• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Upi Payment

upi
ଆଶ୍ଚର୍ଯ୍ୟ କଲା ସର୍ଭେ ରିପୋର୍ଟ; ୭୫ପ୍ରତିଶତ ଲୋକ ବନ୍ଦ କରିବେ UPI ପେମେଣ୍ଟ !

ଆଜିକାଲି ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ପ୍ରାୟ ଅଧିକାଂଶ ଲୋକ ବ୍ୟବହାର କରୁଛନ୍ତି। ପାନ ଦୋକାନରୁ ଆରମ୍ଭ କରି ପରିପରିବା ଷ୍ଟଲରେ QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। UPI ବିନା ପେମେଣ୍ଟ ଦୁନିଆର କ’ଣ ହେବ ତାହା ଆପଣ କଳ୍ପନା କରି ପାରୁଛନ୍ତି କି ?

How to make upi payment without internet
Technology: ନେଟ୍ ପ୍ୟାକ୍ ନାହିଁ, ଦରକାର ପଡୁଛି UPI ପେମେଣ୍ଟ; ଜାଣନ୍ତୁ ବିନା ଇଣ୍ଟର୍‌ନେଟ୍‌ରେ କିପରି କରିବେ

ଆପଣ UPI ମାଧ୍ୟମରେ ୧ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ। ଏହା ଇଣ୍ଟରନେଟ୍ ଆବଶ୍ୟକ କରେ। କିନ୍ତୁ ଆପଣ ଜାଣନ୍ତି କି ଇଣ୍ଟରନେଟ୍ ବିନା ଆପଣ ମଧ୍ୟ UPI ପେମେଣ୍ଟ୍ କରିପାରିବେ। ତେବେ ଆସନ୍ତୁ ବିନା ଇଣ୍ଟରନେଟ୍‌ରେ କିପରି ଏହା ସମ୍ଭବ ହୋଇପାରିବ ସେ ପଦ୍ଧତିଗୁଡିକ ଜାଣିବା।

How to change your upi pin without debit card on google pay
Google Pay: ଡେବିଟ୍ କାର୍ଡ ନ ଥିଲେ ବି Google Payରେ ଖୋଲିପାରିବେ ଆକାଉଣ୍ଟ୍, କରିପାରିବେ UPI PIN ପରିବର୍ତ୍ତନ

ଆପଣ ଏବେ ଡେବିଟ୍ କାର୍ଡ ବିନା Google Pay ବ୍ୟବହାର କରିପାରିବେ। ଡେବିଟ୍ କାର୍ଡ ନ ହେଲେ ମଧ୍ୟ ଆପଣ Google Pay ରେ UPI ଆକାଉଣ୍ଟ ସୃଷ୍ଟି କରିପାରିବେ, UPI PIN କୁ ମଧ୍ୟ ପରିବର୍ତ୍ତନ କରିପାରିବେ।

UPI transactions
ବନ୍ଦ ହେବ ମାଗଣା ଟ୍ରାଞ୍ଜାକ୍ସନ ! ଏଣିକି UPI ପେମେଣ୍ଟରେ ଲାଗିପାରେ ଶୁଳ୍କ

ବର୍ତ୍ତମାନ UPI କ୍ଷେତ୍ରରେ ଫୋନ ପେ', ଗୁଗଲ ପେ’ର ଦବଦବା ରହିଛି। ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କର କଡା କାର୍ଯ୍ୟାନୁଷ୍ଠାନ ପରେ ଫୋନ ପେ, ଗୁଗଲ ପେ’ର ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ବଢିଛି ।

UPI Payment
ଦୀର୍ଘଦିନ ହେବ UPI ପେମେଣ୍ଟ ନ କରୁଥିଲେ, ନୂଆବର୍ଷରୁ ବନ୍ଦ ହୋଇଯିବ ଆକାଉଣ୍ଟ

ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ ।

UPI Payment
ଲକ୍ଷେ ନୁହେଁ ଏଣିକି ୫ ଲକ୍ଷ ଯାଏ କରିପାରିବେ UPI ପେମେଣ୍ଟ..ଜାଣନ୍ତୁ..

ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ୟୁପିଆଇ ପେମେଣ୍ଟ ହେଉଥିଲା । ବର୍ତ୍ତମାନ ୨ଟି କ୍ଷେତ୍ରରେ ଆପଣ ୫ ଲକ୍ଷ ଯାଏ ପେମେଣ୍ଟ କରିପାରିବେ ।

PhonePe, Google Pay, Paytm transactions fail for last 3 days
କାମ କରୁନି UPI ପେମେଣ୍ଟ ! ଫୋନ୍ ପେ’, ପେଟିଏମ୍, ଗୁଗଲ୍ ପେ’ରେ ହେଉନି ଟ୍ରାଞ୍ଜାକ୍ସନ !

ଟଙ୍କା ପଠାଇବା ବେଳେ ବାରମ୍ବାର ଫେଲ୍ ହେବା ସହ ଟେକ୍ନିକାଲ୍‌ ସମସ୍ୟା ଦେଖିବାକୁ ମିଳିଛି । ବିଶେଷ ଭାବେ ଫୋନ୍ ପେ’ରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି । 

UPI Payment Charges From 1st April
ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ ! ଜାଣନ୍ତୁ କାହା ପାଇଁ ଲାଗିବ ଏକ୍ସଟ୍ରା ଚାର୍ଜ...

ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ। 

UPI payment
ଏଣିକି ବିନା ପିନ୍‌ରେ କରିପାରିବେ ଟଙ୍କା କାରବାର; ଜାଣନ୍ତୁ ଏହି ସୁଯୋଗ ଦେଉଛି କେଉଁ ବ୍ୟାଙ୍କ

ବର୍ତ୍ତମାନ ବିନା ପିନ୍‌ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି ।

Know what to do when money is transferred to a wrong account
ଅନ୍‌ଲାଇନ୍‌ରେ ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଛନ୍ତି କି ? ଜାଣନ୍ତୁ କ’ଣ କରିବେ...

ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍‌ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍‌ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।

UPI apps may impose transaction limit soon
ଏଣିକି UPI ପେମେଣ୍ଟ୍‌ ଆପ୍‌ରେ ମନ ଇଚ୍ଛା ଟଙ୍କା ପଠାଇ ପାରିବେନି, ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ନୂଆ ନିୟମ...

ଖୁବ୍‌ଶୀଘ୍ର ଗୁଗଲ୍‌ ପେ’, ଫୋନ୍‌ ପେ’, ପେଟିଏମ୍ ଓ ଅନ୍ୟ ୟୁପିଆଇ ପେମେଣ୍ଟ୍‌ ଆପ୍‌(UPI payment)ରେ ଟ୍ରାଞ୍ଜାକ୍ସନ ଲିମିଟ୍‌ ଲାଗୁ ହେବାକୁ ଯାଉଛି।

Now UPI Payment Via Credit Card Soon
Good News: ଏଣିକି କ୍ରେଡିଟ୍‌ କାର୍ଡରୁ କରିପାରିବେ UPI ପେମେଣ୍ଟ; ଜାଣନ୍ତୁ, କେମିତି...

ଅନ୍‌ଲାଇନ୍‌ ପେମେଣ୍ଟ୍‌ (Online Payment) ଓ ଟ୍ରାଞ୍ଜାକ୍ସନ (Digital Transaction) ପାଇଁ ୟୁପିଆଇ (UPI) ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଏଣିକି କ୍ରେଡିଟ୍‌ କାର୍ଡରୁ କରିପାରିବେ UPI ପେମେଣ୍ଟ।