ସିକ୍କିମ ଫ୍ଲାସ ଫ୍ଲଡ ପରେ ଚାଲିଛି ରେସ୍କ୍ୟୁ ଅପରେସନ । ଭାରତୀୟ ସେନାର ତ୍ରିଶକ୍ତି କୋର ବାହିନୀ ଲଗାତାର ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫ୍ଲାସଫ୍ଲଡ୍ ଯୋଗୁ ବିଛିନ୍ନ ହୋଇଯାଇଥିବା ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା କରୁଛି ଭାରତୀୟ ସେନା । ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନା ଚଳାଇଛି ଅପରେସନ ।
Also Read
ଉତ୍ତର ସିକ୍କିମରେ ତିସ୍ତାନଦୀର ପ୍ରଖର ସ୍ରୋତ ଭିତରେ ସେନାର ଯବାନ ନିର୍ମାଣ କରିଛନ୍ତି ବ୍ରିଜ । ଏହି ଭଜୁଆଲ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛି ତ୍ରିଶକ୍ତି କୋର । ବର୍ତ୍ତମାନ ସୁଦ୍ଧା ସେନା ପକ୍ଷରୁ ୨୪୫ ଜଣଙ୍କୁ ଉଦ୍ଧାର କରାଗଲାଣି ।
“We will either find a way, or make one”#TrishaktiCorps Sappers continue to rebuild & reconnect areas cut off during the #GLOF . Working under adverse weather conditions, the Sappers constructed a foot suspension bridge over Mighty Teesta river in North #Sikkim… pic.twitter.com/sOYiHaD58T
— Trishakticorps_IA (@trishakticorps) October 17, 2023