ଜମ୍ମୁ-କାଶ୍ମୀର ସହିତ ଜଡିତ ଯେକୌଣସି ପ୍ରସଙ୍ଗ ଦ୍ୱିପାକ୍ଷିକ । ଆମର ଏକ ଦୀର୍ଘକାଳୀନ ଜାତୀୟ ନୀତି ଅଛି । ସେହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବାକି ଥିବା ବିଷୟ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବରେ ଅଧିକୃତ ଭାରତୀୟ ଅଞ୍ଚଳକୁ ମୁକ୍ତ କରିବା ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।
ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି ।
ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।
ତ୍ୟାଗ କରିଦେଉଛନ୍ତି ଭାରତୀୟ ନାଗରିକତା ! ଚଳିତବର୍ଷ ଜୁନ୍ ସୁଦ୍ଧା ଦେଶ ଛାଡ଼ିଛନ୍ତି ପ୍ରାୟ ୮୭ ହଜାର