• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Minor girl raped
ମଣିଷ ପାଲଟିଗଲା ରାକ୍ଷସ ! ଗଣଦୁଷ୍କର୍ମ କଲେ, ପରେ କୋଇଲା ଚୁଲାରେ ଜାଳିଦେଲେ

ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ ।

Seema Haider As Raw Agent
ସନ୍ଦେହ ଥିଲା ପାକିସ୍ତାନୀ ଗୁପ୍ତଚର, ଏବେ ସେ ହେବେ ଭାରତର ଗୁପ୍ତଚର !

ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।

  • Thursday, 03 August 2023
Big B's film dialogues
ଏ କେମିତିକା ଚୋର ! ଚିକ୍କଣ କାନ୍ଥ ଦେଖି ଲେଖିଦେଲା ‘ବିଗ୍‌ ବି’ଙ୍କ ଡାଏଲଗ୍‌, ବାନ୍ଧିଲା ପୋଲିସ

କାନ୍ଥରେ ଦୁଇ ଚୋର ଚିତ୍ର ଆଙ୍କିବା ସହ ଡାଏଲଗ୍‌ ଲେଖିବା ସମୟରେ ସେଠାରେ ଲାଗିଥିବା ଏକ କାଚ ଖସିପଡ଼ିଥିଲା । ତଳେ ପଡ଼ି କାଚଟି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ।

  • Thursday, 03 August 2023
  • Thief
Allahabad HC allows ASI survey at Gyanvapi mosque
ଜ୍ଞାନବାପୀରେ ଜାରି ରହିବ ASI ସର୍ଭେ, ମୁସଲିମ୍‌ ପକ୍ଷଙ୍କ ଆବେଦନକୁ ହାଇକୋର୍ଟ ଝଟକା

ଜୁଲାଇ ୨୧ରେ ବାରାଣାସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ASI ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ ବିରୋଧ କରି ମୁସଲିମ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟରେ ଏବଂ ପରେ ହାଇକୋର୍ଟରେ ASI ସର୍ଭେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ...ଏବେ ଏହାର ଶୁଣାଣି ହୋଇ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

amit shah
କାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ଶାହ

  Haryana communal clashes
ମନୁ ମାନେସର୍ କିଏ ? ନୁହ ହିଂସାର ଭିଲେନ୍‌ କୁହାଯାଉଥିବା ଚେହେରା

ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?

Odisha Politics, BJD-BJP
ମୋଦି ସରକାରକୁ କାହିଁକି ସମର୍ଥନ କଲା BJD ? ଏବେ ହରଡ଼ ଘଣାରେ..!

ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ  ।

Fake University
ବଡ଼ ଖବର ! ସାରା ଦେଶରେ ଚାଲିଛି ୨୦ ଫେକ୍‌ ୟୁନିଭର୍ସିଟି

ଦିଲ୍ଲୀରେ ସବୁ ବଡ଼ ବଡ଼ିଆ ଅଫିସର- ନେତା- ମନ୍ତ୍ରୀ ରହୁଥିଲେ ବି ତାଙ୍କ ନାକ ତଳେ ଏତେ ପରିମାଣର ନକଲି ବିଶ୍ୱବିଦ୍ୟାଳୟ କିଭଳି ଖୋଲାଯାଇଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । 

Teen Talaq
କଳଙ୍କ ! ଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରି ନଷ୍ଟ କଲେ ଛୁଆ

ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Cheetah Death
କୁନୋ ଜତୀୟ ଉଦ୍ୟାନରେ ଗଲାଣି ୯ ଚିତାଙ୍କ ଜୀବନ

ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।

ADR Report
ADR ରିପୋର୍ଟରେ ସୂଚନା: ବଜେଟ୍‌କୁ ବଳିଗଲା ବିଧାୟକଙ୍କ ସମ୍ପତ୍ତି

ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।

Haryana's Nuh violence
ହରିୟାଣାରେ ହିଂସାର ନିଆଁ : ନୁହରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ସେବା ବନ୍ଦ

ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...

Right To Sleep
ଶୋଇବା ବେଳେ ଆପଣଙ୍କୁ କେହି ବାଧା ଦେଉଛନ୍ତି କି ? ତା’ହେଲେ ଆପଣ କେସ୍‌ କରିପାରିବେ...

ଭଲରେ ଶୋଇବା ଆପଣଙ୍କର ମୌଳିକ ଅଧିକାର। ଯଦି କେହି ଆପଣଙ୍କୁ ଶୋଇବା ପାଇଁ ମନା କରନ୍ତି କିମ୍ବା ବାଧା ଦିଅନ୍ତି ତା’ହେଲେ ଆପଣ ତାଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। 

  • Tuesday, 01 August 2023
  • Sleep
Group Clash
ହରିୟାଣାର ନୁଁହରେ ଗୋଷ୍ଠୀ ସଂଘର୍ଷ; ସ୍କୁଲ ବନ୍ଦ ସାଙ୍ଗକୁ କାଲି ଯାଏଁ ଇଣ୍ଟରନେଟ୍ ସେବା ଠପ୍‌

ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪ କୁ ବୃଦ୍ଧି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଛି।

Historic Chandrayaan-3 leaves earth, orbit heads towards moon
ପୃଥିବୀ ଛାଡ଼ି ଜହ୍ନକୁ ଯାତ୍ରା କଲା ଚନ୍ଦ୍ରୟାନ-୩

ପୃଥିବୀ ନିକଟରୁ ବିଦାୟ ନେଲା ଚନ୍ଦ୍ରୟାନ-୩। ଆଜିଠାରୁ ପୃଥିବୀ କକ୍ଷପଥକୁ ଛାଡ଼ି ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Commercial LPG gas cylinders prices slashed
ଜନତାଙ୍କ ପାଇଁ ଖୁସି ଖବର ! ଶସ୍ତା ହେଲା LPG ଗ୍ୟାସ୍‌ ସିଲିଣ୍ଡର

ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର।  କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। 

16 Killed In Crane Accident At Expressway Site,
ବଡ଼ ଅଘଟଣ: ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌, ୧୭ ମୃତ

ଶ୍ରମିକଙ୍କ ଉପରେ ଖସି ପଡ଼ିଲା କ୍ରେନ୍‌। ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ର ସାହାପୁରରେ ଜାତୀୟ ରାଜପଥ କାମ ଚାଲିଥିବା ବେଳେ ଏହି ବଡ଼ ଅଘଟଣ ଘଟିଛି।

  • Tuesday, 01 August 2023
love story
ପ୍ରେମିକ ପାଇଁ ସମୁଦ୍ର ଲଂଘିଲା ପ୍ରେମିକା, ଆନ୍ଧ୍ର ଯୁବକଙ୍କୁ ବାହାହେଲେ ଶ୍ରୀଲଙ୍କା ଯୁବତୀ

ପ୍ରେମ ପାଇଁ କିଏ ଭାରତ ଚାଲି ଆସିଲାଣି ତ କିଏ ଭାରତ ଛାଡ଼ି ଦେଲାଣି...ଲାଗୁଛି ଯେମିତି ସୀମାପାର ପ୍ରେମକାହାଣୀ ଏକ ଟ୍ରେଣ୍ଡ ପାଲଟିଗଲାଣି...

tragic incident
ପାହାଡ଼ ଉପରୁ ପଡ଼ି ନବଦମ୍ପତି ମୃତ, ବଞ୍ଚାଇବାକୁ ଯାଇ ଭାସିଗଲେ ସମ୍ପର୍କୀୟ

କି ଦୁଃଖ ଦେଲା ଦଇବ ! ବିବାହର ୧୦ ଦିନ ପୂରୁଣୁ ନବଦମ୍ପତିଙ୍କ ଜୀବନ ଚାଲିଗଲା ।

Tomato Truck missing
ଜୟପୁରକୁ ଆସୁଥିଲା ୨୧ଲକ୍ଷ ଟଙ୍କାର ଟମାଟୋ ବୋଝେଇ ଟ୍ରକ୍‌, ହେଲେ ରାସ୍ତାରୁ ଗାଏବ୍‌

ପୋଲିସର ସୂଚନାନୁସାରେ ୨୧ ଲକ୍ଷ ଟଙ୍କାର ଟମାଟୋ ନେଇ ଆସୁଥିବା ଏକ ଟ୍ରକ୍‌ ନିଖୋଜ ହୋଇଯାଇଛି । ଯାହାର ପତ୍ତା ମିଳୁନାହିଁ । ଟ୍ରକ୍‌ଟି କର୍ଣ୍ଣାଟକର କୋଲାରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା

  • Monday, 31 July 2023
Missing jawan mother emotional message to terrorists
୧୦ ମିନିଟ୍‌ରେ ଫେରୁଛି କହି ଯବାନ ନିଖୋଜ...କାନ୍ଦି କାନ୍ଦି ମାଆ କହୁଛି- ‘ଦୟାକରି ମୋ ପୁଅକୁ ଛାଡ଼ିଦିଅ, ସେ ନିରୀହ ପିଲା...’

‘ଦୟାକରି ତାକୁ ଛାଡ଼ିଦିଅ। ସେ ନିରୀହ ପିଲା। ଯଦି ସେ କିଛି ଭୁଲ୍‌ କରିଛି, ତା’ପାଇଁ ମୁଁ କ୍ଷମା ମାଗି ନେଉଛି। ହେଲେ ମୋ ପୁଅକୁ ଛାଡ଼ିଦିଅ’...ଏଭଳି କିଛି ଭାବପ୍ରବଣ ହୋଇ ଆତଙ୍କାବାଦୀକୁ ନିବେଦନ କରିଛନ୍ତି ଜଣେ ଯବାନଙ୍କ ମା’।

Today Last Day To File Income Tax Returns
ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ, ଜାଣନ୍ତୁ ଡେଡ୍‌ଲାଇନ୍‌ ପରେ କେତେ ଟଙ୍କା ଫାଇନ୍‌ ଗଣିବେ...

୨୦୨୩-୨୪ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଦାଖଲର ଆଜି ଶେଷ ଦିନ। ଗତକାଲି ସୁଦ୍ଧା ପ୍ରାୟ ୬ କୋଟି ରିଟର୍ଣ୍ଣ ଫାଇଲିଂ ହୋଇଛି ।

ଆଇଆଇଟି କ୍ୟାଣ୍ଟିନରେ ବିବାଦୀୟ ପୋଷ୍ଟର; ‘ଏଠି କେବଳ ଶାକାହାରୀ ବସିବେ’

ହଷ୍ଟେଲ ପକ୍ଷରୁ ମଧ୍ୟ ମେଲ୍‌ ଆସିଥିଲା । କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା ।

 Women In Manipur Video Approach Supreme Court
ମଣିପୁର ଭାଇରାଲ୍‌ ଭିଡିଓ ମାମଲା: ସୁପ୍ରିମକୋର୍ଟ ପହଞ୍ଚିଲେ ପୀଡ଼ିତା

ମଣିପୁର ଭାଇରାଲ୍‌ ଭିଡ଼ିଓ ମାମଲାରେ ୨ ଜଣ ପୀଡ଼ିତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରନ୍ତୁ ବୋଲି ପୀଡ଼ିତା ପିଟିସନ୍‌ ଦାଖଲ କରିଛନ୍ତି।

4 dead after Railway Protection Force jawan opens fire on train
ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ RPF କନଷ୍ଟେବଲ୍‌, ୪ ମୃତ

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। RPF କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।