ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।
ଖୁବ୍ଶୀଘ୍ର ଗୁଗଲ୍ ପେ’, ଫୋନ୍ ପେ’, ପେଟିଏମ୍ ଓ ଅନ୍ୟ ୟୁପିଆଇ ପେମେଣ୍ଟ୍ ଆପ୍(UPI payment)ରେ ଟ୍ରାଞ୍ଜାକ୍ସନ ଲିମିଟ୍ ଲାଗୁ ହେବାକୁ ଯାଉଛି।
ଅନ୍ଲାଇନ୍ ପେମେଣ୍ଟ୍ (Online Payment) ଓ ଟ୍ରାଞ୍ଜାକ୍ସନ (Digital Transaction) ପାଇଁ ୟୁପିଆଇ (UPI) ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଏଣିକି କ୍ରେଡିଟ୍ କାର୍ଡରୁ କରିପାରିବେ UPI ପେମେଣ୍ଟ।