/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697474018.jpg)
Supreme court
ଗର୍ଭପାତକୁ ନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ୨୬ ସପ୍ତାହ ପରେ ଏଣିକି ଆଉ ହୋଇପାରିବନି ଗର୍ଭପାତା ।ଗର୍ଭପାତ ଆବେଦନକୁ ଅଗ୍ରାହ୍ୟ କରିବା ସହ ଏଭଳି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଜଣେ ମହିଳା ।ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ ଗର୍ଭପାତ ପାଇଁ ସେ ଅନୁମତି ମାଗିଥିଲେ ବୋଲି କୁହାଯାଇଛି ।
Advertisment
ତେବେ ୨୪ ସପ୍ତାହ ପରେ ଗର୍ଭପାତ ବିପଜ୍ଜନକ ଥିବାରୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଛନ୍ତି ।ଆବେଦନ ଅଗ୍ରାହ୍ୟ ସହ ନବଜାତର ଦାୟିତ୍ୱ ସରକାର ନେବେ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଜନ୍ମ ପରେ ଶିଶୁର ଚିକିତ୍ସା ଦାୟିତ୍ୱ ସରକାର ନେବେ ବୋଲି କୋର୍ଟ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)