ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି।
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୪ ରାଜ୍ୟରେ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଓ ତେଲେଙ୍ଗାନା ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଓମ୍ ପ୍ରକାଶ ମାଥୁର ଛତିଶଗଡ଼ର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବାବେଳେ ମନସୁଖ ମାଣ୍ଡଭୀୟ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।
ପ୍ରହଲ୍ଲାଦ ଯୋଶୀଙ୍କୁ ରାଜସ୍ଥାନ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେହିପରି ନିତିନ ପଟେଲ ଓ କୁଲଦୀପ ବିଷ୍ଣୋଇ ରାଜସ୍ଥାନର ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି ।
୨୨ ଦିନ ପାଇଁ ଷ୍ଟକ୍ ରହିଛି କୋଇଲା.. ଶକ୍ତି ଉତ୍ପାଦନ ସଂସ୍ଥାକୁ କୋଇଲା ଯୋଗାଣ ବଢ଼ାଇବାକୁ CILକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।