• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

murder
କି ନିର୍ଦ୍ଦୟ ମଣିଷ ! ଚା’ କପେ ପାଇଁ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ସ୍ୱାମୀ

କପେ ଚା’ ପାଇଁ ସ୍ୱାମୀର ନାରକୀୟ କାଣ୍ଡ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଭୁଲିଗଲା ସ୍ୱାମୀ ।

Aditya L1
ଇସ୍ରୋକୁ ମିଳିବ ବଡ଼ ସଫଳତା ! ପଏଣ୍ଟ ୧ ଅଭିମୁଖେ ଯାଉଛି ଆଦିତ୍ୟ L1

L1କୁ ସ୍ପେଶକ୍ରାଫ୍ଟର ପାର୍କିଂ ସ୍ଥାନ ବୋଲି କୁହାଯାଇଥାଏ । ସ୍ପେଶକ୍ରାଫଟ ପାଇଁ ଏଠାରେ ଇନ୍ଧନର ଆବଶ୍ୟକତା ମଧ୍ୟ କମ ଥାଏ ।

  • Wednesday, 20 December 2023
  • ISRO
Corona
କରୋନା ଭୟ ! ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି । 

Politics
ପାର୍ଲାମେଣ୍ଟ ସୁରକ୍ଷା ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଜାରି

ପଦାକୁ ଆସିଲା ତାଳି ପକା ଯୋଜନାର କରୁଣ ଚିତ୍ର। ରାଜ୍ୟରେ ଅଧାରୁ ପାଠ ଛାଡୁଛନ୍ତି ୫୦ ପ୍ରତିଶତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ତଥ୍ୟ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ଦଶମ ଡ୍ରପ୍ ଆଉଟରେ ଓଡିଶା ଦେଶରେ ସବୁଠୁ ଆଗରେ ରହିବା ନେଇ ରାଜନୀତି ବି ଜୋର ଧରିଛି..

Politics
ମିମିକ୍ରିରେ ଉପରାଷ୍ଟ୍ରପତିଙ୍କୁ ବିଦ୍ରୁପ କଲେ TMC ସାଂସଦ, ମୋବାଇଲରେ ସୁଟିଂ କଲେ ରାହୁଲ ଗାନ୍ଧି

ଗୃହ ଭିତରେ ଓ ବାହାରେ ହାଇଡ୍ରାମା ! ଲଜ୍ଜାଜନକ କହିଲେ ଖୋଦ୍ ଉପରାଷ୍ଟ୍ରପତି ।

Terrorist Bukhari
ଖୋଲିବ ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ବୁଖାରୀର କଳାଚିଠା

ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ STF । ବୁଖାରୀକୁ ପଚରାଉଚରା ପାଇଁ ଭୁବନେଶ୍ୱରରେ IB ।

Shivraj Singh Chauhan
କ’ଣ ହେବ ଶିବରାଜଙ୍କ ଭବିଷ୍ୟତ ? ହଠାତ୍‌ ଦିଲ୍ଲୀ ଯାଇ କାହିଁକି ଭେଟିଲେ ନଡ୍ଡାଙ୍କୁ...

ରାଜ୍ୟରେ ବିଧାନସଭା ନିର୍ବାଚନରେ ​​ଚମତ୍କାର ବିଜୟ ପରେ ବିଜେପି ଶିବରାଜ ସିଂ ଚୌହାନଙ୍କୁ ଏହି ପଦରୁ ହଟାଇ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ।

Russian Tourist
ବିଦେଶୀ ମହିଳାଙ୍କୁ ପେଟ୍ରୋଲ ପମ୍ପରେ ବାରମ୍ବାର ଅସଦାଚରଣ; ଭାଇରାଲ ହେଉଛି ଭିଡିଓ

ଋଷୀୟ ଯୁବତୀ ଜଣକ ତାଙ୍କ ବନ୍ଧୁଙ୍କ ବାଇକ୍‌ ପଛରେ ବସିଛନ୍ତି । ଆଉ ଯୁବତୀଙ୍କୁ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଖରାପ ବ୍ୟବହାର କରିବା ମାତ୍ରେ ସେ ଭିଡିଓ କରିବା ଆରମ୍ଭ କରୁଛନ୍ତି ।

Covid New Variant JN.1
କୋଭିଡ୍‌ର ନୂଆ ଭାରିଆଣ୍ଟ JN.1 କେତେ ଭୟଙ୍କର..କ’ଣ ଏହାର ଲକ୍ଷଣ ଓ କେମିତି ବର୍ତ୍ତିବେ..

ଦେଶରେ ପୁଣି ମୁଣ୍ଡ ଟେକୁଛି କୋଭିଡ୍ । ସ୍ଥିତିକୁ ନଜରରେ ରଖି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକ ସରକାର ।

Bonus
ମାସକୁ ଦୌଡ଼ିଲେ ୫୦ କିଲୋମିଟର; କମ୍ପାନୀ ଦେବ ମୋଟା ଅଙ୍କର ବୋନସ୍‌

ଏହି ପଦ୍ଧତିକୁ ଆଗକୁ ନେବାକୁ ଏକ ଚାଇନିଜ୍‌ କମ୍ପାନୀ ଏପରି ବ୍ୟବସ୍ଥା କରିଛି । ଖାଲି ସେତିକି ନୁହେଁ, ସେମାନଙ୍କ ଶାରୀରିକ ସୁସ୍ଥତା ଉପରେ ମଧ୍ୟ ପ୍ରାଧାନ୍ୟ ଦେଇଛି କମ୍ପାନୀ ।

Suspended TMC MP Kalyan Banerjee mimics Jagdeep Dhankhar
ଲଜ୍ଜା! ଉପରାଷ୍ଟ୍ରପତିଙ୍କୁ ଟିଏମସି ସାଂସଦଙ୍କ ବିଦ୍ରୁପ, ନିନ୍ଦା କରିବା ପରିବର୍ତ୍ତେ ଭିଡିଓ କଲେ ରାହୁଲ ଗାନ୍ଧି

ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ଚାରିଆଡୁ ନିନ୍ଦା... ଘଟଣାକୁ ଲଜ୍ଜାଜନକ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକର... ମିମିକ୍ରି ବେଳେ ନିନ୍ଦା ପରିବର୍ତ୍ତେ ଭିଡିଓ କରୁଥିଲେ ରାହୁଲ ଗାନ୍ଧି ...

India Prime Ministers
ଭାରତର ୧୫ ପ୍ରଧାନମନ୍ତ୍ରୀ; ଜାଣନ୍ତୁ କିଏ ସମ୍ଭାଳିଛନ୍ତି କେତେ ଦିନ ଦାୟିତ୍ୱ

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୪୭ରୁ ୧୯୬୪ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ସେହିପରି ଗୁଲଝାରୀ ଲାଲ ନନ୍ଦା ୧୯୬୪ରେ ମାତ୍ର ୧୩ ଦିନ ପାଇଁ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ ।

  • Tuesday, 19 December 2023
  • India
Child porn videos
ସାଇକୋଲଜିରେ ପିଜି କରୁଥିଲେ ଯୁବତୀ; ଆସିଲା ଅଶ୍ଳୀଳ ଭିଡିଓ କଲ୍‌

ଗତ ୧୪ ତାରିଖରେ ଏପରି ଏକ ଅଦ୍ଭୁତଜନକ ଘଟଣା ସାମ୍‌ନାକୁ ଆସିଛି । ଜଣେ ୨୬ ବର୍ଷୀୟ ଯୁବତୀ ଜଣେ ଅଜଣା ଯୁବକଙ୍କ ଏପରି ବ୍ୟବହାରକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

  • Tuesday, 19 December 2023
IPL 2023
ପ୍ରଥମଥର ଦୁବାଇରେ ନିଲାମ ବ୍ୟବସ୍ଥା, ଉପକୃତ ହେବେ ଅନକ୍ୟାପ ଖେଳାଳି

ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି ।

covid 19
କରୋନା ପାଇଁ କର୍ଣ୍ଣାଟକରେ ଆଲର୍ଟ, ୬୦ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ଜ୍ୱର, ଥଣ୍ଡା ହୋଇଥିଲେ ମଧ୍ୟ ମାସ୍କ ବାଧ୍ୟତାମୂଳକ....ନିର୍ଦ୍ଦେଶନାମା ଜାରି କଲେ କର୍ଣ୍ଣାଟକ ସରକାର....

Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପୁଣି ED ସମନ

ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖ ନେତା ମନୀଶ ସିସୋଦିଆ ଏବଂ ସଞ୍ଜୟ ସିଂ ଗିରଫ ହୋଇସାରିଛନ୍ତି।

Congress
ଦେବାଳିଆ ହେଲାଣି କି ଦେଶର ସର୍ବପୁରାତନ ଦଳ ?

୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଆରମ୍ଭ କଲା କ୍ରାଉଡ୍ ଫଣ୍ଡିଂ । ସାଂସଦ ଧୀରଜ ସାହୁଙ୍କଠୁ ହୋଇଥିଲା ୩୫୦ କୋଟିରୁ ଅଧିକ ଟଙ୍କା ସିଜ୍ ।

Corona
ପୁଣି ମୁଣ୍ଡ ଟେକୁଛି କୋଭିଡ୍, କେରଳରେ ଡରିଲେଣି ଲୋକେ

କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଲକ୍ଷଣ ଓ ଅସୁସ୍ଥତା ସୃଷ୍ଟି କ୍ଷେତ୍ର କିପରି ଭିନ୍ନ, ତାହା ଏବେବି ଅସ୍ପଷ୍ଟ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

  • Monday, 18 December 2023
  • Corona
Parliament
ଇତିହାସରେ ରେକର୍ଡ ! ଗୋଟିଏ ଦିନରେ ୭୮ ସାଂସଦ ସସପେଣ୍ଡ

ନିଶ୍ଚିତ ଭାବେ ଏହା ଏକ ଅଭାବନୀୟ ଘଟଣା। ଏହା ପରେ ନିଲମ୍ବିତ ସାଂସଦମାନେ ପାର୍ଲାମେଣ୍ଟର ପ୍ରବେଶ ଦ୍ୱାରରେ ଧାରଣା ଦେଇଥିଲେ।

Terrorist Arrested
ବିସ୍ଫୋରଣ ପ୍ଲାନ୍‌ ଫେଲ୍‌ ! ISIS ଆତଙ୍କବାଦୀ ଲିଙ୍କ୍‌ରେ ୪ ରାଜ୍ୟରୁ ୮ ଗିରଫ

ତାଙ୍କ ଯୋଜନାକୁ ପଣ୍ଡ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ପ୍ରାୟ ୧୯ଟି ସ୍ଥାନରେ ଚଢାଉ କରିଥିଲା ଏନଆଇଏ ।

PM Modi Speech
AI ର କମାଲ..ତାମିଲ ଭାଷାରେ ମୋଦିଙ୍କ ହିନ୍ଦୀ ଭାଷଣ

ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍‌-୨.୦ର ଉଦଘାଟନ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ତାମିଲରେ ଅନୁବାଦ କରିଥିଲା AI ।

Tamilnadu Flood
ତାମିଲନାଡ଼ୁରେ ଜୋରଦାର ବର୍ଷା, ଅଧା ରାଜ୍ୟରେ ବନ୍ୟା ସ୍ଥିତି

ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

IPL Auction
IPL Auction 2024: କେଉଁ ଦଳ ପାଖରେ କେତେ ଟଙ୍କା, ଜାଣନ୍ତୁ ନିଲାମ ପାଇଁ କେତେ ଖେଳାଳି ହୋଇଛନ୍ତି ସର୍ଟଲିଷ୍ଟ

ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ।

MP Susupended
ଗୃହରେ ସଂସଦ ସୁରକ୍ଷା ତ୍ରୁଟିକୁ ନେଇ ହଟ୍ଟଗୋଳ; ସସ୍‌ପେଣ୍ତ ହେଲେ ଆଉ ୩୩ ସାଂସଦ

ମୋଟ ୪୭ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ।

Congress
ନିର୍ବାଚନ ପୂର୍ବରୁ ଲୋକଙ୍କୁ ୧୩୮ ଟଙ୍କା ଲେଖାଏଁ ମାଗିବ କଂଗ୍ରେସ, ହେଲେ କାହିଁକି ?

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍‌ ଫର୍‌ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ।