚନା ହେବ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ନାହାନ୍ତି । ଚର୍ଚ୍ଚା ହେଉଛି ଏକକ ନିର୍ବାଚନ ନେଇ ବିଲ୍ ଆସିବ।
ଭାରତ ବନାମ ଇଣ୍ଡିଆ। ଏହାକୁ ନେଇ ଚାଲିଛି ରାଜନୈତିକ ଝଡ। ତେବେ ଏହାରି ଭିତରେ ଆସନ୍ତୁ ଜାଣିନେବା କିପରି ହୋଇଥିଲା ଭାରତ ଶବ୍ଦର ଉତ୍ପତ୍ତି ଆଉ କାହିଁକି ହେଲା ଇଣ୍ଡିଆ।
ନୃଶଂସ ସ୍ୱାମୀ । ଯୌତୁକ ପାଇଁ ସ୍ତ୍ରୀର ଜୀବନକୁ ବାଜିରେ ଲଗାଇଦେଲା ।
ଏହା ପୂର୍ବରୁ ଭାରତୀୟ ନୌସେନାର କର୍ମଚାରୀମାନେ ଖାଇବା ସମୟରେ ହେଉ କିମ୍ବା ୱାର୍ଡରୁମ୍ରେ, ସବୁବେଳେ ଅଣ୍ଟାରେ ସେହି ଇଂରେଜ ଅମଳରୁ ‘କମରପଟି’ ପିନ୍ଧି ଆସୁଥିଲେ । ଏହି ପ୍ରଥାକୁ ଏବେ ଉଚ୍ଛେଦ କରାଯାଇଛି ।
ସଂସଦର ସ୍ୱତନ୍ତ୍ର ଅଧିବେଶନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଇଣ୍ଡିଆର ସରକାରୀ ନାମକୁ 'ଭାରତ' ରେ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି। ଏହାରି ଭିତରେ ‘ଇଣ୍ଡିଆ’କୁ ବଦଳେଇ ‘ଭାରତ’ ହେବ କି ନାହିଁ ତାହା ତ ପରକଥା, ତେବେ ଏବେ ଆସନ୍ତୁ ଜାଣିନେବା ଏମିତି କିଛି ଦେଶ ବିଷୟରେ ଯେଉଁମାନଙ୍କ ସରକାରୀ ନାମକୁ ବଦଳାଯାଇ ଅନ୍ୟ ନାମ ରଖାଯାଇଛି।
ଯୋଗୀଙ୍କ ସାନ ଭାଇ ଶୈଳେନ୍ଦ୍ର ବିଷ୍ଟ କିଛିଦିନ ତଳେ ସୁବେଦାର ମେଜର୍ ପଦବୀକୁ ପଦୋନ୍ନତି ପାଇଛନ୍ତି ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ବିଷୟରେ ଜ୍ଞାନ ନ ଥିବା ଦଳଠାରୁ ଆମେ କ’ଣ ଆଶା କରି ପାରିବା ବୋଲି କହିଛନ୍ତି ଜେପି ନଡ୍ଡା
G-20 ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆସନ୍ତାକାଲି ସେ ଭାରତ ଆସିବେ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା ।
ଆଜିକୁ ୩୭ ବର୍ଷ ତଳେ ଏକ ପ୍ଲେନ ହାଇଜାକ୍ ଘଟଣାରେ ପ୍ରାଣ ହରାଇଥିଲେ ନିର୍ଜା ଭାନଟ୍ । ନିଜର ସାହାସିକତା ଓ ବୁଦ୍ଧି ବଳରେ ଅନେକ ଲୋକଙ୍କୁ ବିପଦ ମୁହଁରୁ ବଞ୍ଚାଇଥିଲେ ।
ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ । ଯେ କେହି ଚାହିଁଲେ ବିକି ପାରିବେନି । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି ।
ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।
ଯେଉଁ ଭାରତ ମଣ୍ଡପମ୍କୁ ନେଇ ଏବେ ସାରା ଦେଶ ତଥା ବିଶ୍ୱରେ ଚର୍ଚ୍ଚା । ସେହି ଭାରତ ମଣ୍ଡପମ୍ର କ’ଣ ରହିଛି ବିଶେଷତ୍ୱ । ଆସନ୍ତୁ ଜାଣିବା ।
ପ୍ରେମିକାର କଥା ଶୁଣି ପ୍ରେମିକର ଉଡ଼ିଗଲା ହୋସ୍ । ତା’ପରେ..
ଅତିଥିଙ୍କୁ ସ୍ୱାଗତ ଲାଗି ଏଠାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଭାରତ ମଣ୍ଡପମର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚାରିଆଡ ସଫାସୁତରା କରାଯାଉଛି ।
ଭିଡିଓ ଭାଇରାଲ ହେବା ପରେ ରେଳବାଇ ଦେଇଛି ସ୍ପଷ୍ଟୀକରଣ । ଏହା ରେଳବାଇର ସ୍ୱାଭାବିକ କାର୍ଯ୍ୟକ୍ରମ କହିଲେ ଷ୍ଟେସନ ମାଷ୍ଟର ।
ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।