ରିଲ୍ ତିଆରି କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସୌକ ପାଲଟିଛି । ଏଥି ପାଇଁ ଯାହା ଯେତେ ପ୍ରକାର କାରନାମା । କିଏ ଗଛ ଚଢ଼ୁଛି ତ ଆଉ କିଏ ପାହାଡ଼ ଉପରୁ ଡେଉଁଛି । ଭ୍ୟୁଜ୍ ପାଇବା ପାଇଁ ଅନେକ ନିଜ ଜୀବନ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି ।
କିଛି ଦର୍ଶକ ସେମାନଙ୍କ ଉପରକୁ ଜାଲ୍ ନୋଟ୍ ଫିଙ୍ଗିଥିଲେ । ପୋଲିସ ଉକ୍ତ ସ୍ଥାନରୁ ମଦ ବୋତର ଜବତ କରିବା ସହ କିଛି ଲୋକଙ୍କୁ ଗିରଫ କରିଥିଲା ।
ବୟସ ୭୦ ପାର୍ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ
ବିଦ୍ୟାଳୟ ଯାଇ ପିଲାଙ୍କ ପାଇଁ ନାଚ ଶିଖୁଛନ୍ତି ଅଭିଭାବିକାମାନେ.. ହେଲେ କାହିଁକି ?
ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍ ନୁହଁନ୍ତି’।
ଆରେ ବାପ୍ରେ ବାପ୍ !! ବାହାଘରରେ ଜବରଦସ୍ତ ଠୁମକା ଲଗାଇଲେ ଏହି ବ୍ୟକ୍ତି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ହୋଲି ଖେଳ ହେଉଛି ମାନେ ଟିକେ ସୁରାପାନ ନହେଲେ କଣ ହେବ। ଆଉ ସୁରାପାନ ପରେ କିଏ ଚାଲୁଚାଲୁ ଗଳି ପଡ଼ୁଛି ତ କିଏ ତଳେ ମାରୁଛି ଦିଗଡା। ନିଶାରେ ପୁରା ଚୁର୍ ହୋଇ ନାଳରେ ପଡ଼ି ନଙ୍ଘା ଗଡୁଛି।