ସୀମା ସୁରକ୍ଷା କାର୍ଯ୍ୟ କରୁଥିବା ସମୟରେ ଜଣେ ଯବାନଙ୍କ ପାଦ ଲ୍ୟାଣ୍ଡମାଇନ୍ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ଲ୍ୟାଣ୍ଡମାଇନ୍ଟି ବିସ୍ଫୋରଣ ହୋଇଥିଲା ।
ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।
ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।
ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।
ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।
ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।
ଏକ ବଡ଼ କ୍ରେନ୍ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।
ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।
ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।
ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।
ବିମାନରେ ଫସିଲେ ଯାତ୍ରୀ, ତାହା ପୁଣି ବିମାନ ଶୌଚାଳୟରେ । ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ । ପ୍ରାୟ ଏକ ଘଣ୍ଟା ଧରି ବିମାନର ଶୌଚାଳୟରେ ଫସି ରହିଥିଲେ ଯାତ୍ରୀ ଜଣକ ।
ସ୍ଥପତି ଅରୁଣ ଯୋଗୀରାଜ .. ରାତାରାତି ପ୍ରସିଦ୍ଧି ପାଇଥିଲେ .. ଯେବେ ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । କୁହାଯାଏ, କିଛି ପାଇବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ଆଉ ଇୟେ ତ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣର କଥା .. ଭକ୍ତ ହୋଇ ପ୍ରଭୁଙ୍କ ସ୍ଥୂଳ ନିର୍ମାଣ କେତେ ଯେ କଷ୍ଟ, ତାହା କେବଳ ଭକ୍ତ ହିଁ କହିପାରେ ।
ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି ।
ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇ ଏୟାରପୋର୍ଟରେ ୱାର୍ ରୁମ୍ ସ୍ଥାପନ ହେବ।
ଭାଇରାଲ ହେଉଥିବା ପୋଷ୍ଟରେ ୫୦୦ ଟଙ୍କିଆ ନୋଟ୍ର ଏକ ଫଟୋ ଦେଖିବାକୁ ମିଳୁଛି। ଯେଉଁଥିରେ ଲାଲ୍ କିଲ୍ଲା ସ୍ଥାନରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି।
ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।
NHAI ପକ୍ଷରୁ ଆହୁରି କହୁଯାଇଛି କି ଯେଉଁ ଫାଷ୍ଟଟ୍ୟାଗର KYC ଜାନୁୟାରୀ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ବ୍ଲାକଲିଷ୍ଟ୍ କରାଯିବ କିମ୍ବା ନିଷ୍କ୍ରିୟ କରାଯିବ।
୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା।
ଏହି ଜଲ୍ଲିକଟ୍ଟୁରେ ୧୦୦୦ ଷଣ୍ଢ ଏବଂ ୭୦୦ ବଳଦ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାପାଳ ସଂଗୀତଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ସମାରୋହ ପରେ ସକାଳ ୮ ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି ଧୂପକାଠି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି ଅନୁମାନ କରାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା ।
ବିଭିନ୍ନ ଟ୍ରାଭେଲ୍ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ ।
ନବଜାତ ପୁଅର ଗଳାକାଟି ହତ୍ୟା କରିଛି ନୃଶଂସ ବାପା । ସୂଚନା ଅନୁସାରେ ତାଙ୍କର ୨ ପୁଅଙ୍କ ମଧ୍ୟରୁ ଜଣେ ପୁଅର ବୟସ ୭ ବର୍ଷ ଓ ଅନ୍ୟ ଜଣେ ପୁଅ ୫ ବର୍ଷର ।
ଘଣ୍ଟାଘଣ୍ଟା ଧରି ବିମାନ ବିଳମ୍ବିତ ହେଉଥିବାରୁ ଗନ୍ତବ୍ୟ ସ୍ଥଳକୁ ଯାଇନ ପାରି ଅଟକି ରହିଛନ୍ତି ଯାତ୍ରୀ । ପାଗ ଖରାପ ଥିବାରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି ।
ଚାଇନାରେ ଏକ ଷ୍ଟାର୍ଟ ଅପ୍ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି । ଯେଉଁଥିରେ ବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ଆଉ ଏହି ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୫୦ ବର୍ଷ ଯାଏ ରହିବ ବୋଲି କୁହାଯାଉଛି ।
ଗୌରବମୟ ୧୫୦ ବର୍ଷରେ ପାଦ ଥାପିଲା ଭାରତୀୟ ପାଣିପାଗ ବିଭାଗ । 'ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍' ଲକ୍ଷ୍ୟ ହାସଲ ଦିଗରେ ଦେଲା ବଡ଼ ଉପହାର । ଏଣିକି ମୋବାଇଲ୍ ଆପ୍ ଜରିଆରେ ଘରେ ଘରେ ପହଞ୍ଚିବ ପ୍ରତିଟି ପାଣିପାଗ ଖବର ।