• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Caa

Kamal hasan calls caa implementation dark day for india
CAA ଲାଗୁ ଭାରତ ପାଇଁ ଏକ କଳା ଦିନ…ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି: କମଲ ହାସନ୍

CAA ବିରୁଦ୍ଧରେ ସାଉଥ୍ ସୁପର୍‌ଷ୍ଟାର୍ କମଲ ହାସନ୍। କହିଲେ ଏହା ଭାରତ ପାଇଁ ଏକ କଳା ଦିନ। ଧର୍ମଭିତ୍ତିକ ନାଗରିକତ୍ୱ ପରୀକ୍ଷଣ ଗଣତନ୍ତ୍ରର ଧର୍ମନିରପେକ୍ଷ ସାମ୍ବିଧାନିକ ଭିତ୍ତିଭୂମିର ବିରୁଦ୍ଧ ଅଟେ, ଏବଂ ମୁଁ ଆଇନଗତ ତଥା ରାଜନୈତିକ ସ୍ତରରେ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢିବି।

CAA
ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା

ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍- CAA ଲାଗୁ ହେବା ପରେ ଚାରିଆଡ଼େ ଶରଣାର୍ଥୀଙ୍କୁ ଆଶ୍ବସ୍ତି। ନାଗରିକତ୍ବ ନେବାକୁ ନୁହେଁ ବରଂ ଦେବାକୁ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ବୋଲି ଶୁଣି ଓଡ଼ିଶାର କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ହଜାର ହଜାର ବାଂଲା ଶରଣାର୍ଥୀ ବି ଖୁସ୍। ତେବେ ନେପାଳ ଓ ଶ୍ରୀଲଙ୍କାକୁ ଏଥିରେ ସାମିଲ କରାନଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ବିଜେପି-ବିଜେଡି ଏହାକୁ ଐତିହାସିକ ନିଷ୍ପତ୍ତି ଭାବେ ଦର୍ଶାଇଛନ୍ତି।

CAA
ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା..CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି

ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା। ଦେଶରେ ନାଗରିକତା ସଂଶୋଧନ ଆଇନ୍ ବା ସିଏଏ ଲାଗୁ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ଖୁସି କହିଲେ ନସରେ।

CAA
CAA Rules: ସିଏଏ ନେଇ ବିଜ୍ଞପ୍ତି ଜାରି

ସିଏଏ ବା ନାଗରିକତା ସଂଶୋଧନ ଆଇନ୍‌ ନେଇ ବିଜ୍ଞପ୍ତି ଜାରି । ସିଟିଜେନ୍‌ସିପ୍‌ ଆମେଣ୍ଡମେଣ୍ଟ ଆକ୍ଟ ନେଇ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । 

CAA
CAA ବା ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି...

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।

CAA
ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA !

ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି ।