• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sexual harassment
ବାରମ୍ବାର ପ୍ରଫେସର ଦେଉଥିଲେ ଯୌନ ନିର୍ଯାତନା ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୫୦୦ ଛାତ୍ରୀ

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପାଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ସବୁ ଘଟଣାକୁ ଗୋଟି ଗୋଟିକରି ବର୍ଣ୍ଣନା କରିବା ସହ ବିଶ୍ୱ ବିଦ୍ୟାଳୟରୁ ଖୁବ୍‌ ଶୀଘ୍ର ତାଙ୍କୁ ବିଦା କରିବାକୁ ଦାବି କରିଛନ୍ତି ।

Boycott Maldives
ମୋଦିଙ୍କ ବିରୋଧରେ ମନ୍ତବ୍ୟ ପାଇଁ ମାଲଡିଭ୍ସ ହାଇକମିଶନରଙ୍କୁ ସମନ

ମୋଦିଙ୍କ ବିରୋଧରେ ମାଲଡିଭ୍ସର ୩ ମନ୍ତ୍ରୀ ମନ୍ତବ୍ୟ ଦେବା ପ୍ରସଙ୍ଗରେ ସମନ ହୋଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଲଡିଭସର ୩ ମନ୍ତ୍ରୀ ।

'Dead' man walking: 45-year-old killed 5 years ago now living with new wife in Delhi
ପରିବାର ଜାଣିଥିଲା ହୋଇଯାଇଛି ମୃତ୍ୟୁ; ହେଲେ ଅନ୍ୟ ମହିଳାଙ୍କୁ ବିବାହ କରି ଦିଲ୍ଲୀରେ ରହୁଥିଲେ ବ୍ୟକ୍ତି

୨୦୧୮ରେ ଯୋଗେନ୍ଦ୍ର କୁମାର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ହଠାତ୍‌ ଘରୁ କେଉଁଆଡ଼କୁ ଚାଲିଯାଇଥିଲେ । ପରେ ପରିବାର ଓ ପତ୍ନୀ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ।

Pregnant women
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମା’ ହେବାକୁ ମହିଳାଙ୍କ ଜିଦି; ଅପରେସନ୍‌ ହୋଇ ଜନ୍ମନେବେ ୩୦ ଶିଶୁ

ଏପରି ଏକ ନିଆରା ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିଧୀକୁ ଆସିଛି । କିଛି ମହିଳା ଜାନୁଆରୀ ୨୨ ତାରିଖ ଦିନ ନିଜର ସନ୍ତାନକୁ ଜନ୍ମ ଦେବାନେଇ ଏକ ମେଡିକାଲର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି ।

Ram Mandir
ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ସଜବାଜ; ପ୍ରଭୁ ଶ୍ରୀରାମଙ୍କ ପାଇଁ ଆସୁଛି ସ୍ୱତନ୍ତ୍ର ଉପହାର

ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ ।

Ram Mandir
ପାଖେଇ ଆସୁଛି ପ୍ରାଣପ୍ରତିଷ୍ଠା ତିଥି, ଚାଲିଛି ନିରବଛିନ୍ନ ତୟାରି

ମଝିରେ ମାତ୍ର ୧୪ ଦିନ । ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ଭକ୍ତଙ୍କ ଉତ୍କଣ୍ଠା ବଢ଼ିବା ସହ ଆୟୋଜକଙ୍କ ତୟାରି ବି ସେତିକି ତୀବ୍ର ହେଉଛି।

Ram Mandir
ପାଖେଇ ଆସୁଛି ପ୍ରାଣପ୍ରତିଷ୍ଠା ତିଥି, ଅଯୋଧ୍ୟା କାନ୍ଥ କହୁଛି ରାମ କାହାଣୀ

ସଜେଇ ହେଲାଣି ସିଂହଦ୍ୱାର। ଗଢ଼ା ଚାଲିଛି ଗଜଦ୍ୱାର। କାନ୍ଥ କହୁଛି...ରାମ କାହାଣୀ। ଜାନୁଆରୀ ୨୨, ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ପ୍ରସ୍ତୁତି ସେତିକି ତୀବ୍ର ବେଗରେ ଚାଲିଛି।

 Mutual fund
ଝିଅ ବିବାହ ପାଇଁ... ୭ ବର୍ଷ କରନ୍ତୁ ନିବେଶ, ପାଆନ୍ତୁ ୫୨.୮ ଲକ୍ଷ ଟଙ୍କା

ଯଦି ଆପଣଙ୍କର ଭଲ ରୋଜଗାର ରହିଛି ତେବେ ଏହି ଯୋଜନା ଆପଣଙ୍କୁ ବେଶ୍‌ ଫାଇଦା ଦେବ । ମାତ୍ର ୭ ବର୍ଷର ନିବେଶରେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ ।

Rajasthan Congress
ଦୁଷ୍କର୍ମ କରୁଥିଲେ ୭୫ ବର୍ଷୀୟ କଂଗ୍ରେସ ନେତା ! ଭାଇରାଲ ହେଉଛି MMS

ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍‌ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ ।

Ram Mandir
ଯାତ୍ରା ବେଳେ ବି ଖୋଲାଯିବନି ଶ୍ରୀରାମଙ୍କ ଆଖିରୁ ପଟ୍ଟି, ଜାଣନ୍ତୁ କାରଣ...

ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।

Airpod
ପୋଲିସ ଉପରେ ପାଇଲାନି ଭରସା... ସୋସିଆଲ ମିଡିଆ କଲା କମାଲ...

ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।

  • Sunday, 07 January 2024
  • Goa
Muslim Lady
ଅନ୍ୟକୁ ବିବାହ ପରେ ବି ପୂର୍ବ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇବେ ମୁସଲିମ ମହିଳା

ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ।

  • Sunday, 07 January 2024
javed akhtar said there is no point in creating ruckus on ayodhya ram mandir celebration
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏହାକୁ ନେଇ ହଙ୍ଗାମା କରିବା ଅର୍ଥହୀନ: ଜାଭେଦ ଅଖତର

ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

Ram Mandir
କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...

୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।

Aditya L1
ହାଲୋ ଅର୍ବିଟ୍‌ରେ ପହଞ୍ଚିଲା ISROର ଆଦିତ୍ୟ L1, ମୋଦି କଲେ ପ୍ରଶଂସା

ସୂର୍ଯ୍ୟଙ୍କ କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।

  • Saturday, 06 January 2024
  • ISRO
Ayodhya Ram Mandir
ଶ୍ରୀରାମ ପ୍ରେମ ! ଅଯୋଧ୍ୟାରୁ ଅଖଣ୍ଡ ରାମଜ୍ୟୋତି ଆଣିବେ ବାରାଣାସୀର ମୁସଲମାନ ମହିଳା

ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।

Road Accident
ସ୍ପିଡ୍‌ରେ ଗାଡ଼ି ଚଳାଇ ରିଲ୍ସ କରୁଥିଲେ, ମା’ ପୁଅଙ୍କୁ ଚଢ଼ାଇ ମାରିଦେଲେ..

ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍‌ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।

ADITYA L1
ଭାରତ ପାଇଁ ଐତିହାସିକ ଦିନ; ଗନ୍ତବ୍ୟସ୍ଥଳରେ ପହଞ୍ଚିବ 'ଆଦିତ୍ୟ-L1'

ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଆଦିତ୍ୟ-L1 । ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା L1 ନିକଟରେ ପହଞ୍ଚିବ ।

  • Saturday, 06 January 2024
  • ISRO
Ayodhya Ram Mandir
ଆସୁଛି ବହୁ ପ୍ରତିକ୍ଷୀତ ଦିନ, ଆସିବେ ରାମଲାଲା

ଆସୁଛି ସେଇ ବହୁ ପ୍ରତିକ୍ଷୀତ ଦିନ, ଯେତେବେଳେ ଅଯୋଧ୍ୟାକୁ ଆସିବେ ରାମଲାଲା। ଭବ୍ୟ ମନ୍ଦିରରେ ବିରାଜିବେ, କୋଟି କୋଟି ରାମଭକ୍ତଙ୍କୁ ଦର୍ଶନ ଦେବେ। ଆଉ ଏଥିପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ଦିବ୍ୟ, ପବିତ୍ର ମୁହୂର୍ତ୍ତ।

Ayodhya Ram Mandir
୧୬ରୁ ଆରମ୍ଭ ୨୨ ରେ ପ୍ରାଣ ପ୍ରତିଷ୍ଠା; ବ୍ରହ୍ମ ମୁହୂର୍ତ୍ତକୁ ଅନାଇ ବସିଛନ୍ତି କୋଟି କୋଟି ଭକ୍ତ

ଆସୁଛନ୍ତି ରାମଲାଲା। ଜାନୁଆରୀ ୨୨ ଆଣିବ ୫୦୦ ବର୍ଷର ସଂଘର୍ଷ, ତ୍ୟାଗ, ବଳିଦାନର ସେହି ସୁବର୍ଣ୍ଣ ମୁହୂର୍ତ୍ତ । ଯାହାକୁ ଅନେଇ ବସିଛି ସାରା ଦେଶ, ସାରା ଦୁନିଆର କୋଟି କୋଟି ରାମ ଭକ୍ତ । ମାତ୍ର ୮୪ ସେକେଣ୍ଡ..୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ।

China Product
କେନ୍ଦ୍ରର ବଡ଼ ନିଷ୍ପତ୍ତି ! ଏଣିକି ବଜାରରେ ମିଳିବନି ଚାଇନା ଇଲେକ୍ଟ୍ରି ଜିନିଷ...

ସରକାରଙ୍କ ଅନୁସାରେ ଉଚିତ୍‌ ଗୁଣବତ୍ତ ସମ୍ପନ୍ନ ଜିନିଷ ଉତ୍ପାଦନ କରିବାକୁ କମ୍ପାନୀ ମାନେ ବାଧ୍ୟ ।

  • Friday, 05 January 2024
Ayodhya Ram Mandir
ଏତିକି ସମୟ ମଧ୍ୟରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା..ଜାଣନ୍ତୁ..

ଏଥିପାଇଁ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଶୁଭ ସମୟ ସ୍ଥିର କରାଯାଇଛି ।

INS
ସମୁଦ୍ର ମଝିରୁ ଜାହାଜ ଅପହରଣ ! ୧୫ ଭାରତୀୟଙ୍କୁ ଉଦ୍ଧାର ପାଇଁ ଯାଇଛି ନୌସେନା

ଜାହାଜ ଭିତରେ ୫/୬ଜଣ ଅଜ୍ଞାତ ଅସ୍ତ୍ରଧାରୀ ବ୍ୟକ୍ତି ପ୍ରବେଶ କରିଥିବା ନେଇ ଜାହାଜ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ଜଣାପଡିଛି।

Indian Economy
ଜାତିସଂଘ ରିପୋର୍ଟ: ଏଥର ବି ଆଗରେ ରହିବ ଭାରତର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥନୀତି

ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଏବଂ ବହୁରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ୨୦୨୩ ରେ ଦୃଢ଼ ପୁଞ୍ଜି ବିନିଯୋଗ ପ୍ରଦର୍ଶନ କରିଥିଲା।

No Phone Agreement
ନୋ ଫୋନ୍‌ ଚୁକ୍ତି ! ମୋବାଇଲ ଧରିଲେ ମିଳିବନି ଖାଇବା, ବାହାରୁ ମଗାଇବା ବି ମନା...

ଗୁପ୍ତା ପରିବାର କରିଥିବା ଚୁକ୍ତିନାମା ଭାଇରାଲ ହେବା ପରେ ଜୋମାଟୋ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛି। ସଂସ୍ଥା କହିଛି ଯେ “ମୁଝେ କିୟୁଁ ତୋଡା?” ଏହା ବଲିଉଡ ଫିଲ୍ମ ୱେଲକମର ଏକ ଚର୍ଚ୍ଚିତ ଡାଏଲଗ। ଏବେ ସୋସିଆଲ ମିଡିଆରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି।

  • Friday, 05 January 2024