LGBT କମ୍ୟୁନିଟିରେ ବଢ଼ିବାରେ ଲାଗିଛି ଲିଙ୍ଗ ପରିବର୍ତ୍ତନ ସର୍ଜରୀ ଟ୍ରେଣ୍ଡ୍ । ଏହି କମ୍ୟୁନିଟିରେ ପୂର୍ବରୁ ପୁରୁଷ ଭାବେ ଜନ୍ମ ହୋଇଥିଲେ ବି, ଅନେକେ ଯୁବତୀ ବା ମହିଳାଙ୍କ ଭଳି ବଞ୍ଚିବା ଇଚ୍ଛାରେ ଶାଢ଼ି ଓ ସାଲୱାର ଆଦି ପିନ୍ଧୁଥିଲେ ।
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ ।