ସମଲିଙ୍ଗୀ ବିବାହ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନଃ ସମୀକ୍ଷା କରାଯିବ। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି ପୂର୍ବରୁ ରାୟ ଦେଇଥିଲେ। ତେବେ ଉକ୍ତ ରାୟର ସମୀକ୍ଷା ପାଇଁ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ଜୁଲାଇ ୧୦ତାରିଖରେ ହେବ।
ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।
ଭାରତରେ ସମଲିଙ୍ଗୀ ସଂପର୍କ ଏକ ଅପରାଧ ନୁହେଁ । ଧାରା ୩୭୭କୁ ପୂର୍ବରୁ ଅପରାଧମୁକ୍ତ କରିସାରିଛନ୍ତି ସୁପ୍ରିମକୋର୍ଟ । ହେଲେ ସମଲିଙ୍ଗୀ ଯୋଡ଼ି ଆଇନତଃ ବିବାହ କରିପାରିବେ କି ନାହିଁ, ତାକୁ ନେଇ ଲାଗି ରହିଛି ବିବାଦ ।
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ ।
ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ କ’ଣ ରହିଛି ରାୟ..
ସମଲିଙ୍ଗୀ ବିବାହକୁ ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବେ ।
ସମଲିଙ୍ଗୀ ବିବାହକୁ ବର୍ତ୍ତମାନ ପ୍ରଚଳିତ ଥିବା ବିବାହ ପରି ମାନ୍ୟତା ଦେବାକୁ ନେଇ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି ।