ଆମ ଦେଶ ଭାରତ ବିରାଟ ପରିବର୍ତ୍ତନ ଆଡ଼କୁ ଗତି କରୁଛି । ଆଗାମୀ ସମୟରେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ଚିହ୍ନବର୍ଣ୍ଣ ରହିବ ନାହିଁ ।
ଆଜି ଦିନ ୧୧ଟା ୪୫ରେ ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିବ । ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି କକ୍ଷ ପ୍ରସାରିତ କରିବ ।
ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି ।
ସୂର୍ଯ୍ୟ ସକଳ ଶକ୍ତିର ଆଧାର । ସୌରଜଗତର କେନ୍ଦ୍ରବିନ୍ଦୁ । ପ୍ରାୟ ୪୫୦ କୋଟି ବର୍ଷ ତଳୁ ଅନବରତ ଜଳୁଥିବା ଏହି ଅଗ୍ନିପିଣ୍ଡ ଏତେ ବିଶାଳ ଯେ, ଏହାଭିତରେ ରହିପାରିବ ୧୩ ଲକ୍ଷଟି ପୃଥିବୀ । ହେଲେ ଏବେ ମଧ୍ୟ ଆମକୁ ଅଜଣା ସୂର୍ଯ୍ୟର ଅନେକ ରହସ୍ୟ..
ଏବେବି ରହସ୍ୟ ଘେରରେ ସୂର୍ଯ୍ୟର ଅନେକ ଦିଗ। ଆଜିସୁଦ୍ଧା ସୂର୍ଯ୍ୟର ବିଭିନ୍ନ ପ୍ରକ୍ରିୟାକୁ ଭଲଭାବେ ବୁଝିପାରିନାହାନ୍ତି ବୈଜ୍ଞାନିକ। ତେବେ ଆଦିତ୍ୟ-L1 ଭଳି ସୌର ଅଭିଯାନ ଖାଲି ସୂର୍ଯ୍ୟ ନୁହେଁ, ବ୍ରହ୍ମାଣ୍ଡର ଅଗଣିତ ନକ୍ଷତ୍ର ସଂପର୍କରେ ବି ଅନେକ ନୂଆ ତଥ୍ୟ ଉଜାଗର କରିବ ବୋଲି ଆଶା କରାଯାଉଛି। ନଜର ପକାନ୍ତୁ, ଭାରତ ପୂର୍ବରୁ କେଉଁ କେଉଁ ଦେଶ ସୂର୍ଯ୍ୟ ଆଡ଼କୁ ପଠାଇଛନ୍ତି ମହାକାଶଯାନ।...
କାଣ୍ଡିରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯାଉଛି। ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି ।
ମଣିପୁର ଭଳି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ ।
ନିର୍ଦ୍ଧାରତ ସମୟ ଅନୁସାରେ ଦିନ ୧୧ଟା ୫୦ରେ ‘ଆଦିତ୍ୟ L1’ ଉତ୍କ୍ଷେପଣ କରାଯାଇଛି । PSLV-C57ରେ ‘ଆଦିତ୍ୟ L1’ର ଉତ୍କ୍ଷେପଣ ହୋଇଛି ।
ଯେଉଁ ମଧ୍ୟବିତ୍ତ ଲୋକେ ଯଦି ଘର ନିର୍ମାଣ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମଧ୍ୟ କିଛି ଫାଇଦା ମିଳିବ । ଅଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରିବ । ଯାହା ଫଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଇଣ୍ଡିଆ ପାକିସ୍ତାନ ଟକ୍କର । ଆଜି ହେବ ସୁପର ମୁକାବିଲା । କାଣ୍ଡିରେ ହାଇଭୋଲଟେଜ୍ ମ୍ୟାଚ । ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ।
ଇସ୍ରୋର ସୌର ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆଜି ଦିନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଆଦିତ୍ୟ L1 ଉତ୍କ୍ଷେପଣ ହେବ।
‘ୱାନ୍ ନେସନ ୱାନ୍ ଇଲେକ୍ସନ୍’ କୁ ନେଇ ସବୁଠି ଚର୍ଚ୍ଚା । ମୋଦି ସରକାରର ତୃତୀୟ ସ୍ୱତନ୍ତ୍ର ଅଧିବେସନକୁ ନେଇ ସସ୍ପେନ୍ସ ବଢୁଛି । କାରଣ ଏଯାଏଁ ଏଜେଣ୍ଡା ଘୋଷଣା ହୋଇନି । ଦେଶରେ ଏକକ ନିର୍ବାଚନ ଲାଗି କେନ୍ଦ୍ର କସରତ କରୁଥିବା ବେଳେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ନେଇ ଆଲୋଚନା କରାଯାଇପାରେ ବୋଲି ସମ୍ୱିଧାନ ବିଶାରଦଙ୍କ ମତ । ଅନ୍ୟପଟେ ଆଗୁଆ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ବି ଝଡ଼ ଦେଖାଦେଲାଣି ।
ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ ।
ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ ।
ସେପ୍ଟେମ୍ୱର ୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେସନ। ୱାନ ନେସନ ୱାନ୍ ଇଲେକସନ୍ ବା ଏକକ ନିର୍ବାଚନକୁ ନେଇ ବଢିଲା ଚର୍ଚ୍ଚା। ଖୋରାକ ଯୋଗାଇଲା କେନ୍ଦ୍ର ପକ୍ଷରୁ ଗଠିତ ଏ ସଂକ୍ରାନ୍ତୀୟ ସ୍ୱତନ୍ତ୍ର କମିଟି ।
ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମିଳିବ ପିତାମାତାଙ୍କ ସମ୍ପତ୍ତିରୁ ଭାଗ ।
କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବାସଭବନରେ ଶୁକ୍ରବାର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ପୋଲିସ୍ ଜବତ କରିଛି।
‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ।
ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ଭରି ରହିଛି ସଲଫର୍। ତେବେ ଏହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ? ଚନ୍ଦ୍ରୟାନ-୩ ମିଶନ ଜହ୍ନ ରାଇଜରେ ବିଭିନ୍ନ ଉପାଦାନ ଠାବ କରିଥିଲେ ବି, ସଲଫର୍କୁ ନେଇ ଅଧିକ ଉତ୍ସାହିତ ଇସ୍ରୋ ।
ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ଶହ ମିଟର ଗଡ଼ିବ।
ମୁମ୍ବାଇ ସହର ଭିତରେ ପଶି ୨ ଜଣ ପାକିସ୍ତାନ ନାଗରିକ ସହରର ଲ୍ୟାଣ୍ଡ୍ମାର୍କ ହୋଟେଲ କୁହାଯାଉଥିବା ତାଜ୍ ହୋଟେଲ ଉଡ଼ାଇ ଦେବେ। ଏଭଳି ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି।
ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ପରେ ଏବେ କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପାଇଛି। ୧୯ କିଲୋ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି।
ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ କିମ୍ବା ଦୋହଲାଇ ଦେବା ଭଳି ଗତିବିଧିକୁ ରେକର୍ଡ କରାଯାଇଛି। ଏନେଇ ଗୁରୁବାର ଦିନ ଇସ୍ରୋ(ISRO) ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।
ତାଲିବାନୀ ଶାସନକୁ ପ୍ରୋତ୍ସାହନ ଦେଉଥିବାରୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସିପିଆଇଏମ୍ ନେତାମାନେ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି ।
ଅତିଥିଙ୍କ ସ୍ୱାଗତ ପାଇଁ ସାରା ଦେଶରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ G20 କାର୍ଯ୍ୟକ୍ରମ ଆୟୋଜନ ହେଉଛି ।