• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2023 Men S World Cup

Father Kills Son
ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ବେଳେ ଟିଭି ବନ୍ଦ କରିଦେଲା ପୁଅ; ରାଗରେ ତଣ୍ଚି ଚିପି ମାରିଦେଲା ବାପା

ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବା ପାଇଁ ନିଜ ପୁଅକୁ ଜୀବନରୁ ମାରିଦେଇଛି ବାପା । ଏହି ଘଟଣାରେ କାନପୁର ପୋଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

Ind Vs Aus
ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ

ଟସ୍‌ ଜିତି ବୋଲିଂ କରିବାକୁ ଅଷ୍ଟ୍ରେଲିଆର ନିଷ୍ପତ୍ତି ନେଇଛି ।

Rohit Sharma on Dravid
‘ରାହୁଲ ଦ୍ରାବିଡ଼ଙ୍କ ପାଇଁ ବିଶ୍ୱକପ୍‌ ଜିତିବାକୁ ଚାହୁଁଛୁ’: ରୋହିତ ଶର୍ମା

ଫାଇନାଲ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋହିତ । ଚଳିତ ବିଶ୍ୱକପ୍‌ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ପାଇଁ ଜିତିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

World Cup Final
ଗ୍ରାଣ୍ଡ ଫିନାଲେ ପୂର୍ବରୁ ଦେଶବ୍ୟାପୀ କ୍ରିକେଟ୍ ଜ୍ୱର, ୨୦୦୩ର ବଦଲା ନେବାକୁ ପ୍ରସ୍ତୁତ ରୋହିତ୍ ବ୍ରିଗେଡ

ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।

India  vs Australia
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଦକ୍ଷିଣ ‍ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍‌ ଟିକେଟ୍।

India reach Final
୧୨ ବର୍ଷ ପରେ ପୁଣି କ୍ରିକେଟ୍ ବିଶ୍ୱକପ ଫାଇନାଲରେ ଭାରତ

ଟିମ୍ ଇଣ୍ଡିଆ ହାତ ପାହାନ୍ତାରେ ୱାଲର୍ଡ କପ୍ ଟ୍ରଫି। ୧୨ ବର୍ଷ ପରେ ପୁଣି କ୍ରିକେଟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହ ୨୦୧୯ ପରାଜୟର ବଦଲା ନେଇଛି ।

India reach Final
୧୨ ବର୍ଷ ପରେ ବିଶ୍ୱକପ ଫାଇନାଲରେ ଭାରତ, ଆସନ୍ତା ୧୯ରେ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ପରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିବା ଶାମି ପୁରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ୬ଟି ମ୍ୟାଚରେ ତିନି ତିନି ଥର ୫ ୱିକେଟ୍ ସଫଳତା ପାଇଛନ୍ତି । ଆଉ ୨୩ଟି ୱିକେଟ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ ହାସଲକାରୀ ହୋଇଛନ୍ତି ।

Ind vs Nz Semi Final
ଭାରତ-ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ: ୧ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍

ଟିକେଟ୍ ବ୍ଲାକ୍‌ ହେଉଥିବା ଜାଣି ମୁମ୍ବାଇ ପୋଲିସ ଚଢ଼ାଉ କରି ବ୍ଲାକ୍ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଟିକେଟ ଜବତ କରିଛି । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ୍-୧ର ଡିସିପି ପ୍ରବୀଣ ମୁଣ୍ଡେ ।

Ind Vs Ned
ଶ୍ରେୟସ-ରାହୁଲଙ୍କ ବିସ୍ଫୋରକ ଶତକ; ନେଦରଲାଣ୍ଡସକୁ ୪୧୧ ରନର ଟାର୍ଗେଟ

ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଥିବା ମୁକାବିଲାରେ ନେଦରଲାଣ୍ଡସ ଆଗରେ ୪୧୧ ରନର ଟାର୍ଗେଟ ରଖିଛି ଭାରତ ।

Ind vs Pak
ପାକିସ୍ତାନ ପାଇଁ ବଦଳିଯିବ ଭାରତର ସେମିଫାଇନାଲ ଭେନ୍ୟୁ ! ଜାଣନ୍ତୁ କାରଣ..

ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

Sri Lanka Cricket Board
ବିଶ୍ୱକପ୍‌ରେ ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ ।

Angelo Mathews
କ୍ରିଜ୍‌ରେ ବିଳମ୍ବରେ ପହଞ୍ଚିଲେ ମାଥ୍ୟୁସ୍‌; ଅମ୍ପାୟାର ଦେଖାଇଲେ ପାଭେଲିଅନ୍‌ ରାସ୍ତା

ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟର ଭାବେ ମାଥ୍ୟୁସ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।

Virat Kohli
ବିରାଟ ରଚିଲେ ଇତିହାସ; ଜନ୍ମଦିନରେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ

ଅପେକ୍ଷାର ଅନ୍ତ ଘଟିଲା । ଯେଉଁ ଇନିଂସ ପାଇଁ ଫ୍ୟାନ୍ସ ଗତ କିଛି ମ୍ୟାଚ୍‌ ହେଲା ଅପେକ୍ଷା କରିଥିଲେ । ଆଜି ତାହାର ଅନ୍ତ ଘଟିଛି । କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି ।

Ind Vs SA
ବୋଲିଂରେ ଜାଡେଜାଙ୍କ ଯାଦୁ; ବିଶ୍ୱକପ୍‌ରେ ଭାରତର ବିଜୟ ଧାରା ଅବ୍ୟାହତ

ବିଶ୍ୱକପ୍‌ କ୍ରିକେଟରେ ଭାରତର ଲଗାତର ଅଷ୍ଟମ ବିଜୟ ହାସଲ କରିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ପରାସ୍ତ କରିଛି ଭାରତ।

Virat Kohli
ଅପେକ୍ଷାର ଅନ୍ତ ଘଟିଲା; କ୍ରିକେଟ୍‌ର ଭଗବାନ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି । ଏକଦିବସୀୟ କ୍ରିକେଟ୍‌ରେ ୪୯ଟି ଶତକ ହାସଲ କରି ସେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

Ind vs SA
ସୁପର ସନଡେରେ ସୁପର ମୁକାବିଲା, ଦୁଇ ଟପ ଟିମଙ୍କ ମଧ୍ୟରେ ଫାଇଟ

ଆଜି ବିଶ୍ୱକପରେ ଭାରତ-ସାଉଥ ଆଫ୍ରିକା ଟକ୍କର । ଇନଫର୍ମ ରୋହିତ ଆଣ୍ଡ କୋ’ର ମୁକାବିଲା ଅନ୍ୟତମ ଟାଇଟଲ ଫେଭରିଟ ଦକ୍ଷିଣ ଆଫ୍ରିକା ସହ ।

Pak vs NZ
ବିଶ୍ୱକପ୍ କ୍ରିକେଟରେ ବଡ଼ ଟ୍ୱିଷ୍ଟ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ରେସ୍‌କୁ ଫେରିଲା ପାକିସ୍ତାନ

ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍‌କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି ।

Pakistan Cricketers
'ବିଶ୍ୱକପ୍‌ରେ ଭଲ ନ ଖେଳିବା ପଛରେ IPL'

"ପାକିସ୍ତାନ ବିଶ୍ୱକପ ଟିମରେ ଥିବା ଖେଳାଳି ଭାରତରେ ପ୍ରଥମ ଥର ଖେଳୁଛନ୍ତି । ସେଥିପାଇଁ ଏଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ଟିକେ ସମୟ ଲାଗୁଛି ।"

Ind Vs SL
ଭାରତର ବୃହତ ବିଜୟ; ପ୍ରଥମ ଦଳ ଭାବେ ସେମିରେ ଏଣ୍ଟ୍ରି ମାରିଲା ଟିମ୍‌ ଇଣ୍ତିଆ

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା।

Mitchell Marsh
ବିଶ୍ୱକପ୍‌ ମଝିରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଘରକୁ ଫେରିଗଲେ ଏହି ଷ୍ଟାର୍‌ ଅଲରାଉଣ୍ତର

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଟିମ୍‌ର ଷ୍ଟାର ଖେଳାଳି । ଟିମ୍‌ର ଏହି ଷ୍ଟାର ଅଲରାଉଣ୍ତର ଫେରିଯାଇଛନ୍ତି ଅଷ୍ଟ୍ରେଲିଆ ।

England
ଇଂଲଣ୍ଡକୁ ଡବଲ ଝଟକା, ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ କ୍ୱାଲିଫାଏ କରିପାରିବନି ଇଂଲଣ୍ଡ !

୨୦୨୫ରେ ପୁଣି ଫେରୁଛି ଆଇସିସି ଚାମ୍ପିଅନ୍ସ ଟ୍ରଫି। ଏହାକୁ ଆୟୋଜିତ କରିବାର ଅଧିକାର ମିଳିଛି ପାକିସ୍ତାନକୁ। ତେବେ ଏହି ଚାମ୍ପିଅନ୍ସ ଟ୍ରଫି କ୍ୱାଲିଫାଏକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

India vs NewZealand
ନ୍ୟୁଜିଲାଣ୍ଡକୁ ୨୭୩ ରନ୍‌ରେ ଅଲଆଉଟ କଲା ଭାରତ, କମ୍‌ବ୍ୟାକ୍‌ ମ୍ୟାଚ୍‌ରେ ୫ ୱିକେଟ ନେଲେ ସାମି

ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍‌ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍‌ କରିଥିଲେ।

Ind Vs NZ
ଦୁଇ ଅପରାଜେୟ ଟିମ୍‌ ମଧ୍ୟରେ ଟକ୍କର; ଟେବୁଲ୍‌ ଟପର୍‌ ପାଇଁ ଜୋରଦାର ହେବ ଲଢ଼େଇ

ଆଜିର ମ୍ୟାଚ ଜିତି ଉଭୟ ଦଳ ସେମିଫାଇନାଲ ନିକଟତର ହେବାକୁ ଚାହିଁବେ ନିଶ୍ଚୟ।

Afghanistan Win
ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ, ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସାମ୍ନାରେ ୨୮୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ। ତେବେ ଏହି ଟାର୍ଗେଟକୁ ପୂରଣ କରିପାରିନଥିଲା ଇଂଲଣ୍ଡ। ମାତ୍ର ୨୧୫ ରନ୍‌ କରି ଅଲଆଉଟ ହୋଇଥିଲା ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ।