• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lok Sabha Polls

Cash seized
ନିର୍ବାଚନ ବେଳେ ଚାଲିଛି ଟଙ୍କା ବୁହା, ଜବତ ହେଲା ୮ ଲକ୍ଷ

କାରରୁ ମିଳିଲା ୫ ଲକ୍ଷ, ପିକଅପ୍ ଭ୍ୟାନରୁ ୩ ଲକ୍ଷ । ଚେକିଂ ବେଳେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଡାହିମାଳ ଛକରୁ ମୋଟ୍ ୮ ଲକ୍ଷ ଟଙ୍କା ଜବତ ହୋଇଛି ।

Money Seized
ଚାଲିଥିଲା ପୋଲିସ ଚେକିଂ; କାର୍‌ ଭିତରୁ ମିଳିଲା ନଗଦ ୫ଲକ୍ଷ

କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ବାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

BJP meeting
ବିଳମ୍ବିତ ରାତି ଯାଏଁ ବିଜେପିର ନିର୍ବାଚନ କମିଟି ବୈଠକ; ଖୁବଶୀଘ୍ର ପ୍ରକାଶ ପାଇବ ପ୍ରାର୍ଥୀ ତାଲିକା

ବୈଠକରେ ମୋଦି, ଶାହ ଓ ନଡ୍ଡାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

Eyeing 2024 Lok Sabha polls, BJP deploys three Union Ministers on mission Bengal
୨୦୨୪ ନିର୍ବାଚନ ପାଇଁ BJPର ବଡ଼ ରଣନୀତି: ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗ ଦାୟିତ୍ୱ

୨୦୨୪ରେ ଯେମିତି ୨୦୧୯ ଅପେକ୍ଷା ଭଲ ପ୍ରଦର୍ଶନ ହୁଏ କିମ୍ବା ଅତିକମ୍‌ରେ ସେହି ସଫଳତା ଦୋହରାଇବାରେ ସଫଳ ହୁଏ, ତାକୁ ଲକ୍ଷ୍ୟ ରଖି ବିଜେପି ୩ ହେଭିୱେଟ୍‌ଙ୍କୁ ପଶ୍ଚିମବଙ୍ଗର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।