• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Online Betting Apps

Mahadev betting app
ମହାଦେବ ବେଟିଂ ମାମଲା: ଛଦ୍ମବେଶରେ ଲୁଚିଥିଲେ ‌ସାହିଲ୍ ଖାନ୍..ମାଡ଼ିବସିଲା ପୋଲିସ

ଜଗଦଲପୁରର ଆରାଧ୍ୟା ଇଣ୍ଟରନାସନାଲ ହୋଟେଲରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମୁମ୍ବାଇ ପୋଲିସ ୭୨ ଘଣ୍ଟା ଟ୍ରାକିଂ କରି ଶେଷରେ ତାଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ପୋଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ କରିଛି।

online betting
ଅନଲାଇନ୍ ବେଟିଂରେ ହରାଇଲେ ଟଙ୍କା...ଋଣ ପରିଶୋଧ କରିନପାରି ଝୁଲି ପଡ଼ିଲେ ଇଂଜିନିୟରିଂ ଛାତ୍ର

ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ।

Mahadev Betting AAP
ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ବଲିଉଡ୍ କଳାକାର

ଗତ ଫେବ୍ରୁଆରୀରେ ହୋଇଥିବା ଏ ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିବାହ ଉତ୍ସବର ଆୟୋଜନ ପାଇଁ ନେଇଥିଲା ୧୧୨ କୋଟି ଟଙ୍କା । ବଡ଼ କଥା ହେଲା ପୁରା ଖର୍ଚ୍ଚ ହୋଇଛି ନଗଦରେ । ଯାହା ପଛରେ ହାୱଲା କାରବାର ସନ୍ଦେହ କରି ଇଡି ଆଖି ପକାଇଥିଲା ।

Mahadev Betting AAP
ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ବଲିଉଡ୍ କଳାକାର, ରଣବୀରଙ୍କ ପରେ ଶ୍ରଦ୍ଧା କପୁରଙ୍କୁ ଇଡିର ସମନ୍

ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ସେଲିବ୍ରିଟି । ଇଡି ସ୍କାନରରେ ଜଣକ ପରେ ଜଣେ ବଲିଉଡ୍ ଷ୍ଟାର । ରଣବୀର ସିଂ, କପିଲ ଶର୍ମା ଓ ହୁମା କ୍ୟୁରେସିଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ସମନ। ଯେ କୌଣସି ମୁହୂର୍ତ୍ତରେ କାହାରିକୁ ବି ଆସିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ଡକରା ।