• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ayodhya
ଅଯୋଧ୍ୟାରେ ମୋଦି: ଲୋକାର୍ପଣ କଲେ ଅଯୋଧ୍ୟା ଧାମ ଷ୍ଟେସନ

ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି ।

Hemant Soren
ଝାଡ଼ଖଣ୍ତ ମନି ଲଣ୍ତରିଂ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଇଡି ନୋଟିସ୍

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ହାଜର ହେବାକୁ ନୋଟିସ ମିଳିଛି ।

ISRO
ଇତିହାସ ରଚିବ ଇସ୍ରୋ; ଲଞ୍ଚ ହେବ XPoSAT ସାଟେଲାଇଟ୍

ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ ।

  • Saturday, 30 December 2023
  • ISRO
Accident
ସେଲଫି ସାଜିଲା କାଳ, ଅକାଳରେ ଚାଲିଗଲା ପତ୍ନୀଙ୍କ ଜୀବନ

ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ ।

UPI Payment
ଦୀର୍ଘଦିନ ହେବ UPI ପେମେଣ୍ଟ ନ କରୁଥିଲେ, ନୂଆବର୍ଷରୁ ବନ୍ଦ ହୋଇଯିବ ଆକାଉଣ୍ଟ

ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ ।

Ayodhya Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚୂଡାନ୍ତ ହେଲା ବିଗ୍ରହ; ଉଚ୍ଚତା ରହିବ ୫୧ ଇଞ୍ଚ

ଚୂଡାନ୍ତ ବିଗ୍ରହକୁ ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସ୍ଥାପନା କରାଯିବ ।

Odisha Tableau
କର୍ତ୍ତବ୍ୟପଥରେ ଦେଖିବାକୁ ମିଳିପାରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ

ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।

PM Modi
ଆଜି ଅଯୋଧ୍ୟା ଆସୁଛନ୍ତି ମୋଦି; ଅମୃତ ଭାରତ ଏକ୍ସପ୍ରେସ୍‌ର କରିବେ ଲୋକାର୍ପଣ

ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Airplane gets stuck under overbridge
ଓଭରବ୍ରିଜ୍ ତଳେ ଫସିଲା ବିମାନ, ସେଲଫି ଉଠାଇଲେ ସ୍ଥାନୀୟ ଲୋକ

ସ୍କ୍ରାପ୍‌ ବିମାନଟି ଓଭର ବ୍ରିଜ୍‌ ତଳେ ଫସିବା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜିଥିଲା। ଏହାପରେ ପୋଲିସ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍‌ ବିମାନଟିକୁ ଓଭର ବ୍ରିଜ୍‌ ତଳୁ ବାହାର କରାଯାଇଥିଲା।

Modi will visit Ayodhya
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଚଳଚଞ୍ଚଳ ଅଯୋଧ୍ୟା

ସଜେଇ ହେଉଛି ଅଯୋଧ୍ୟା । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଆସନ୍ତାକାଲି ସମସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Hafiz Saeed
ପାକିସ୍ତାନ ପାଖରେ ଭାରତର ଦାବି; କହିଲା, ହାଫିଜ୍‌ ସୟିଦକୁ ଆମକୁ ଦିଅ

ହାଫିଜ ବିରୋଧରେ ଭାରତରେ ଅନେକ ମାମଲା ଥିବା ବେଳେ, ପାକିସ୍ତାନ ହାଫିଜକୁ ଭାରତକୁ ହସ୍ତାନ୍ତର କଲେ ଏଠାରେ ତା’ର ବିଚାର ହେବ । ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ହେଉଛି ହାଫିଜ ସୟିଦ୍।

Modi will visit Ayodhya
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଚଳଚଞ୍ଚଳ ଅଯୋଧ୍ୟା, କାଲି ବିମାନବନ୍ଦର ଓ ଷ୍ଟେସନର ଉଦଘାଟନ

ଜାନୁଆରୀ ୨୨, ଦିନ ପ୍ରାୟ ୧୨ଟା ୩୦ ବେଳେ ମନ୍ଦିରରେ ବିରାଜିବେ ରାମଲାଲା। ପ୍ରାଣପ୍ରତିଷ୍ଠା ପାଇଁ ରହିବ ଠିକ୍ ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତ। ଗର୍ଭଗୃହରେ ପୂଜା ପାଇବେ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ବାଳୁତ ବିଗ୍ରହ ।

Ram Mandir
ଚୂଡ଼ାନ୍ତ ହେଲା ରାମଲାଲାଙ୍କ ପ୍ରତିମା !

ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମାର ଉଚ୍ଚତା ୫୧ ଇଞ୍ଚର ରହିବ। ୫ ବର୍ଷର ବାଳକ ରୂପରେ ରାମଲଲାଙ୍କ ପ୍ରତିମା ସ୍ଥାନ ପାଇବ।

Nitish Kumar
ଲଲନଙ୍କ ଇସ୍ତଫା, ପୁଣି ଜେଡିୟୁ ଅଧ୍ୟକ୍ଷ ହେଲେ ନୀତୀଶ କୁମାର

ପଦ ଛାଡ଼ିଲେ ଲଲନ । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହଙ୍କ ଇସ୍ତଫା । ନୀତୀଶ କୁମାର ହେଲେ ନବ ନିର୍ବାଚିତ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ।

Skeleton
୪ ବର୍ଷ ହେଲା ଗାଏବ ଥିଲେ, ଏବେ ଘର ଭିତରୁ ମିଳିଲା ପୂରା ପରିବାରର ୫ କଙ୍କାଳ !

ବନ୍ଧୁ ବାନ୍ଧବଙ୍କ କହିବା କଥା, ପୂରା ପରିବାର ଏକ ରୁଟିନ ଲାଇଫ୍‌ ମେଣ୍ଟେନ୍‌ କରୁଥିଲେ । ସେମାନଙ୍କର ଗମ୍ଭୀର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା । ଶେଷ ଥର ପାଇଁ ସେମାନଙ୍କୁ ୨୦୧୯ରେ ଦେଖିବାକୁ ମିଳିଥିଲା । ତା’ପରଠାରୁ ତାଙ୍କ ଘର ତାଲା ପଡ଼ିଛି ।

Uttar Pradesh
ବୈଠକ ଚାଲିଥିଲା; କ’ଣ ହେଲା କେଜାଣି...ମଝିରୁ ଉଠି ବହେ ଛେଚିଲେ, ଭିଡିଓ ଭାଇରାଲ୍

ମିଟିଂରେ ହେଲେ ଛେଚାଛେଚି । ସର୍ବ ସମ୍ମୁଖରେ ଛେଚି ଦେଇଗଲେ ମ୍ୟୁନିସିପାଲ କାଉନସିଲ ସଦସ୍ୟ । ଭିଡ଼ିଓ ହେଲା ଭାଇରାଲ ।

Petrol Price
ଖୁସି ଖବର ! ୧୦ ଟଙ୍କା କମିପାରେ ପେଟ୍ରୋଲ-ଡିଜେଲ ଦର.. ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି

ଗତଥର କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଏହି କ୍ରମରେ ପେଟ୍ରୋଲ ଏବଂ ଡିଜେଲରେ ଲିଟର ପିଛା ୧୩ ଏବଂ ୧୬ ଟଙ୍କା ହ୍ରାସ ପାଇଥିଲା ।

Ram Mandir
ଦେହରେ ବୁରଖା, କାନ୍ଧରେ ମନ୍ଦିର ବାନା; ଶ୍ରୀରାମଙ୍କ ପ୍ରେମରେ ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା

ଶ୍ରୀରାମଙ୍କ ଭକ୍ତି ଓ ପ୍ରେମରେ ପଡ଼ିଛନ୍ତି ଏହି ମୁସଲିମ୍‌ ଝିଅ । କହୁଛନ୍ତି ଭଗବାନଙ୍କ ଆଗରେ ସମସ୍ତେ ସମାନ। ତାଙ୍କ ନିକଟରେ ବାଛବିଚାର ନଥାଏ।

Ayodhya Ram Mandir
ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଶଙ୍ଖଧ୍ୱନୀରେ ପ୍ରକମ୍ପିତ ହେଲାଣି ରାମ ନଗରୀ

ଜାନୁଆରୀ ୨୨ ତାରିଖ। ମଝିରେ ଆଉ ୨୪ଟି ଦିନ। ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବାକୁ ଯାଉଛି ଏହି ଦିନର ମହାର୍ଘ ମୁହୂର୍ତ୍ତ। ଦେଶବାସୀଙ୍କ ଆସ୍ଥାର ପ୍ରତୀକ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା।

Ayodhya Ram Mandir
୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ନୀତି ଚୂଡାନ୍ତ, ସପ୍ତାହେ ଧରି କାର୍ଯ୍ୟକ୍ରମ

ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ ।

Crime
ପତ୍ନୀର ନାରକୀୟ କାଣ୍ଡ...ଚା’ ମାଗିବାରୁ ସ୍ୱାମୀର ଆଖି ତାଡ଼ିଦେଲା

ଚା’ ମାଗିବାରୁ ଆଖିରେ ଛୁରୀ ଭୁଷିଦେଲା । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ । ସ୍ୱାମୀ ଚା’ ପାଇଁ କହିବାରୁ ସ୍ତ୍ରୀ ତା’ ଆଖିରେ ଛୁରୀ ଭୁଷି ଦେଇଛି ।

  • Thursday, 28 December 2023
  • Tea
Mayawati
‘ମାୟାବତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପିକୁ ହରାଇବ INDIA ମେଣ୍ଟ !’

ମାୟାବତୀ କିଛିଦିନ ହେବ ଦିଲ୍ଲୀରେ ରହୁଛନ୍ତି । ତେବେ ସେ ଇଣ୍ତିଆ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାୟବତୀଙ୍କ ଅତି ନିଜର କୁହାଯାଉଥିବା ଅମରୋହାର ସାଂସଦ ମାଲୁକ ନାଗର ଇଣ୍ତିଆ ମହା ମେଣ୍ଟ ଆଗରେ ଏକ ସର୍ତ୍ତ ରଖିଛନ୍ତି ।

Indian Navy Men
କତାରରେ ୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ୍‌

ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା ।

Admit Card
ମିଳିଲାନି ଆଡମିଟ କାର୍ଡ, ଶିକ୍ଷକଙ୍କୁ ବାନ୍ଧି ତାଲା ମାରିଦେଲେ ଛାତ୍ର

ଆଡମିଟ କାର୍ଡ ନ ମିଳିବାକୁ ଶିକ୍ଷକଙ୍କୁ ବାନ୍ଧିଲେ । ଏପରି ଅଭାବନୀୟ ଘଟଣା ବିହାରର ଭାଗଲପୁର ଅଞ୍ଚଳରେ ଘଟିଛି ।

Ratan Tata
୮୬ରେ ରତନ ଟାଟା; ଜାଣନ୍ତୁ ତାଙ୍କ ବିଷୟରେ ୧୦ ଅଜଣା କଥା

ବହୁ ବାଧାବିଘ୍ନକୁ ଅତିକ୍ରମ କରି ସେ ଆଜି ସବୁଠି ସୃଷ୍ଟି କରିପାରିଛନ୍ତି ନିଜର ପରିଚୟ । ଭାରତରେ ରତନଙ୍କ ଅନେକ ବ୍ୟବସାୟ ରହିଛି । ଯେଉଁଥିରୁ ସେ ଶହ ଶହ କୋଟି ଟଙ୍କାର ଲାଭ କରିଥା’ନ୍ତି ।