• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Patanjali

Patanjali
ରାମଦେବଙ୍କ କ୍ଷମା ପ୍ରାର୍ଥନା ପଢ଼ିବା ପାଇଁ ମାଇକ୍ରୋସ୍କୋପ ଆବଶ୍ୟକ: ସୁପ୍ରିମକୋର୍ଟ

ପତଞ୍ଜଳି ଯେତେବେଳେ ବିଜ୍ଞାପନ ଦିଏ, ସେତେବେଳେ ଏହାକୁ ଦେଖିବାକୁ ପଡ଼େନାହିଁ । କିନ୍ତୁ ଏହି କ୍ଷମା ପ୍ରାର୍ଥନା ପାଇଁ ଆମକୁ ମାଇକ୍ରୋସ୍କୋପର ବ୍ୟବହାର କରିବାକୁ ହେବ ବୋଲି ଅଦାଲତ କହିଛନ୍ତି ।

Patanjali, Supreme Court
ପତଞ୍ଜଳିକୁ ପୁଣି ଝଟ୍‌କା ! ରାମଦେବଙ୍କ କ୍ଷମା ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ଆମେ ସାର୍ବଜନୀନ କ୍ଷମାପ୍ରାର୍ଥନା ପାଇଁ ପ୍ରସ୍ତୁତ ବୋଲି ମଧ୍ୟ କହିଥିଲେ ସେମାନଙ୍କ ଓକିଲ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୩ରେ ହେବ।

Patanjali
ଖାରଜ ହେଲା କ୍ଷମା ପ୍ରାର୍ଥନା, ଜାଣି ଜାଣି ଭୁଲ କରିଛି ପତଞ୍ଜଳି: ସୁପ୍ରିମକୋର୍ଟ

କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଗତ କିଛିଦିନ ତଳେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।

Baba Ramdev
ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟଙ୍କ ନିକଟରେ ରାମଦେବଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ । ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ, ବାବା ରାମଦେବଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Patanjali tenders unconditional apology
ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ନିଃସର୍ତ୍ତ କ୍ଷମା ମାଗିଲା 'ପତଞ୍ଜଳି'

ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ନକାରାତ୍ମକ ପ୍ରଚାର କରୁଥିବା ଅଭିଯୋଗ କରି ୨୦୨୨ରେ ରାମଦେବଙ୍କ ପତଞ୍ଜଳି ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ ବା IMA ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଏହାଛଡ଼ା ନିଜ ଆୟୁର୍ବେଦିକ ଔଷଧ ଦ୍ବାରା କିଛି ରୋଗ ଭଲ କରିବା ନେଇ ପତଞ୍ଜଳି ମିଛ ଦାବି କରୁଥିବା ଅଭିଯୋଗ କରିଥିଲା IMA ।

Patanjali
ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଭ୍ରମିତ ବିଜ୍ଞାପନ ପାଇଁ ହାଜର ହେବାକୁ ନିର୍ଦ୍ଦେଶ

ବାବା ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ । ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Patanjali
ବଢ଼ିଲା ବାବା ରାମଦେବଙ୍କ ଅଡ଼ୁଆ, ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ପତଞ୍ଜଳିକୁ ଅବମାନନା ନୋଟିସ୍‌

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ଏହସାନୁଦ୍ଦିନ ଅମାନୁଉଲ୍ହା ଓ ପ୍ରଶାନ୍ତ କୁମାର ମିଶ୍ରାଙ୍କ ବେଞ୍ଚ ଏହି ମାଲାର ଶୁଣାଣି କରିଛନ୍ତି।

Patanjali  sadhvi commits-suicide
ପତଞ୍ଜଳି ଯୋଗପୀଠରେ ଅଧ୍ୟୟନରତ ଜଣେ ସ୍ୱାଧ୍ୱୀଙ୍କ ଆତ୍ମହତ୍ୟା

ହରିଦ୍ୱାରସ୍ଥିତ ପତଞ୍ଜଳି କନ୍ୟା ଯୋଗପୀଠରେ ଅଧ୍ୟୟନ କରୁଥିବା ଜଣେ ସ୍ୱାଧ୍ୱୀ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ୨୪ ବର୍ଷର ଝିଅ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି। ପୋଲିସକୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଡ୍ ନୋଟ୍‌ରେ ଜୀବନରେ ଅସନ୍ତୁଷ୍ଟ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ବହାଦରାବାଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।