ଚର୍ଚ୍ଚାରେ ଦାନବୀର ଚାଷୀପୁଅ । ସାଧାସିଧା ଜୀବନ ବଞ୍ଚନ୍ତି, ଚଲାନ୍ତି ଶସ୍ତା କାର୍ । ବିନା ସିଭିଲ୍ ସ୍କୋର୍ରେ ଯୋଗାଇ ଦିଅନ୍ତି ଲୋନ୍ । ଜଣେ କୃଷକ ପୁଅରୁ ୬୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ।
ଟ୍ରାଫିକ୍ରେ ଅଟକି ରହିଥିବା ଜଣେ ଡ୍ରାଇଭର ଟ୍ରାଫିକ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରବଳ ଟ୍ରାଫିକ୍ ଜାମ୍ ହେତୁ ସମସ୍ୟା ସୃଷ୍ଟି ହୋଇଛି । ଗତ ଏକ ଘଣ୍ଟାରେ ମାତ୍ର ଗୋଟିଏ କିଲୋମିଟର ଅତିକ୍ରମ କରିଛି ।
୧୯୫୨ରେ ଫିରୋଜ ଗାନ୍ଧି, ତାଙ୍କ ପରେ ଇନ୍ଦିରା ଏବଂ ପରେ ସୋନିଆ ୨୦୦୪ରୁ ଏହାର ପ୍ରତିନିଧିତ୍ୱ କରି ଆସୁଛନ୍ତି । ଯଦି ଏଥର ପ୍ରିୟଙ୍କା ସେଠୁ ଲଢ଼ନ୍ତି ତାହେଲେ ଏହା ହେବ ତାଙ୍କ ପାଇଁ ପ୍ରଥମ ନିର୍ବାଚନ ।
ଉତ୍ତରପ୍ରଦେଶ ଓ ଦେଶର କୋଣଅନୁକୋଣରୁ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟାରେ ରାମଲାଲଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଭିଡ଼ ଯେମିତି ଦାନ ବି ସେମିତି ଆକାରରେ ମିଳୁଛି ।
କତାର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି କତାର ଅମିର ସେଖ୍ ତମିମ ବିନ୍ ହମଦ ଏବଂ ଅନ୍ୟ ଉଚ୍ଚ ପ୍ରତିନିଧିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ୱିତୀୟ କତାର ଗସ୍ତ ।
ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି ।
କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର । ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି ।
ଫ୍ଲୋର ଟେଷ୍ଟରେ ନୀତୀଶ କୁମାର ପାସ୍...ବିହାର ବିଧାନସଭାରେ ଆସ୍ଥା ଗଣିତରେ NDA ମେଣ୍ଟ ବାଜି ମାରିଲା...ସପକ୍ଷରେ ପଡ଼ିଲା ୧୨୯ ଭୋଟ୍, ଭୋଟିଂ ବେଳେ ବିରୋଧୀଙ୍କ କକ୍ଷତ୍ୟାଗ...
ମୁଖ୍ୟ ନ୍ୟାୟାଧିଶ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଦାଲତ କକ୍ଷରେ ସମସ୍ତେ ଏକାଠି ହୋଇଥିଲେ ।
୩୦ ମିନିଟ୍ରେ ଲକ୍ଷ୍ନୌରୁ ଦିଲ୍ଳୀ ପହଞ୍ଚିଲା ଖାଇବା ! ଜୋମାଟୋକୁ ନୋଟିସ୍ କଲେ କୋର୍ଟ...କଥାଟା ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏଭଳି ଘଟଣା ସାମ୍ନାକୁ ଆସିଛି ।
ଭାରତରେ ଯୌତୁକ ନେବା ଓ ଦେବା ଏକ ଅପରାଧ । କିନ୍ତୁ ଏବେ ଜଣେ ବର ଓ କନ୍ୟାଙ୍କୁ ଉପହାର ସ୍ୱରୂପ ଏତେ ଗୁଡ଼ିଏ ଆଇଟମ୍ ପାଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଜୀଅନ୍ତା ଜାଳିଦେଲା ଭାଇ । ନିଜ ଭାଇ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲା ନୃଂଶସ ।
ଗତ ୨୦୨୨-୨୩ରେ ସୁଧହାର ଥିଲା ୮.୧୫ । ଏବେ ଏହାକୁ ବୃଦ୍ଧି କରାଯାଇ ୮.୨୫ କରାଯାଇଛି । ସୁଧହାର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଏବେ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ଡିଏ ବୃଦ୍ଧି ଆଶା ନେଇ ଚାହିଁ ବସିଛନ୍ତି ।
ନିଷ୍ଠୁରତା ଓ ନିର୍ଦ୍ଦୟତାର ଶେଷସୀମା ଟପିଲା ମଣିଷ । ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହ ବୟାନ କରୁଛି କେତେ ନିଷ୍ଠୁର ହୋଇପାରେ ଜଣେ ମଣିଷ ।
ମହିଳା ଜଣକ କହିଥିଲେ ଯେ, ସେ ଦେଢ ମାସରେ ଅଢେଇ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ସେଥିମଧ୍ୟରୁ ୧ଲକ୍ଷ ଟଙ୍କା ଗାଁକୁ ପଠାଯାଇଥିବା ବେଳେ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଛନ୍ତି।
Online Trading Scam: ବର୍ତ୍ତମାନ ସମୟରେ ଚାରିଆଡ଼େ ଠକଙ୍କର ଆଡା ମେଲିଛି । ବିଭିନ୍ନ ଉପାୟରେ କରୁଛନ୍ତି ଠକେଇ । ତେବେ ଅନ୍ଲାଇନ୍ ଟ୍ରେଡିଂ ସ୍କାମ କଣ ? କେମିତି ରହିବେ ଦୂରେଇ ? ଜାଣନ୍ତୁ...
ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଗୁଗଲ ଓ ଫେସ୍ବୁକ୍ ପରି ଆପ୍ ଡାଟା ଚୋରି କରୁଛି ! ଏନେଇ ଡାଟା ପ୍ରାଇଭେସୀ କମ୍ପାନୀ ସୂଚନା ଦେଇଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି ।
ବସ୍ର ଡିଜେଲ ଟ୍ୟାଙ୍କରରେ ନିଆଁ ଲାଗିବା ସହ କାର୍ଟି ମଧ୍ୟ ଜଳି ଯାଇଥିଲା। କାରରେ ଥିବା ସମସ୍ତ ୫ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବସ୍ରେ ଥିବା ୫୦ଯାତ୍ରୀ ଆହତ ହୋଇଛନ୍ତି।
ଜଗନଙ୍କ ନାମରେ ହତ୍ୟା ଅଭିଯୋଗ । ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ।
ଦୁର୍ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁଲୁ ଡେପୁଟି କମିଶନର ତରୁଲ ଏସ ରବିଶ ସୂଚନା ଦେଇଛନ୍ତି। କୁଲୁର ଏସଡିଏମ ଘଟଣାର ଅନୁସନ୍ଧାନ କରିବେ।
ସ୍ୱିଡେନରେ ଅବସ୍ଥାପିତ ଓଡ଼ିଆ ପ୍ରଫେସର ଅଶୋକ ସ୍ୱାଇଁଙ୍କ ପ୍ରବାସୀ ଭାରତୀୟ କାର୍ଡ ରେଜିଷ୍ଟ୍ରସନ୍ ରଦ୍ଦ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଯାଇଛି ।
ତେଜସ୍ୱୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମର୍ଥକ ମାନେ ମଧ୍ୟ ରାତି ସାରା ତେଜସ୍ୱୀଙ୍କ ବାସଭବନ ଆଗରେ ଥିବା ଦେଖିବାକୁ ମିଳିଛି ।
ପୁଣି ବିବାଦ ଭିତରେ ବିଧାୟକ । ସାଧାରଣ ନିର୍ବାଚନ ପୂର୍ବରୁ ବିବାଦୀୟ କଥା କହି ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ବିଧାୟକ । ପିଲାଙ୍କୁ କହିଲେ... ‘ବାପା, ମା’ ମୋତେ ଭୋଟ ନଦେଲେ, ଖାଇବା ଛାଡ଼ିଦିଅ’ ...
ବିହାର ପାଇଁ ଡା. ଧର୍ମଶୀଳା ଗୁପ୍ତା, ଏବଂ ଡା. ଭୀମ ସିଂଙ୍କ ନାଁ ଘୋଷଣା କରିଛି ବିଜେପି । ଛତିଶଗଡ଼ ପାଇଁ ରାଜା ଦେବେନ୍ଦ୍ର ପ୍ରତାପ ସିଂ, ହରିୟାଣା ପାଇଁ ସୁଭାଷ ବରାଳ ଏବଂ କର୍ଣ୍ଣାଟକ ପାଇଁ ନାରାୟଣ କୃଷ୍ଣାଙ୍କ ନାଁ ଘୋଷଣା କରିଛି ଦଳ ।
ଋଣ ବୁଡ଼ାଇଦେଲା ବଂଶ । ଗୋଟିଏ ରାତିରେ ଉଜୁଡ଼ି ଗଲା ପୁରା ପରିବାର । ସନ୍ଦେହଜନକ ପରିସ୍ଥିତିରେ ତିନି ଜଣଙ୍କର ହୋଇଛି ମୃତ୍ୟୁ ।