• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

LK Advani To Be Honoured With Bharat Ratna
ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ।

Poonam Pandey
ବଞ୍ଚିଛନ୍ତି ପୁନମ୍ ପାଣ୍ଡେ, କହିଲେ ସଚେତନତା ପାଇଁ କରିଥିଲି ଏମିତି

ମିଛ ମୃତ୍ୟୁର ସତ ନାଟକ। ଖୋଦ୍ ପୋଷ୍ଟ କଲେ ମୃତ୍ୟୁ ଖବର, ଟିମ୍ ଦ୍ୱାରା ସେୟାର ହୋଇଛି ବୋଲି ଦର୍ଶାଇଲେ, ଆଉ ୨୪ ଘଣ୍ଟା ନ ପୁରୁଣୁ ଭିଡିଓ ପୋଷ୍ଟ କରି ବଞ୍ଚିଥିବା କଥା ସାମ୍ନାକୁ ଆସି କହିଲେ ବିବାଦୀୟ ସେଲିବ୍ରିଟି ପୁନମ୍ ପାଣ୍ଡେ ବଞ୍ଚିଛନ୍ତି।

Virat Kohli
ଦ୍ୱିତୀୟ ଥର ପାଇଁ ବାପା-ମା’ ହେବେ ବିରାଟ-ଅନୁଷ୍କା; ଘରକୁ ଆସିବ ନୂଆ କୁନି ଅତିଥି !

ଖୁବ୍‌ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି ।

LK Advani To Be Honoured With Bharat Ratna
ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ, ରାମ ମନ୍ଦିର ଆନ୍ଦୋଳନର ଥିଲେ ମୁଖ୍ୟ ପୁରୋଧା

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ।

Banwarilal Purohit
ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ

ବନୱରିଲାଲ ପୁରୋହିତ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଇସ୍ତଫା ରାଜ୍ୟପାଳ ବନୱରିଲାଲ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ହୋଇଥିବା କୁହାଯାଉଛି ।

ATM Tips
ATMରୁ ଟଙ୍କା ଉଠାଉଥିଲେ ସବଧାନ ! ଏହି ସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ..

ATMରେ ଟଙ୍କା ଉଠାଇବା ବେଳେ ଆପଣ ଠାକାମୀର ଶିକାର ହୋଇପାରନ୍ତି । ଆପଣଙ୍କ ଟିକିଏ ଅସାବଧାନତା କାରଣରୁ ବ୍ୟାଙ୍କରୁ କଟିଯାଇପାରେ ଟଙ୍କା ।

Bharat Ratna Award Winners
କର୍ପୂରୀଙ୍କ ପରେ ଆଡଭାନୀ...ଜାଣନ୍ତୁ କେଉଁମାନେ ପାଇଛନ୍ତି ‘ଭାରତ ରତ୍ନ’

ମରଣୋତ୍ତର ଭାବେ ଏହି ସମ୍ମାନ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Lal Krishna Advani
ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Burnt Wife
ମଦ ପିଇବାକୁ ମନାକଲା ସ୍ତ୍ରୀ, ରାଗରେ କିରୋସିନ ଢାଳି ନିଆଁ ଲଗାଇଦେଲା ସ୍ୱାମୀ

ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ। ସେତେବେଳକୁ ତାଙ୍କ ଦେହରେ ନିଆଁ ଲାଗି ସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Kejriwal
କେଜରିୱାଲଙ୍କ ଘରେ ପଶିଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ !

ବିଜେପିର ଅଭିଯୋଗ ଆଧାରରେ ନୋଟିସ୍ । ବିବାଦୀୟ ମନ୍ତବ୍ୟ ଦେଇଥିଲେ କେଜରିୱାଲ ।

Poonam Pandey
କ’ଣ ଏହି ସର୍ଭିକାଲ କ୍ୟାନ୍‌ସର ? କେମିତି ଆକ୍ରାନ୍ତ ହୋଇଥାନ୍ତି ମହିଳା ? ଜାଣନ୍ତୁ...

ମୋଟ କ୍ୟାନସରର ୧୮%ରୁ ଅଧିକ ସର୍ଭିକାଲ କ୍ୟାନସର । ୯ରୁ ୧୪ ବର୍ଷର ଝିଅଙ୍କୁ ଟିକା ଦେବାକୁ କେନ୍ଦ୍ରର ଘୋଷଣା ।

East Coast Railway
ଫୋକସ୍‌ରେ ପୂର୍ବତଟ ରେଲୱେ; ମଞ୍ଜୁର ହେଲା ୧୧, ୪୯୫ କୋଟି

ଜୟପୁର-ମାଲକାନଗିରି ରେଳ ଲାଇନ୍‌ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍‌ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡ଼ର ପାଇଁ ୩୦୦ କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

Hemant Soren
ହେମନ୍ତଙ୍କୁ ହାଇକୋର୍ଟ ଝଟ୍‌କା; ୫ ଦିନ ରିମାଣ୍ଡରେ ନେବ ED

ହେମନ୍ତ ସୋରେନଙ୍କୁ ଆଜି ସୁପ୍ରିମକୋର୍ଟରୁ ବି ଝଟକା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।

Flat
ହୋଶ ଉଡ଼ାଉଛି ଘରର ଦାମ...୩୨୩ ବର୍ଗ ଫୁଟକୁ ୭୫ ଲକ୍ଷ ଟଙ୍କା!

ନିଜ ଜୀବନ କାଳରେ ସମସ୍ତେ ଭଲ ଘର ଖଣ୍ତିଏ କରିବାକୁ ଚାହାଁନ୍ତି । ଜୀବନ ଯାକର ପୁଞ୍ଜି ଘର ପିଛା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ ଲୋକେ । ଯଦି ଆପଣଙ୍କୁ କୁହାଯିବ ମାତ୍ର ୩୦୦ ବର୍ଗ ଫୁଟର ଘର ପାଇଁ ଆପଣଙ୍କୁ ୭୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ, ତେବେ ...

  • Friday, 02 February 2024
Pm shram yogi mandhan yojana
କେନ୍ଦ୍ର ସରକାରଙ୍କ ଦମଦାର ଯୋଜନା; ମାସକୁ ମିଳିବ ୩ ହଜାର !

ଜୀବନ ଯାକ କଠିନ ପରିଶ୍ରମ କରି ଶ୍ରମିକମାନେ କିଛି ଟଙ୍କା ରୋଜଗାର କରିଥା’ନ୍ତି । ଯେଉଁ ଟଙ୍କାରେ ସେମାନଙ୍କ ଘର ଚଳିଥାଏ । ହେଲେ ଅଭାବ ଅନଟନ କାରଣରୁ ସେମାନଙ୍କ ନିକଟରେ ଟଙ୍କା ସଞ୍ଚୟ ହୋଇପାରିନଥାଏ ।

Sachin Tendulkar
Video; ଫ୍ୟାନ୍ସଙ୍କ ସାମ୍‌ନାରେ ହଠାତ୍‌ ପହଞ୍ଚିଗଲେ ସଚିନ, କାର୍‌ ଅଟକାଇ ଦେଲେ ସର୍‌ପ୍ରାଇଜ୍‌

ଯୁବକ ଜଣକ ସଚିନ୍‌ଙ୍କୁ ଏତେ ପାଖରେ ଦେଖି ଆଶ୍ଚର୍ଯ୍ୟ ହେବା ସହ ନମସ୍କାର କରୁଛନ୍ତି । ପରେ ପରେ ସଚିନ୍‌ ତାଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି ?

 Gyanvapi mosque
ମୁସଲିମ ପକ୍ଷକୁ ଝଟକା... ଜ୍ଞାନବାପୀ ପରିସରରରେ ଚାଲିବ ପୂଜାର୍ଚ୍ଚନା

ସନ୍ଥ ସମାଜର ଏକ ବୈଠକ ଡକାଯାଇଛି। ବାରାଣାସୀର ଖୋଜୱା-ଭେଲୁପୁରର ଡକ୍ଟର ରାମକମଲ ବେଦାନ୍ତ ମହାରାଜଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି।

poonam pandey
ଛାଡ଼ି ଚାଲିଗଲେ ପୁନମ ପାଣ୍ତେ, ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁ

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା । ସେ ସର୍ଭିକାଲ କ୍ୟାନସରରେ ପୀଡିତ ଥିଲେ ।

Champai Soren
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ, ରାଜ୍ୟପାଳ କରାଇଲେ ଶପଥପାଠ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍ । ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Ayodhya Ram Mandir Donations
୧୧ଦିନରେ ଦର୍ଶନ କଲେଣି ୨୫ଲକ୍ଷ ଭକ୍ତ, ଦାନ ଟଙ୍କା ୧୧କୋଟି ପାର୍

୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଚେକ୍‌ ଓ ଅନଲାଇନ୍‌ ଜରିଆରେ ମିଳିଥିବା ରାଶି ପ୍ରାୟ ୩.୫୦ କୋଟି ଟଙ୍କା ରହିଛି।

Hemant Soren
ସୋରେନଙ୍କୁ ସୁପ୍ରିମ ଝଟକା, ମାମଲାର ଶୁଣାଣି କରିବେନି ସର୍ବୋଚ୍ଚ ଅଦାଲତ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।

Arvind Kejriwal Skips 5th Summons
ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଇଡିରେ ହାଜର ହେବେନି କେଜ୍ରିୱାଲ!

କେଜ୍ରିୱାଲ ହଜାର ହେବେ କି ନାହିଁ ସେନେଇ AAP ନିରବତା ବଜାୟ ରଖିଛି । କିନ୍ତୁ ଦଳ ପକ୍ଷରୁ ବାରମ୍ୱାର ଇଡିର ଏହି ସମନକୁ ବେଆଇନ ବୋଲି କୁହାଯାଉଛି।

Drone Deal
ଭାରତ କିଣିବ ଅତ୍ୟାଧୁନିକ MQ-9B ଆର୍ମଡ୍ ଡ୍ରୋନ୍, ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର

ଏହି ଡ୍ରୋନ୍‌ କିଣିବା ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ରହିବ ତୀକ୍ଷ୍ଣ ନଜର।

Champai Soren to take oath
ଆଜି ଶପଥ ନେବେ ଚମ୍ପଇ, ଆସନ୍ତା ୧୦ ଦିନରେ ପ୍ରମାଣ କରିବେ ବହୁମତ

ଗତକାଲି ସନ୍ଧ୍ୟାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଚମ୍ପଇ। ତାଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇବା ସହ ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଜଣାଇଥିଲେ।

Gyanvapi masjid
୩୦ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ; ଜ୍ଞାନବାପୀରେ ଆଜିଠୁ ଆରମ୍ଭ ହେଲା ପୂଜା

ଗତକାଲି ବାରାଣସୀର ଏକ କୋର୍ଟଙ୍କ ରାୟ ପରେ ଆଜି ଭୋରରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରିବା ପରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।